ଯୁବତୀ ଙ୍କୁ ବହୁତ ଭାରି ପଡିଲା ଶ୍ରୀ ମନ୍ଦିର ଆଗରେ ରୋମାଣ୍ଟିକ ଗୀତରେ ରିଲ୍ସ, ଲୋକ ଏମିତି କହିଲେ – ଦେଖନ୍ତୁ ଭିଡିଓ

ରାଜ୍ୟ

ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଜଗତ ର ଜଗନ୍ନାଥ ସେ ହେଉଛନ୍ତି ସମସ୍ତ ଙ୍କର ବଡ଼ ଠାକୁର । ସେ ଭାବର ଠାକୁର ସେ ଆମର ସମ୍ନାନ । ସେ ତାଙ୍କ ଚକା ଆଖିରେ ସମସ୍ତ ଙ୍କୁ ସବୁବେଳେ ବେଳେ ଦେଖି ରହିଥାନ୍ତି । ତେବେ ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଉପରେ ବହୁତ ଭରସା ସମସ୍ତ ଙ୍କ ର ଆଉ ସମସ୍ତ ଙ୍କ ଭରସା କୁ ସେ କାଳିଆ ଠାକୁର ରଖନ୍ତି ସେ ଭାବ ବୁଝି ସେ ଭାବ ରଖି ସେ ଭକ୍ତ ହାତ ରୁ ନଡ଼ିଆ ନିଅନ୍ତି । ତାଙ୍କ ବଡ଼ ଦାଣ୍ଡ ରେ ଥରେ ପାଦ ପଡିଲେ ସାତ ଜନ୍ମ ର ପାପ ଦୂର ହୋଇଥାଏ ।

କାଳିଆ ଠାକୁର ଙ୍କୁ ଟିକେ ଦେଖି ଦେବା ପାଇଁ ଶ୍ରଦ୍ଧାଳୁ ଙ୍କ ବହୁତ ଭିଡ଼ । ସତରେ କାଳିଆ ର ମୁହଁ କୁ ଟିକେ ଦେଖି ଦେଲା ପରେ ସତ ରେ ସବୁ କଷ୍ଟ ସବୁ ଦୁଃଖ ଦୂର ହେଇ ଯାଏ । କାଳିଆ ଠାକୁର ଙ୍କ ମହିମା ଏତେ ବଡ଼ ଯେ ତାକୁ ଯେତେ କହିଲେ ପାଟି ରୁ କଥା ସରେନି । ତେବେ ସେ ହେଉଛନ୍ତି ଆମ ସମ୍ନାନ ସ୍ୱର ଆମ ର ସ୍ରେୟ୍ ସ୍ୱର ହେଉଛନ୍ତି ଆମ ପାଇଁ ଜଗତ ର ନାଥ ଶ୍ରୀ ଜଗନ୍ନାଥ । ତେବେ କାଳିଆ ର ବଡ଼ ଦାଣ୍ଡ କୁ ଯାଇ ନିଜ ର ସବୁ ପାପ ରୁ ଦୁରେଇବାକୁ ଚାହାଁନ୍ତି ଆଉ ତାର କଳା ମୁହଁ କୁ ଦେଖି ନିଜ ର ସବୁ ଦୁଃଖ କୁ ଦୁରେଇ ଦିଅନ୍ତି ।


ତେବେ ବହୁତ ଶ୍ରଦ୍ଧାଳୁ ଙ୍କର ବହୁତ ଭରସା ଅଛି ସେହି କଳା ଠାକୁର ଉପରେ । ତେବେ ସେ ବଡ଼ ଦାଣ୍ଡ ରେ ଶ୍ରଦ୍ଧାଳୁ ମନକୁ କିମ୍ବା ଭଗବାନ ଙ୍କୁ ଅପମାନ ଦେଲା ଭଳି ଯଦି କିଏ କାମ କରେ ତେବେ କେହି ବି ବରଦାସ୍ କରି ପରିବେ ନାହିଁ । ତେବେ ଶ୍ରୀ ମନ୍ଦିର ସାମ୍ନା ରେ ଜଣେ ଯୁବତୀ କଲେ ରୋମାଣ୍ଟିକ୍ ଗୀତ ରେ ରିଲ୍ସ୍ । ଆଉ ଏହି ରୋମାଣ୍ଟିକ୍ ରିଲ୍ସ୍ ବନେଇ ହଟହଟା ହେଲେ ଯୁବତୀ ଜଣକ ।


ଲୋକେ କହିଲେ ଆଉ କ’ଣ ବାକି ରହିଲା ଦେଖିବାକୁ । ତେବେ ଶ୍ରୀ ମନ୍ଦିର ସାମ୍ନା ରେ ଏକ ରୋମାଣ୍ଟିକ୍ ଗୀତ ରେ ଡ୍ୟାନ୍ସ କରି ହଟହଟା ହେଲେ ଏହି ଯୁବତୀ ଜଣକ । ଯେଉଁ ମନ୍ଦିର ସାମ୍ନା ରେ ଭକ୍ତ ମାନେ ନିଜର ଦୁଃଖ କୁ ଜଣାନ୍ତି କଳା ଠାକୁର କୁ ସେଇଠି ଏହି ଯୁବତୀ ଜଣକ ରିଲ୍ସ୍ କଲେ ଏହି ରୋମାଣ୍ଟିକ୍ ଗୀତ ରେ ନାଚି ସେୟାର କଲେ ଭିଡିଓ । ମନ୍ଦିର ସାମ୍ନା ରେ ଓ ରେ ସହିବା ଗୀତରେ ନାଚି ରୋମାଣ୍ଟିକ୍ ଗୀତ କୁ ସେୟାର କଲେ ଭିଡିଓ ।

ରୋମାଣ୍ଟିକ୍ ଟ୍ରାକ ରେ ଯୁବତୀ ଙ୍କ ନାଚିବା ର ଭିଡିଓ ହେଲା ନିଆଁ ଭଳି ଭାଇରାଲ ହେଲା । ଲୋକେ କହିଲେ ଆଉ ଅଧିକ କ’ଣ ଦେଖିବା ବାକି ରହିଲା । ତେବେ ସୋସିଆଲ ମିଡ଼ିଆ ରେ ଏହି ଯୁବତୀ ଜଣକ ନାଚିବା ର ଭିଡିଓ ବହୁତ ମାତ୍ରା ରେ ଭାଇରାଲ ହେଉଛି । ଶ୍ରୀ ମନ୍ଦିର ସାମ୍ନା ରେ ମନ୍ଦିର କୁ ହାତ ଦେଖେଇ ନଚୁଛନ୍ତି ଯୁବତୀ । ଗୀତ ଚାଲୁଛି ଖୋଜୁଥିଲି ଯାହା କୁ ପାଇଗଲି ଆଉ ମନ ତୋତେ ଦେଇଗଲି ମୁଁ ତୋର ଦିଲ ଜନିଆ ମୁଁ ତୋ ମେହେବୋବା ଓ ରର ସହିବା ।

ଏହି ରୋମାଣ୍ଟିକ୍ ଟ୍ରାକ ରେ ନାଚି ବୋଲ୍ଦ୍ ହେଉଛନ୍ତି ଏହି ଯୁବତୀ ଜଣକ । ସୋସିଆଲ୍ ମିଡ଼ିଆ ରେ ମନ୍ଦିର ସାମ୍ନା ରେ ଏମିତି ନାଚିବା ର ଦୃଶ୍ଯ କୁ ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି ସୋସିଆଲ୍ ମିଡ଼ିଆ ର ବ୍ୟବହାର କାରି କିଛି ଲୋକ ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ସାମ୍ନା ରେ ଏମିତି ରୋମାଣ୍ଟିକ୍ ଟ୍ରାକ ରେ ନାଚିବା ଆଦୌ ଶୋଭା ଦେଉ ନାହିଁ ବୋଲି କହିଥିବା ବେଳେ କିଛି ଲୋକ ଏହା ଅସଭ୍ୟ ଅଚରଣ ବୋଲି କହିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *