ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆସି ଯାଇଛି ଏକ ବଡ ଖବର , ହଁ ବନ୍ଧୁ ୫୨ ବର୍ଷ ର ମହିଳା ବିବାହ ବନ୍ଧନ ରେ ବାନ୍ଧି ହେଲେ । ତେବେ ବନ୍ଧୁଗଣ ଦିନ ଥିଲା ଏହି ମହିଳା ଜଣକ କ୍ୟାନ୍ସର ପୀଡିତ ଥିଲେ କିନ୍ତୁ ବର୍ତ୍ତମାନ୍ ସମୟ ରେ ନୂଆ ଜୀଵନ ଗଢିଥିଲେ । ତେବେ ମାଆ ର ବିବାହ କରି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି ପୁଅ ।
ତେବେ ନିଜ ମା ର ବିବାହ ଘର ରେ ପୁଅ କର୍ତ୍ତା , ତେବେ ବିବାହ ର ସମସ୍ତ ସୁବିଧା କରି ମା ବିବାହ ଘର୍ କଲେ । ବନ୍ଧୁଗଣ ଏହି କଥା ଆପଣ ମାନ ଙ୍କୁ ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ କଥା ଟି ସତ୍ୟ ଅଟେ । ତେବେ ବନ୍ଧୁଗଣ ମୁମ୍ବାଇ ର ଏହି ମହିଳା ଜଣକ ଯାହାଙ୍କ ନାମ କିଟୁ ଗାନ୍ଧୀ , ତେବେ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜ ସ୍ବାମୀ ଙ୍କ ସହିତ ଜୀଵନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ ।
କିନ୍ତୁ ବଡ ଦୁଃଖ ର ଖବର ଯେ ୨୦୧୩ ମସିହା ରେ ସ୍ବାମୀ ଙ୍କ ଦେହାନ୍ତ ହୋଇଗଲା । ତେବେ ଏହା ପରେ କିଟୁ ଦିପ୍ରେସନ କୁ ଚାଲି ଗଲେ ଓ ସ୍ତନ୍ କର୍କଟ ରୋଗ ରେ ଆକ୍ରାନ୍ତ ହେଲେ ଓ ପରେ ସେ କ୍ୟାନସର ସହ ଲଢ଼ିବା ପରେ କିଟୁ ଙ୍କୁ ତାଙ୍କ ନିଜ ପୁଅ ତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି ।
ତେବେ ମୁମ୍ବାଇ ରେ ରୁହନ୍ତି କିଟୁ ଗାନ୍ଧୀ , ତେବେ ସ୍ବାମୀ ହରାଇବା ବେଳେ ତାଙ୍କୁ ମାତ୍ର ୪୪ ବର୍ଷ ହୋଇଥିଲା । ତେବେ ତାଙ୍କ ସ୍ତନ କର୍କଟ ରୋଗ ଚିକିତ୍ସା ୨୦୧୯ ପର୍ଯ୍ୟନ୍ତ ଚାଲିଲା ଓ ୨୦୨୦ ରେ ସେ କ୍ୟାନ୍ସର ରୁ ସୁସ୍ଥ ହେଲେ । ତେବେ ମହିଳା ଙ୍କ ପୁଅ ଜିମି ବର୍ତ୍ତମାନ୍ ସମୟ ରେ ଜଣେ ବ୍ୟବସାୟୀ ଙ୍କ ସହିତ ନିଜ ମା ଙ୍କ ବିବାହ କରାଇଛନ୍ତି ଓ ସେ ନିଜେ କର୍ତ୍ତା ମଧ୍ୟ ହୋଇଛନ୍ତି ।
ତେବେ ନିଜ ମା ଖୁସି ରେ ରହିବା ପାଇଁ ପୁଅ ନିଜ ମା ର ଦ୍ବିତୀୟ ବିବାହ କରାଇଛି ଓ ମା ର ଦ୍ୱିତୀୟ ବିବାହ କରାଇ ପୁଅ ମଧ୍ୟ ବେଶ୍ ଚର୍ଚ୍ଚା ରେ ଅଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।