ବିବାହର ମାତ୍ର ୬ ମାସ ହୋଇଛି, ସ୍ଵାମୀ ସ୍ତ୍ରୀ ଙ୍କର ଅ-ନ୍ତ-ର-ଙ୍ଗ ସମୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଲେ – ଦେଖନ୍ତୁ ଭିଡିଓ

ରାଜ୍ୟ

ସତରେ ଏଇଠି ଆଉ ସମ୍ପର୍କ ନାହିଁ ଏଇଠି କେବଳ ବାଦ ବିବାଦ ଧୋକା ଆଉ ମିଛ ସମ୍ପର୍କ ମାନ ହିଁ ତିଆରି ହୋଇଥାଏ । ଏବେ କାଲି ର କୌଣସି ସମ୍ପର୍କ ରେ ଆଉ ଭଲ ପାଇବା ନାହିଁ । ତେବେ ଆଜି ଏପରି ଏକ ଭିଡିଓ ସାମ୍ନା କୁ ଆସିଛି କି ସ୍ବାମି କିପରି ଭାବରେ ନିଜ ସ୍ତ୍ରୀ ଙ୍କୁ ହଇରାଣ କରିଛି । ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଏହି ଦିଆଜାଇଥିବା ସମ୍ପୁର୍ଣ୍ଣ ବିବରଣୀ ଟିକୁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ।

ତେବେ ଏପରି ଏକ ଅଭିଯୋଗ ଆଣିଛନ୍ତି ଅଭିଯୋଗ ନିଜ ସ୍ବାମି ଙ୍କ ବିରୁଦ୍ଧ ରେ ତେବେ ତାଙ୍କ ସ୍ବାମି ପ୍ରଥମେ ଯୌ-ତୁ-କ ନି-ର୍ଯ୍ୟା-ତ-ନା ଦେଉଥିଲେ ତାପରେ ଫୁଣି ସେ ତାଙ୍କ ସ୍ତ୍ରୀ ର ଓ ତାଙ୍କ ର ପ୍ରା-ଇ-ଭେ-ଟ୍ ଭିଡିଓ ନିଜ ସ୍ତ୍ରୀ ର ଆକାଉଣ୍ଡ କୁ ହ୍ୟା-କ୍ କରି ସୋସିଆଲ୍ ମିଡ଼ିଆ ରେ ସେୟାର କରିଥିଲେ ପରେ ସେ ଜାଣି ପରି ନିଜ ସାଙ୍ଗ ମାନଙ୍କ ଦ୍ବାରା ସେ ଭିଡିଓ ସବୁ ଡିଲିଟ କଲେ ।

ତାପରେ ସେ ଯାଇ ପୋଲିସ ଥାନା ରେ କେଶ କରିବାକୁ ଯାଇଥିଲେ ତେବେ ପୋଲିସ ତାଙ୍କୁ କହିଥିଲେ କି ଏହି କେଶ ଟିକୁ ତାଙ୍କ ଲୋକାଲ୍ ଥାନା ରେ ଦେବା ପାଇଁ ଯାହା କି ତାଙ୍କ ଶାଶୁ ଘର ତୁଳସୀ ପୁର ବାଙ୍ଗି ଥିଲା ସେଠାରେ ଥିବା ପୋଲିସମାେନ ଥାନା ରେ ଏଫାଆର୍ ଦେବା ପାଇଁ ପୋଲିସ କହିଲେ । ସେହି ତାଙ୍କ ଶାଶୁ ଘରେ ହିଁ ଫେସବୁକ ଓ ଇନଷ୍ଟାଗ୍ରାମ କୁ ହ୍ୟାକ୍ କରି ସେଠାରେ ସେହି ପ୍ରା-ଇ-ଭେ-ଟ୍ ଭିଡିଓ ସବୁ ସେୟାରେ କରିଥିଲେ ମହିଳା ଜଣକ ର ସ୍ବାମି ।

ତେବେ ଏହି ପ୍ରା-ଇ-ଭେ-ଟ୍ ଭିଡିଓ ଟି ମହିଳା ଜଣକ ର ଘାର ଲୋକ ଓ ସାଙ୍ଗ ମାନେ ଦେଖିଲା ପରେ ତାଙ୍କୁ ଜଣାଇ ଥିଲେ ଆଉ ଏହି ଭିଡିଓ ବିଷୟ ରେ ଜାଣିଲା ପରେ ମହିଳା ଜଣକ ନିଜ ଆକଉଣ୍ଡ ରୁ ଡିଲେଟ କରି ଦେଇଥିଲେ ଏହି ଭିଡିଓ କୁ । ଡିଲେଟ କରିବା ସହ ସେ ତାଙ୍କ ସ୍ବାମି ଓ ଶଶୁର ଙ୍କୁ ଧ-ମ-କ୍ ମଧ୍ୟ ଦେଇଥିଲେ ।

ତେବେ ସେ ଲୋକାଲ୍ ଥାନା କୁ ଯାଇ ଯେତେବେଳେ କଲ କଲେ ସାର ଙ୍କୁ ସାର ତାଙ୍କୁ ନେଇକି ଗଲେ ତାଙ୍କ ଶାଶୁ ଘରକୁ ଗଲବେଳକୁ ବାପ ପୁଅ ମାଆ ସବୁ ଫେରାର ଆଉ ଘର ତାଲା ପଡିଛି । ସବୁ ଲୁଚି ରଞ୍ଚି ପଳେଇ ଥିଲେ । ତେବେ ସେ ସାକ୍ଷୀ ସାହାର୍ଯ୍ୟ ରେ ମହିଳା ସାହାର୍ୟ୍ଯ କାରି ପାଖ କୁ ଗଲେ । ସେତେବେଳେ ଯାଇ ତାଙ୍କ ର କେସ୍ ନେଲେ । ତେବେ କେସ୍ ନେଲା ପରେ ଯେବେଠୁଁ କେସ ଆଜି ପର୍ଯ୍ୟନ୍ତ କୌଣସି ଅପଦେଟ୍ ନଥିଲା ଆଉ ତାଙ୍କୁ କୁହାଯାଇଥିଲା ଯାଇକି ଯେତିକି ଜିନିଷ ଅଛି ସେତିକି ସବୁ ନେଇ ଆସିବା ।

ତାପରେ ମହିଳା ଥାନା ରୁ କିଛି ବି କଲ୍ ଆସି ନଥିଲା ପରେ ନିଜ ତରଫରୁ ପଚାରିଲେ କି କିଛି ଅପଡେଟ୍ ଦିଅନ୍ତୁ କି କିଛି ଆକ୍ସନ୍ ନିଆ ଗଲା କି ସେତେବେଳେ ସେ କହିଲେ କି ହାଇ କୋର୍ଟ ତୁ ତାଙ୍କୁ ବେଲ ମିଳିଯାଇଛି । ବେଲ ମିଳିଲା ପରେ ତାଙ୍କୁ କଲ ଆସୁଛି କି ଜିନିଷ ଆଣିବାକୁ ଯିବା । ତେବେ ଯାଇ ସେ କହିଲେ କି ତାଙ୍କ ସାର୍ଟିଫିକେଟ ଓ ତାଙ୍କ ପିଏଫ୍ 50 ହଜାର୍ ଟଙ୍କା ସେ ରଖିଥିଲା ସେଇଟା ନେବାକୁ ସେ ଚାହୁଁଛନ୍ତି ।

ତେବେ ଏହି ଭଳି ଘଟଣା ଏବେ ସାମ୍ନା କୁ ଆସିଛି କି କିଭଳି ଭାବରେ ସ୍ବାମି ନିଜ ସ୍ତ୍ରୀ କୁ କେଉଁ ଭଳି ଭାବରେ ହଇରାଣ କରୁଛନ୍ତି ଆଉ ସବୁବେଳେ କିଛି ନା କିଛି ଉପାୟ ରେ ତାଙ୍କୁ କ୍ଷତି ପକାଇବା ରେ ଚେଷ୍ଟା ମଧ୍ୟ କରୁଛନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.