ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ର ବଡ ଖବର ଆସି ଯାଇଛି ଜଣେ ପତ୍ନୀ ଙ୍କ ପାଇଁ ଜୀବନ ହରିଦେଲେ , ହଁ ବନ୍ଧୁ ରାଉରକେଲା ର ବ୍ୟବସାୟୀ ରାହୁଲ ଅଗ୍ରୱାଲ ନିଜ ପତ୍ନୀ ବର୍ଷା ଙ୍କ ପାଇଁ ଜୀବନ ହାରିଛନ୍ତି । ତେବେ ରାହୁଲ ଙ୍କ ଭାଇ ଜାମସେଦପୁର ଥାନା ରେ ଯୌତୁକ ନି-ର୍ଯ୍ୟା-ତ-ନା ମାମଲା ରେ ଅତିଷ୍ଠ ହୋଇ ଆ-ତ୍ମ-ହ-ତ୍ୟା କରିଥିବା ର ଅଭିଯୋଗ ହୋଇଛି ।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଘଟଣା ରେ ଏଣ୍ଟ୍ରି ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି , ତେବେ ତାଙ୍କୁ ନ୍ୟାୟ ଦେବା ପାଇଁ । ତେବେ ବନ୍ଧୁଗଣ ବୁଧବାର ଦିନ ସଂଧ୍ୟା ରେ ଅନୁଭବ ମହାନ୍ତି ଏକ ପୋଷ୍ଟ କରିଛନ୍ତି ନିଜ ଟୁଇଟର ଆକାଉଣ୍ଟ୍ ରେ । ତେବେ ସେ ଉଲ୍ଲେଖ କରିଛନ୍ତି ଯେ ଏହି ହୃଦୟବିଦାରକ୍ ବିଷୟ ଉପରେ ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା କୁ ରାଉରକେଲା ଏସିପି ଙ୍କୁ ଅନୁରୋଧ କରୁଛି ।
ତେବେ ଶାଶୂ ଶଶୁର ବିରୁଦ୍ଧ ରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଲେ ତାଙ୍କ ଆତ୍ମା କୁ ଶାନ୍ତି ମିଳିବ । ତେବେ #justice for Rahul ଲେଖିବା ସହ ରାଉରକେଲା ର ଏସିପୀ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଓ ଡିଜିପି ଏବଂ ଝାଡ଼ଖଣ୍ଡ ପୋଲିସ ଓ ମୂଖ୍ୟମନ୍ତ୍ରୀ ଟ୍ୟାଗ କରିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମେ ବ୍ୟବସାୟୀ ରାହୁଲ ଙ୍କ ବିଷୟ ରେ ଜାଣିବା ,ତେବେ ଶଶୁର ଘର୍ ଲୋକ ମିଥ୍ୟା ଯୌତୁକ ନି-ର୍ଯା-ତ-ନା- ମାମଲା ରେ ୪୯୮ ଏ ରେ ଫସାଇ ଥିବା ଅଭିଯୋଗ କରିଥିଲେ । ତେବେ ରାହୁଲ ଆ-ତ୍ମ-ହ-ତ୍ୟା କରିବା ପୂର୍ବ ରୁ ଏକ ଭିଡିଓ କରିଥଲେ ଓ ସେ କଣ ପାଇଁ ଆ-ତ୍ମ-ହ-ତ୍ୟା କରିଥଲେ ତାର କାରଣ କହିଛନ୍ତି ।
I urge @sprourkela to kindly look into this heart wrenching matter & do the needful. Justice has already been denied to the good soul! At least quick action against his in-laws might give his soul some peace.#JusticeForRahul @CMO_Odisha@JharkhandCMO@DGPOdisha@JharkhandPolice https://t.co/0d8byzptJp
— Anubhav Mohanty (@AnubhavMohanty_) May 11, 2022
Men’s day out ରେ ପ୍ରକାଶିତ ଖବର ଅନୁସାରେ , ରାଉରକେଲା ରାହୁଲ ଅଗ୍ରୱାଲ , ଝାଡ଼ଖଣ୍ଡ ଜାମସେଦୁପୁରର ବର୍ଷା ଙ୍କୁ ବିବାହ କରିଥିଲେ ତେବେ ଉଭୟ ଙ୍କ ବର୍ତ୍ତମାନ୍ ସମୟ ରେ ନାବାଳକ ପୁଅ ଏବଂ ଝିଅ ଅଛନ୍ତି । ତେବେ ବର୍ଷା ଘର୍ ଲୋକେ ରାହୁଲ ଙ୍କ ନାମ ରେ ମିଥ୍ୟା ଯୌତୁକ ମାମଲା ଦାଏକ କରିଛନ୍ତି ଓ ଯାହା ଫଳ ରେ ଜାମସେଦପୁର ର କୋର୍ଟ କୁ ବାରମ୍ବାର ଧାଉଁଛନ୍ତି ରାହୁଲ ବାପା ମା ।
ତେବେ ଜାମସେଦପୁର ପୋଲିସ ଏହି ମାମଲା ସହାୟତା ମଧ୍ୟ କରୁ ନାହାଁନ୍ତି । ତେବେ ଶଶୁର ଘର୍ ଲୋକ ମାନସିକ ନି-ର୍ଯା-ତ-ନା ଦେଉ ଥିବାର ଅଭିଯୋଗ ହୋଇଛି ।
ତେବେ ସେଥିପାଇଁ ରାହୁଲ ଆ-ତ୍ମ-ହ-ତ୍ୟା କରିବା ପୂର୍ବ ରୁ ଉଲ୍ଲେଖ ଏକ ଭିଡିଓ କରିଥଲେ ଓ ଏହି ଭିଡିଓ ରେ ସେ ସେ କହିଥିଲେ ଯେ ତାଙ୍କୁ ଯୌତୁକ ମାମଲା ରେ ତାଙ୍କୁ ଫସାଈ ଦିଆ ଯାଇଛି ଓ ୩ ମାସ ହେଲା ସେ ତାଙ୍କ ସନ୍ତାନ ମାନ ଙ୍କୁ ଦେଖିବକୁ ପାଉ ନାହାଁନ୍ତି । ତେବେ ବୃଦ୍ଧ ବାପାମା ବିଶ୍ରାମ ନେବା ବଦଳ ରେ ବାରମ୍ବାର କୋର୍ଟ ଯାଉଛନ୍ତି ବେଲ ପାଇଁ । ତେବେ ସେ କହିଛନ୍ତି ତାଙ୍କ ପତ୍ନୀ ବର୍ଷା ବହୁତ୍ ଭଲ ।
ତେବେ ସେ ଯେଉଁ ପଦକ୍ଷେପ ନେଉଛନ୍ତି ସେଥିପାଇଁ ଶାଶୂ ଶଶୁର ଓ ଭାଇ ଦାୟୀ। ତେବେ ଏପଟେ ଭାଇ ଅଙ୍କିତ ଅଗ୍ରୱାଲ ନିଜ ଭାଇ ରାହୁଲ ଙ୍କୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ବୋଲି କୁହା ଯାଇଛି । ତେବେ କିଛି ବର୍ଷ ହେବ ରାହୁଲ ମାନସିକ ଚାପ ରେ ରହୁଥିଲେ , ତେବେ ସେ କିଛି ଦିନ ତଳେ ନିଜ ସନ୍ତାନ ଙ୍କୁ ଭେଟିବା ପାଇଁ ନିଜ ଶଶୁର ଘର୍ ଗାଆଁ କୁ ଯାଇଥିଲେ କିନ୍ତୁ ଶଶୁର ଘର୍ ଲୋକେ ତାଙ୍କୁ ଦେଖା କରିବାକୁ ଦେଇ ନ ଥିଲେ ଓ ପରେ ସେ ଏକ ହୋଟେଲ ରେ ରହିଥିଲେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।