ଯାତ୍ରା ମଞ୍ଚରେ ଫୁଲ ବୋବାଲ କରିଲେ ପପୁ ପମ ପମ (Papu Pom Pom), ଦେଖିଲେ ହସି ହସି ଗଡିବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ପପୁ ପମ୍ ପମ୍ ଏକ ହାସ୍ୟ ଅଭିନେତା ଭାବ ରେ । ତେବେ ସେ ତାଙ୍କ ହାସ୍ୟ ଅଭିନେତା ମାଧ୍ୟମ ରେ ବହୁତ ଲୋକ ହସେଇଛନ୍ତି । ତେବେ ପପୁ ପମ୍ ପମ୍ ନିଜର ଅଭିନୟ ମାଧ୍ୟମ ରେ ସାରା ଓଡ଼ିଶା କୁ ହସେଇ କି ରଖିଛନ୍ତି । ସେ ତାଙ୍କ ଅଭିନୟ୍ ମାଧ୍ୟମ ରେ ନିଜ ର ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ସମସ୍ତ ଦର୍ଶକ ମାନଙ୍କ ମନ ରେ ।

ପପୁ ପମ୍ ପମ୍ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏକ ଜଣାଶୁଣା ହାସ୍ୟ ଅଭିନେତା ଓ ଲୋକପ୍ରିୟ ମଧ୍ୟ ସେ ତାଙ୍କ ହାସ୍ୟ ଅଭିନେତା ମାଧ୍ୟମ ରେ ସମସ୍ତ ଙ୍କ ଘରେ ଘରେ ପରିଚିତ ଅଛନ୍ତି । ତେବେ ପପୁ ପମ୍ ପମ୍ ଙ୍କୁ ସାରା ଓଡିଶା ର ଲୋକ ମାନେ ଜାଣନ୍ତି ତାଙ୍କ କମେଡି ସିନ୍ ପାଇଁ । ତେବେ ପପୁ ପମ୍ ପମ୍ ସାରା ଓଡିଶା କମେଡି କିଙ୍ଗ ଭାବରେ ପରିଚିତ୍ ଅଛନ୍ତି ।

ପପୁ ପମ୍ ପମ୍ ଙ୍କ ବହୁତ ସୋ ଅଛି ଯେଉଁ ଥିରେ ସେ କେବଳ ଦର୍ଶକ ମାନକୁ କମେଡି କରି ହସେଇଛନ୍ତି । ତେବେ ସେ ବହୁତ ଚଳଚିତ୍ର ରେ ମଧ୍ୟ କମେଡି ସିନ କରି ହସେଇ ପରିଛନ୍ତି ସମସ୍ତ ଙ୍କୁ । ତେବେ ବହୁତ ସିନେମା ଅଛନ୍ତି ଯେଉଁଥିରେ ସେ ମୁଖ୍ୟ ନାୟକ ଭାବରେ ଅଭିନୟ କରି ଲୋକ ନଜର ରେ ଆସିଛନ୍ତି ।

ପପୁ ପମ୍ ପମ୍ ବହୁତ ସିନେମା କରିଛନ୍ତି ଯାହା କି ସୁପରହିଟ ହେଇଚି । ଆଉ ସେ ବହୁତ ବଡ଼ ବଡ଼ ସୁପରଷ୍ଟାର ଙ୍କ ସହ ଅଭିନୟ କରି ସମସ୍ତ ଙ୍କ ମନ ରେ ରାଜ୍ ମଧ୍ୟ କରୁଛନ୍ତି । ତେବେ ବହୁତ ସିନେମା ଅଛି ଯେଉଁଥିରେ ରେ ତାଙ୍କ କମେଡି ଅଭିନୟ ପାଇଁ ସିନେମା ଗୁଡିକ ଦମଦାର ହେଇଚି ଆଉ ଲୋକ ମାନଂକୁ ବହୁତ ଭଲ ମଧ୍ୟ ଲାଗିଛି ।

ପପୁ ପମ୍ ପମ୍ ଏହି କିଛି ଦିନ ହେଲାଣି ସେ ଫୁଣିଥରେ ଭାଇରାଲ ହେବାକୁ ଲାଗୁଛନ୍ତି ତାଙ୍କ କମେଡି ପାଇଁ । ତେବେ ପପୁ ପମ୍ ପମ୍ ଏହି ହାସ୍ୟ ଯାଦୁ ଟି ସବୁ ଲୋକ ମାନକୁ ଜଲ୍ଦି ଆକର୍ଷିତ୍ କରିଥାଏ । ତେବେ ପପୁ ପମ୍ ପମ୍ ପାଇଁ କମେଡି କରିବା ତାଙ୍କ ପାଇଁ ଅଧିକ ସହଜ ।
ପପୁ ପମ୍ ପମ୍ ଙ୍କ ଅଭିନୟ ନିଆରା ଢଙ୍ଗ ଓ କାହାଣୀ କୁ ନେଇ କରିଥାନ୍ତି ତେବେ ପପୁ ପମ୍ ପମ୍ ଏବେ ଭଦ୍ରକ ଯାତ୍ରା ରେ ନିଜର କମେଡି ରେ ପକେଇ ଉଠାଉ ଛନ୍ତି । ସେହି ଯାତ୍ରା ଷ୍ଟେଜ ରେ ପପୁ ପମ୍ ପମ୍ ଙ୍କ କମେଡି କୁ ସବୁ ଦର୍ଶକ ମାନେ ଉତ୍ସାହ୍ ର ସହ ଦେଖି ମଜ୍ଜା ଉଠାଉଛନ୍ତି । ତେବେ ତାଙ୍କ ର ପଡେ ପଡେ କମେଡି ରେ ଷ୍ଟେଜ ପଡୁଛି ଉଠୁଛି ।

ସେହି ମଞ୍ଚ୍ ରେ ସେ ତାଙ୍କ ର କମେଡି ଯଦୁ ରେ ସତେ ଯେପରି ବାନ୍ଧି ରଖିଛନ୍ତି । ଆଉ ଟିକେ ଟିକେ କଥା ରେ ହସେଇ ଛନ୍ତି ସବୁ ଦର୍ଶକ ମାନଙ୍କୁ । ପପୁ ପମ୍ ପମ୍ ସେଠାରେ ଏମିତି କମେଡି ରେ ମଜ୍ଜା ମସ୍ତି କରିଛନ୍ତି ଯେ କେହି ବି ଦର୍ଶକ ମାନେ ସେ ମଞ୍ଚ ଛାଡି ଯାଇ ନଥିଲେ ଆଉ ଯାତ୍ରା କୁ ପ୍ରଥମ ରୁ ଶେଷ ଯାଏ ଦେଖିଥିଲେ । ପପୁ ପମ୍ ପମ୍ ସେଠାରେ କମେଡି କରିବା ସହିତ ସେଠାରେ ଥିବା ସବୁ ଗୁରୁଜନ ମାନଙ୍କୁ ସମ୍ମାନ ର ସହ ପ୍ରଣାମ ଦେଇଥିଲେ ଆଉ ଛୋଟ ଭାଇ ଭଉଣୀ ଙ୍କୁ ନିଜର ସ୍ନେହ ଓ ଶ୍ରଦ୍ଧା ଜଣାଇ କମେଡି ଆରମ୍ଭ କରିଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.