ଝିଅ ଅଭିଯୋଗ କଲେ ପୁଅକୁ ବନ୍ଧା ହେଉଛି ,ହେଲେ ପୁଅ ମାନଙ୍କୁ ହା-ରା-ସ-ମେ-ଣ୍ଟ ହେଲେ କେହି ଶୁଣୁ ନାହାନ୍ତି – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ ଥିବା ନ୍ୟାୟ ସମସ୍ତ ଙ୍କ ପାଇଁ ସମ୍ମାନ ନୁହେଁ , କାରଣ ଏଠି ଏହି ସମାଜ ରେ ପୁରୁଷ ଜାତି କୁ କେହି ଗୁରୁତ୍ବ ଦେଉ ନାହାଁନ୍ତି କାରଣ ଏଠି ଯଦି ଜଣେ ପୁରୁଷ କୌଣସି ଅଭିଯୋଗ ଆଣିଲା ତେବେ ତାକୁ ନ୍ୟାୟ ଦେବା ପାଇଁ ଅନେକ ଦିନ ଲାଗି ଯାଉଛି କିନ୍ତୁ ସେହି ସମାନ ଅଭିଯୋଗ ଯଦି ଜଣେ ମହିଳା ଆଣିବ ତେବେ ତାଙ୍କ ଅଭିଯୋଗ କୁ ଗୁରୁତ୍ବ ଦିଆ ଯାଇଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଜଣେ ଯୁବତୀ ସୋସିଆଲ ମିଡ଼ିଆ ରେ ଅନେକ କିଛି କହିଛନ୍ତି ଯାହାକି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଏହି ଯୁବତୀ ଜଣକ କହିଛନ୍ତି ବର୍ତ୍ତମାନ୍ ସମୟ ରେ ବହୁ କମ୍ ବୟସ ର ପିଲା ମାନେ ଭଲ ପାଇ ଫସି ଯାଉଛନ୍ତି । ତେବେ ସେ ପୁଣି କହୁଛନ୍ତି ଯଦି ଭଲ ପାଉଛ ନିଜ ଘରେ ଜଣାଅ ।

ତେବେ କୋଉ ପୁଅ ସହିତ ମିଳାମିଶା , ହୋଟେଲ ଯିବା ଆରେ ସବୁ ନ କରିବା ପାଇଁ । ତେବେ ସେ କହିଛନ୍ତି କିଛି ଝିଅ ପାଇଁ ଆଜି ନାରୀ ଜାତି କୁ ସମସ୍ତେ ଅନେକ କଥା କହିଛନ୍ତି , ତେବେ ଏହି ଯୁବତୀ ଜଣକ ଆହୁରି ଅନେକ କଥା କହିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ସମାଜ ରେ କିଛି ଯୁବକ ମାନଙ୍କ ପାଇଁ ଅନେକ ଯୁବକ ବଦନାମ ହେଉଛନ୍ତି ତ ଆଉ କିଛି ଝିଅ ପାଇଁ ଅନେକ ଝିଅ ବଦନାମ ହେଉଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଯାହା ଆପଣ ମାନେ ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.