ଦର୍ଶକ ବନ୍ଧୁ ବର୍ତ୍ତମାନ୍ ବର୍ତ୍ତମାନ୍ ସମୟ ରେ ଏକ ବଡ ଦୁଃଖ ଆସି ଯାଇଛି , ହଁ ବନ୍ଧୁ ଏହି ଦୁଃଖ ଟି ଆସି ଯାଇଛି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନେଇ । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ୍ ଭଲ ଭାବରେ ଜାଣିଥିବେ । ତେବେ ନିଜ ଜବରଦସ୍ତ ଅଭିନୟ ଓ ନାଚ ପାଇଁ ସେ ବେଶ୍ ଲୋକ ପ୍ରିୟ ହେବା ସହିତ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି ।
ତେବେ ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବ ରେ ବେଶ୍ ପରିଚିତ । ତେବେ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନେକ ବିବାଦ ପାଇଁ ଚର୍ଚ୍ଚା ରେ ରହିଥିଲେ ମଧ୍ୟ ନିଜ ମାନବିକତା ଓ ମଣିଷ ପଣିଆ କୁ ସେ ଆଦୌମ ଭୁଲି ନାହାଁନ୍ତି । ତେବେ ଲୋକ ମାନେ ଯେତେବେଳେ କିଛି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଥାଆନ୍ତି ତେବେ ସେହି ସମୟ ରେ ଲୋକ ମାନ ଙ୍କ ପାଖ ରେ ଠିଆ ହୋଇ ଥାଆନ୍ତି ଏହି ଅଭିନେତ୍ରୀ ଜଣକ ।
ତେବେ ବନ୍ଧୁଗଣ ସବୁଠାରୁ ବଡ଼ କଥା ହେଲା ଏହି ଅଭିନେତ୍ରୀ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଟଙ୍କା କରଜ କରିଛନ୍ତି । ତେବେ ବନ୍ଧୁଗଣ ରାନୀ ପଣ୍ଡା ଜଣେ ଭଲ ମଣିଷ ହେବା ସହିତ ସମାଜ ସେବୀ ମଧ୍ୟ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରାନୀ ଙ୍କୁ ନେଇ ବଡ ଦୁଃଖ ର ଖବର ଆସିଛି ।
ହଁ ରାନୀ ପଣ୍ଡା ଙ୍କ ଘର କୁ ଆସିଛି ଏକ ବଡ ଦୁଃଖ ର ଖବର ଓ ଯାହା ଫଳରେ କି ରାନୀ ପଣ୍ଡା ଭୋ ଭୋ ହୋଇ କାନ୍ଦୁଛନ୍ତି ଏଵଂ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ପାଇଁ ଅଭିନେତ୍ରୀ ରାନୀ ପଣ୍ଡା କାନ୍ଦୁଛନ୍ତି। ତେବେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ପିଉସୀ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଛନ୍ତି ।
ତେବେ ବନ୍ଧୁଗଣ ଏହି ଖବର ଟି ଜାଣିବା ପରେ ରାନୀ ପଣ୍ଡା ସଙ୍ଗେ ସଙ୍ଗେ ନିଜ ପିଉସୀ ଙ୍କ ଘର କୁ ଯାଇଥିଲେ ଓ ସେଠାରେ ତାଙ୍କ ସହିତ କିଛି ସମୟ ବିତାଇ ଥିଲେ । ତେବେ ଏହି ସମୟ ରେ ସେ ଏକ ଭିଡିଓ କରି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଅପଲୋଡ଼ କରିଥଲେ ଓ ଯାହାକି ଆପଣ ମାନେ ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।