ଦୁଃଖ ଖବର – ଶୁଟିଙ୍ଗ ଆରମ୍ଭ ରୁ ଫୁଣି ନିଲାଖି (Nilakhi) ହେଲେ ଅସୁସ୍ଥ!, ଆଉ କରିବେ କି ନାହି ସିରିଏଲ? – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବ କି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ନିଲାଖି ପାତ୍ର ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ନିଲାଖି ପାତ୍ର ଙ୍କ ଅଭିନୟ ସମସ୍ତ ଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛନ୍ତି । ତେବେ ସେ ନିଜ ର ସୁନ୍ଦର ଅଭିନୟ ପାଇଁ ସେ ବେସ ଚର୍ଚ୍ଚା ରେ ରହି ଆସିଛନ୍ତି ସୋସିଆଲ୍ ମିଡ଼ିଆ ରେ । ତେବେ ତରଙ୍ଗ ଚ୍ୟାନେଲ ପ୍ରସାରିତ୍ ହେଉଥିବା ସିନ୍ଦୁର ର ଅଧିକାର ସିରିଏଲ ରେ ସେ ବହୁତ ସୁନ୍ଦର ଅଭିନୟ କରି ସେ ବହୁତ କାମଗୁଡ଼ିକ ସମୟ ରେ ସଫଳତା ପାଇ ପାରିଥିଲେ ।

ତେବେ ଆପଣ ମାନେ ଜାଣିଥିବେ ଆଜି କୁ କିଛି ମାସ ପୂର୍ବେ ତରଙ୍ଗ ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ସିନ୍ଦୁର ର ଅଧିକାର ସିରିଏଲ ରୁ ବାହାରି ଯାଇଥିଲେ ସେଇ ସିରିଏଲ ରେ ଅଭିନୟ କରିଥିଲେ ନିଲଖି ପାତ୍ର ପୁରୁଣା ଇତି ଭୂମିକା ରେ । ତାଙ୍କ ର ଦେହ ଅସୁସ୍ଥ କାରଣ ରୁ ସେ ଏହି ସିରିଏଲ ରୁ ସେ ବାହାରି ଯାଇଥିଲେ । ଆଉ ଦୀର୍ଘ 3 ମାସ ପରେ ସେ ଏବେ ଗୋଟିଏ ନୂଆ ମେଘା ସିରିଏଲ ରେ ଅଭିନୟ କରିବାର ନଜର ରେ ଆସୁଛନ୍ତି ଯେଉଁ ସିରିଏଲ ର ନାଁ ହେଉଛି ଗୌରୀ ।

ତେବେ ଏହି ରେ ସିରିଏଲ ର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଏହି ଅଭିନେତ୍ରୀ ଇତି ଙ୍କୁ ନେଇ ଆସିଲା ଏକ ବଡ ଖବର ଯାହାକୁ ଜାଣିଲା ପରେ ଆପଣ ମାନେ ଆଶ୍ଚଯ୍ୟ ଏବେ କିନ୍ତୁ ଦୁଃଖ କରିବେ ।ତେବେ ଏହି ଖବର ଟି କ’ଣ ଏବଂ ଅଭିନେତ୍ରୀ ଇତି ଙ୍କୁ ନେଇ ଆସିଥିବା ଏହି ଖବର ଟି କେତେ ସତ୍ୟତା ରହିଛି ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣା ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ତେବେ ଅଭିନେତ୍ରୀ ଇତି ସିନ୍ଦୁର ଅଧିକାର ସିରିଏଲ ରେ ନିଜର ଦମଦାର୍ ଅଭିନୟ କରି ବେସ ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ଏହି ସିରିଏଲ ଛାଡିଲା ବେଳେ ଦର୍ଶକ ମାନଙ୍କ ମନ ବେସ ଦୁଃଖ ରେ ରହିଥିଲେ । ତେବେ ପୁରୁଣା ଇତି ନିଜର ସୁନ୍ଦର ଅଭିନୟ ରେ ସବୁବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି । ଏହି ସିରିଏଲ ଟିକୁ ଛାଡି ଦେଇଥିଲେ ନିଜ ର ଅସୁସ୍ଥତା କାରଣ ରୁ ।

ତେବେ ଇତି ଙ୍କ ପେଟ ରେ ଷ୍ଟୋନ୍ ହୋଇ ଥିଲା ବୋଲି ସେହି ସମୟ ରେ ବହୁତ ଚର୍ଚ୍ଚା ହେଉଥିଲା । ଆଉ ସେ ମଧ୍ୟ ତାଙ୍କ ର ଦେହ ଅସୁସ୍ଥତା କୁ ନେଇ ସୋସିଆଲ୍ ମିଡ଼ିଆ ରେ ଲାଇଫ ଆସି ସମସ୍ତ ଙ୍କୁ ଜଣାଇ ଥିଲେ । କିନ୍ତୁ ଅଭିନେତ୍ରୀ ଇତିଙ୍କର ଗୋତିଏ ଫୋଟୋ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ।

ତେବେ ଏହିଥିରେ ଇତି ଙ୍କର ଦେହ ଅସୁସ୍ଥତା ଥିବା ମଧ୍ୟ ଜଣା ପଡୁଛି । ଆଉ ଏହି ଫୋଟୋ ଟି ଖୁବ ଜୋରେ ଭାଇରାଲ ହେଉଛି । ଆଉ ରହି ଭିଡିଓ ରେ ଇତି ଙ୍କ ଦେହ ଅସୁସ୍ଥତା ଥିବା ମଧ୍ୟ ଜଣା ପଡୁଛି । କିନ୍ତୁ ଏହି ଫୋଟୋ ଟିକୁ ଆମେ ଯେତେବେଳେ ତର୍ଜମା କରି ଦେଖୁଲୁ ଯେ ଅଭିନେତ୍ରୀ ଇତି ଙ୍କର ଏହି ଫୋଟୋ ଟି ହେଉଛି ଏହି କିଛି ଦିନ ର ଫୋଟୋ ଯେତେବେଳେ ତାଙ୍କ ଦେହ ଅସୁସ୍ଥ ଥିଲା ।

ଆଉ ଏହି ଫୋଟୋ ଟିକୁ ଭାଇରାଲ କରା ଯାଉଛି ଜୋର ଶୋରେ ସୋସିଆଲ୍ ମିଡ଼ିଆ ରେ ତେବେ ବର୍ତ୍ତମାନ ସମୟ୍ ରର ସେ ପୁରା ପିରି ସୁସ୍ଥ ହୋଇ ସାରିଛନ୍ତି ଆଉ ଖୁବ ଶୀଘ୍ର ଏକ ନୂଆ ଧାରାବାହିକ ରେ ନଜର ରେ ଆସିବାକୁ ଯାଉଛନ୍ତି ଯେଉଁଠି ରେ ଆପଣ ମାନେ ତାଙ୍କ ର ସୁନ୍ଦର ଅଭିନୟ କରିବାର ନଜର ରେ ଆସିବେ । ତେବେ ତାଙ୍କ ନୂଆ ଧାରାବାହିକ ର ନାଁ ହେଉଛି ଗୌରୀ ସିରିଏଲ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *