ଦର୍ଶକ ବନ୍ଧୁ ସରକାର ଅନେକ ଯୋଜନା ଆଣୁଛନ୍ତି କୃଷକ ଏବଂ ଶ୍ରମିକ ମାନ ଙ୍କ ପାଇଁ , ତେବେ ବନ୍ଧୁଗଣ ସରକାର ଅତି ନିକଟ ରେ ଇ ଶ୍ରମ ପୋର୍ଟାଲ ଯୋଜନା ଆରମ୍ଭ କରିଥିଲେ ଓ ଯେଉଁଥିରେ ଲକ୍ଷ କୋଟି ଲୋକ ମାନେ ନିଜେ ପଞ୍ଜୀକୃତ କରିଛନ୍ତି । ତେବେ ବନ୍ଧୁଗଣ ପ୍ରାରମ୍ଭ ରେ ସରକାର୍ ଇ ଶ୍ରମ କାର୍ଡ ଧାରୀ ବ୍ୟାଙ୍କ ଆକାଉଣ୍ଟ କୁ ୫୦୦ ଟଙ୍କା ଟ୍ରାନ୍ସଫର କରିଥଲେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଇ ଶ୍ରମ ଙ୍କୁ ନେଇ ବର୍ତ୍ତମାନ୍ ବସମୟ ରେ ବଡ ଖବର ଆସି ଯାଇଛି , ହଁ ବନ୍ଧୁ ସରକାର ଏଣିକି ମାସିକ ୩୦୦୦ ହଜାର ଟଙ୍କା ପେନସନ ପ୍ରଦାନ କରିଛନ୍ତି । ଇଶ୍ରମ୍ ପୋର୍ଟାଲ ଯୋଜନା ଅନୁସାରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଯୋଜନା ଅଧୀନ ରେ ସରକାର ଅସଂଗଠିତ କ୍ଷେତ୍ର ର ଶ୍ରମିକ ମାନ ଙ୍କ ପାଇଁ ମାସିକ ୩ ହଜାର ଟଙ୍କା ପେନସନ ଘୋଷଣା କରିଛନ୍ତି .
ତେବେ ଶ୍ରମିକ ମାନ ଙ୍କୁ ୬୦ ବର୍ଷ ପୂରଣ କରିବା ପରେ ଏହି। ପେନସନ ଲାଗୁ ହେବ , ତେବେ ଏହି ପେନସନ ଲାଭ ଉଠାଇବା ପାଇଁ ହେଲେ ଶ୍ରମିକ ପଞ୍ଜିକରଣ କରିବା ବାଧ୍ୟତାମୂଳକ ଅଟେ ଓ ପଞ୍ଜିକରଣ କରିବା ବହୁତ୍ ସହଜ ମଧ୍ୟ ।ତେବେ ଅଧିକ ରୁ ଅଧିକ ଲୋକ ଏହି ଯୋଜନା ରେ ଲାଭ ଉଠାଇବେ ଯାହାକି ସରକାର ଚାହୁଁ ଛନ୍ତି ।
ତେବେ ଏହି ପୋର୍ଟାଲ ରେ ପଞ୍ଜୀକୃତ ସେମାନେ କରି ପାରିବେ ଯେଉଁ ମାନ ଙ୍କ ବୟସ ୧୬ ରୁ ୫୯ ବର୍ଷ ଭିତରେ ହୋଇଥିବ । ତେବେ ଏହି ଯୋଜନା ରେ ଅନଲାଇନ୍ ମାଧ୍ୟମ ରେ ରେଜିଷ୍ଟ୍ରେସନ୍ କରି ପାରିବେ ।ତେବେ ଏହି ଯୋଜନା ଟି କେବଳ ଅସହାୟ ଲୋକ କୁ ସହାୟ ଯୋଗାଇବା ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।