ଯାତ୍ରା ମଞ୍ଚରେ ସବ୍ୟସାଚୀ ଓ ଅର୍ଚ୍ଚିତା (Sabyasachi Archita) ମନଚଛୁଆଁ ଗୀତ ସାଙ୍ଗକୁ ଧୂଳି ଉଡା ଡ୍ୟାନ୍ସ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରିଛନ୍ତି । ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଧାରା ବାହିକ କିମ୍ବା ଯାତ୍ରା ରେ ଦୁହେଁ ଦୁହିଁ ଙ୍କର ଯୋଡି ହୋଇ ଅଭିନୟ କରିଥାନ୍ତି । ବା ବହୁତ କିଛି ସୋ ରେ ମଧ୍ୟ ଯୋଡି ହୋଇ ଅଭିନୟ କରିଛନ୍ତି । କିନ୍ତୁ ଏମିତି କିଛି ଯୋଡି ଅଛନ୍ତି ଯେଉଁ ଯୋଡି କୁ ଦେଖିଲେ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ଏବଂ ଏମିତି ଏକ ଯୋଡି ବିଷୟରେ ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ମାନେ ଜାଣିଛନ୍ତି ।

ସେ କିଛି ଓଡିଆ ସିନେମା ରେ ଅଭିନୟ କରି ଦର୍ଶକ ମାନଙ୍କ ର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଭାବେ ସଫଳତା ହାସଲ କରିଥିଲେ ।
ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ସେମାନଙ୍କୁ । ଏବଂ ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ର ପ୍ରିୟ ହିରୋ ଓ ହିରୋଇନ ଭାବରେ ଅଭିନୟ କରିଛନ୍ତି ଓ ଦର୍ଶକ ମାନଙ୍କ ପ୍ରିୟ ହୋଇଥିଲେ ।

ତେବେ ସେ ହେଉଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ସାହୁ ଓଡିଶା ର ଏକ ସୁନ୍ଦର ଯୋଡି ହେବା ସହିତ ବହୁତ ସିନେମାରେ ଅଭିନୟ କରି ସବୁ ଦର୍ଶକ ମାନଙ୍କର ପ୍ରିୟ ହିରୋ ଓ ହିରୋଇନ ଭାବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସେ ଘରେ ଘରେ ମଧ୍ୟ ଏକ ସୁନ୍ଦର ଯୋଡି ଭାବରେ ପରିଚିତ ଅଟନ୍ତି ।

ତେବେ ଏହି ଯୋଡିକୁ ବହୁତ ଭଲପାଇବା ଓଡ଼ିଶାର ଅନେକ ଦର୍ଶକ ମାନେ ଦେଇଛନ୍ତି । ତେବେ ତାଙ୍କ ଦୁଇ ଜଣଙ୍କ ଯୋଡି ର ଅଭିନୟ ଙ୍କୁ ଦେଖିବା ପାଇଁ ଏବେ ବହୁତ ଦର୍ଶକ ପ୍ରାୟ ପାଗଳ ହୋଇଛନ୍ତି । ଏବଂ ସବ୍ୟସାଚି ଓ ଅର୍ଚ୍ଚିତା ଷ୍ଟେଜକୁ ଦୁହେଁ ଯୋଡ଼ି ହୋଇ ଯାଇଛନ୍ତି । ତେବେ ସେ ସୁଇଟି କପଲ୍ ସବ୍ୟସାଚି ମିଶ୍ର ଏବଂ ଅର୍ଚ୍ଚିତା ସାହୁ ତାଙ୍କର ସୁନ୍ଦର ଯୋଡି ର ଅଭିନୟ ପାଇଁ ବହୁତ ଦର୍ଶକ ମାନଙ୍କ ଠାରୁ ପ୍ରିୟ ହିରୋ ହିରୋଇନ ଭାବରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।

ତେବେ ସେମାନେ ତାଙ୍କ ର ଏହି ଅଭିନୟ , ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକ ମାନଙ୍କର ଅତି ପ୍ରିୟ ହିରୋ ଓ ହିରୋଇନ ଭାବରେ ଲୋକ ମାନଙ୍କ ମନକୁ ଆକର୍ସିତ କରି ରଖିଛନ୍ତି । ଯାତ୍ରା ଷ୍ଟେଜ ରେ ସେ ମଧ୍ୟ ବହୁତ ସମୟରେ ସେମାନେ ତାଙ୍କର ଏହି ଜବର ଦସ୍ତ ଡାନ୍ସ ସାଙ୍ଗକୁ ସୁନ୍ଦର ଅଭିନୟ କରିବା ସହିତ ଆକର୍ସଣୀୟ ଲୁକ୍ସ୍ ନେଇ ଦର୍ଶକ ମାନଙ୍କ ର ମନକୁ ଆକର୍ସିତ କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *