ଝିଅ ଆମର ନୂଆ ବୋହୁ ସିରିଏଲର ଅଭିନେତ୍ରୀ ପୂଜା (Lavereema) ଙ୍କ ର ଡଙ୍ଗା ଉପରେ ହ-ଟ ଡ୍ୟାନ୍ସ ଭିଡିଓ, ମାତ୍ର କିଛି ଘଣ୍ଟା ନିଆଁ ଭଳି ଭାଇରାଲ ହେଉଛି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି ବଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନ ଙ୍କ ଭଳି । ତେବେ ବନ୍ଧୁଗଣ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଶୁଟିଙ୍ଗ ସେଟ ର ଦୃଶ୍ୟ ହେଉ ବା ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ ହେଉ ସେମାନେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି , ତେବେ ସେମାନେ ବେସ ଲୋକ ପରିଚିତ ମଧ୍ୟ ।


ତେବେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜଣାଇବୁ ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଧାରାବାହିକ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବା ଆଗ ଧାଡି ର ଅଭିନେତ୍ରୀ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ପୂଜା ଯିଏ କି ଝିଅ ଆମର ନୂଆ ବୋହୁ ରେ ଅଭିନୟ କରୁଛନ୍ତି ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତେବେ ଆଜି ପୂଜା ଙ୍କ ଜବରଦସ୍ତ ଅଭିନୟ ପାଇଁ ଝିଅ ଆମର ନୂଆ ବୋହୁ ବେସ ଲୋକ ପରିଚିତ ହୋଇଛନ୍ତି ଓ ନମ୍ବର 1 ଧାରାବାହିକ ହୋଇ ପାରିଛି । ତେବେ ଦର୍ଶକ ମାନେ ଏହି ଧାରାବାହିକ ଟି କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ବନ୍ଧୁଗଣ ପୂଜା ଙ୍କ ପ୍ରକୃତ ନାମ ହେଉଛି

ଲଭରିନା ଖାନ , ତେବେ ତାଙ୍କ ଗହର ହେଉଛି ଯାଜପୁର ଓ ସେ ଯାଜପୁର ଠାରେ ଡିଗ୍ରୀ ହାସଲ କରିଛନ୍ତି । ତେବେ ପାଠ ପଢା ସାରିବା ପରେ ମୁମ୍ବାଇ ଚାଲି ଯାଇଥିଲେ ମଡେଲିଙ୍ଗ ପାଇଁ ଓ ସେଠାରୁ ଓଡିଶା କୁ ପୁଣି ଆସିଥିଲେ । ତେବେ ଓଡିଶା କୁ ଫେରିବା ପରେ କାଶଟିଙ୍ଗ କାଷ୍ଟ କମ୍ପାନୀ ଖୋଲିଥିଲେ ତେବେ ଏହି କମ୍ପାନୀ ଚଳଚିତ୍ର ଓ ଧାରାବାହିକ ପାଇଁ ଅଭିନେତା ଓ ଅଭିନେତ୍ରୀ ଯୋଗାଇ ଦେଉଥିଲେ । ତେବେ ଝିଅ ଆମର ନୂଆ ବୋହୁ ଧାରାବାହିକ ପାଇଁ ଅଡିସନ ରେ ସାମିଲ ହୋଇ ଯାଇଥିଲେ ।

ତେବେ ପରବର୍ତ୍ତୀ ସମୟ ରେ ଏହି ଧାରାବାହିକ ର ମୁଖ୍ୟ ଅବିନେତ୍ରୀ ପୂଜା ଚରିତ୍ର ରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ଓ ସେ ଏହି ଚରିତ୍ର ରେ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପରିଚିତ ହେବା ସହିତ ଓଡିଶା ଘର ଘରେ ପରିଚିତ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.