ସୁମିତ (Sumit) ଙ୍କ ଚାଞ୍ଚଲ୍ୟକର ବୟାନ – କୌଣସି ପରିସ୍ଥିତିରେ ବି ତପସ୍ୱିନୀକୁ (Tapaswini) ଆଉ ଗ୍ରହଣ କରିବିନି ,ଲଢେଇ ଚାଲିଛି ଚାଲିବ – ଦେଖନ୍ତୁ ଭିଡିଓ

ରାଜ୍ୟ

ଆପଣ ମାନେ ଜାଣିଥିବେ ବହୁତ ଦିନ ଧରି ତପସ୍ବନି ଆଉ ସୁମିତ ଙ୍କ ର କେସ ଚାଲିଛି ହାଇ କୋର୍ଟ ରେ । ତେବେ ଆପଣ ମାନେ ଜାଣିଥିବେ କିପରି ଭାବରେ ତପସ୍ବନି ସୁମିତଙ୍କ ଘର ଆଗରେ ବୋହୁ ବେଶ ରେ ବସି ଥିଲେ ଆଉ ଅଭିଯୋଗ କରିଥିଲେ କି ସୁମିତ କଥା ଦେଇ ତାଙ୍କୁ କଥା ଭାଙ୍ଗି ଦେଇଛନ୍ତି । ତପସ୍ବନି ପ୍ରେମ ବିବାହ କରି ସୁମିତ ଙ୍କ ଘରେ ଥିଲେ ଆଉ ସୁମିତ ଘର ଲୋକଙ୍କ କହିବା ଅନୁସାରେ ସେ ଵିଧି ବିଧାନ ର ସହ ତପସ୍ବନି ଓ ସୁମିତ ଙ୍କ ବିବାହ କରେଇବାକୁ ଚାହୁଁଛନ୍ତି ଆଉ ସେଇଠି ପାଇଁ ତପସ୍ବନି ତାଙ୍କ ବାପ ଘରେ ଥିଲେ ।

ତେବେ ବାହାଘର ତାରିଖ ଠିକ ହେଲା ଆଉ ତପସ୍ବନି ତାଙ୍କ ବାପ ଘରେ ବୋହୁ ବେଶ ହେଇ ବସିଲେ କିନ୍ତୁ ସୁମିତ ବର ସାଜି ଆଉ ଆସିଲେ ନାହିଁ । ତପସ୍ବନି ସେମିତି ଅପେକ୍ଷା କରିବସିଥିଲେ ତଥାପି ସୁମିତ ଆଉ ଆସିଲେ ନାହିଁ । ତପସ୍ବନି ସେହି ବୋହୁ ବେଶ ରେ ବସି ରହିଲେ ତପସ୍ବନି ସୁମିତ ଙ୍କ ଘର ଆଗରେ ଆଉ ଅପେକ୍ଷା କଲେ ସୁମିତ କୁଆଡେ ତାଙ୍କୁ ଘର କୁ ଫୁଣି ଥରେ ଡାକି ନେବେ । ଦିନ ପରେ ଦିନ ବିତିଗଲା କିନ୍ତୁ ସୁମିତ ଆଉ ତପସ୍ବନି କୁ ଡାକିଲେନି କି ତାଙ୍କୁ ଟିକେ ଦେଖିଲେ ନାହିଁ । ସତରେ ପ୍ରେମ କ’ଣ ଏହାକୁ କୁହାଯାଏ ।

ଏପରି ପ୍ରେମ କିପରି ସମ୍ଭବ ଆଉ ପ୍ରେମ ରେ କ’ଣ ସ୍ବାର୍ଥ ଆରମ୍ଭ ହୋଇଥାଏ । ସ୍ବାର୍ଥ ସରିଗଲେ କ’ଣ ପ୍ରେମ ର କିଛି ବି ମୂଲ୍ୟ ରୁହେନି ।
ଏପରି ବହୁତ ଦିନ ଧରି ପୋଲିସ କେସ୍ ଚଲିଲା ଆଉ କଥା କୋର୍ଟ କି ଯାଇଥିଲା ମଧ୍ୟ ଆଉ କୋର୍ଟ ବି ନିର୍ଦ୍ଦେଶ୍ ଦେଇ ଥିଲା ସାଥିରେ ଏକାଠି ରହିବେ । ଏକାଠି ରହିଲେ ବୋଧେ ତାଙ୍କ ଭିତରେ ସୃଷ୍ଟି ହୋଇଥିବା ସବୁ ବାଦ ବିବାଦ ଠିକ ହେଇଯିବ ଆଉ ତପସ୍ବନି ଆଉ ସୁମିତ ଏକାଠି ରହିଲେ ମଧ୍ୟ ହେଲେ ତାଙ୍କ ସମ୍ପର୍କ ପୂର୍ବ ଭଳି ଆଉ ଠିକ ହେଇ ପାରିଲା ନାହିଁ କି ତାଙ୍କ ଭିତରେ ଭଲ ପାଇବା ବି ସୃଷ୍ଟି ହେଇ ପାରିଲା ନାହିଁ ।

ତେବେ କେସ ଟି କୋର୍ଟ ରୁ ଯାଇ ହାଇକୋର୍ଟ କୁ ଗଲା ମଧ୍ୟ ହେଲେ ଏ ପର୍ୟ୍ଯନ୍ତ କେସ ର ରାୟ୍ କିଛି ମିଳିଲା ନାହିଁ । ତେବେ ବହୁତ ଦିନ ଧରି ତପସ୍ବନି ଆଉ ସୁମିତ ବହୁତ ଥର ହାଇକୋର୍ଟ ଗଲେଣି ହେଲେ ତାଙ୍କ କେସ କିଛି ସଫଳ ହୋଇ ପାରୁ ନାହିଁ ଏ ପର୍ଯ୍ୟନ୍ତ ଏ ଦୁହେଁ ଏକାଠି ରହିଲେ ନାହିଁ । ଏହା ପୂର୍ବ ରୁ ସୁମିତ ଙ୍କୁ ପନିସମେଣ୍ଟ୍ ମଧ୍ୟ ଦିଆଜାଇଥିଲ କି ସୁମିତ ତପସ୍ବନି ଙ୍କ ର ସବୁ ଖର୍ଚ୍ଚ ବହନ କରିବେ ସେଇଥିରେ ମଧ୍ୟ ସୁମିତ ରାଜି ହୋଇ ଯାଇଥିଲେ ହେଲେ ତପସ୍ବନି ଙ୍କୁ ରଖିବା କୁ ରାଜି ହେଲେ ନାହିଁ ।

ତେବେ ତପସ୍ବନି ଓ ସୁମିତ ଙ୍କ ଭିଡିଓ ଟି ପ୍ରତିଦିନ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଆଉ ଏହା ଉପରେ ବିଭିନ୍ନ ଲୋକ ଙ୍କ ବିଭିନ୍ନ ରାୟ୍ ମଧ୍ୟ ଆସିଛି ଆଉ ସମସ୍ତେ ଚାହାଁନ୍ତି କି ଏ ଦୁଇ ଜଣ ଏକାଠି ରୁହନ୍ତୁ ହେଲେ ଏପର୍ୟ୍ଯନ୍ତ ଏହି କେସ ଟି ସମାଧାନ ହୋଇ ପାରିଲା ନାହିଁ । ତେବେ ବହୁତ ଦିନ ପରେ ଏବେ ଫୁଣି ଥରେ ସୁମିତ ଆଉ ତପସ୍ବନି ଙ୍କ ଭିଡିଓ ଭାଇରାଲ ହେଉଛି ।

ଏବେ ଶୁଣିବାକୁ ମିଳୁଛି ଏବଂ ଦେଖିବାକୁ ମିଳୁଛି ମଧ୍ୟ କି ସୁମିତ ଜମା ବି ଚାହୁଁ ନାହାନ୍ତି ତପସ୍ବନି ଙ୍କୁ ନିଜ ସ୍ତ୍ରୀ ରୂପେ ଭାବି ନିଜ ଘରକୁ ନେବା ପାଇଁ ତାଙ୍କ କହିବା ଅନୁଯାୟୀ କେସ ଯେମିତି ଏବେ ଚାଲିଛି ସେମିତି ଆଗକୁ ଚାଲିବ ଏହାର ଶୁଣାଣି ହୋଇ ପାରିବ ନାହିଁ । ଯେମିତି କେସ ଟି ଚାଲିଛି ସେମିତି ତାରିଖ ବଦଳାଇ ଆଗକୁ ଏହି କେସ ଟି ଚାଲିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.