ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ମାନେ ଅଛନ୍ତି ଓ ଏହି କଳାକାର ମାନେ ନିଜ ଜବରଦସ୍ତ କଳା ପାଇଁ ବେଶ୍ ଲୋକ ପରିଚିତ ଓ ଏହି କଳାକାର ମାନେ ସଦା ସର୍ବଦା ନିଜ କଳା ମାଧ୍ୟମ ରେ ଦର୍ଶକ ମାନ ଙ୍କ ବେଶ୍ ମନୋରଂଜନ କରାଇ ଥାଆନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି କଳାକାର ମାନ ଙ୍କାଧ୍ୟ ରୁ କିଏ ଅଭିନୟ କରି ବେଶ୍ ଲୋକ ପରିଚିତ ତ ଆଉ କିଏ ଗୀତ ଓ ନାଚ କରି ତ ଆଉ କିଏ ଜବରଦସ୍ତ ଆଙ୍କରିଂ କରି । ତେବେ ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ୍ ଆଙ୍କର ଅଛନ୍ତି ଓ ଆଜି ଆମେ ଏହି ପେଜ ମାଧ୍ୟମ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଆଙ୍କରିଙ୍ଗ କରି ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।
ତେବେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ସୋଭନା ମିଶ୍ର । ତେବେ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଜଣକ ବହୁତ ସାରା ରିଆଲିଟ ସୋ ରେ ଜବରଦସ୍ତ ଆଙ୍କରୀଙ୍ଗ କରି ଥିବାର ଆପଣ ମାନେ ଦେଖିଥିବେ ।
ତେବେ ନିଜ ଆଙ୍କରୀଙ୍ଗ ପାଇଁ ସେ ବେଶ୍ ଲୋକ ପରିଚିତ ।ବ୍ରେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅତି ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କ ସ୍ବାମୀ ସରକାରୀ କର୍ମଚାରୀ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ
ଏହି ଅଭିନେତ୍ରୀ ଜଣକ ନିଜ ସ୍ବାମୀ ଙ୍କ ସହିତ ନିଜ ଶଶୁର ଘର ଗାଆଁ କୁ ଯାଇଛନ୍ତି । ହଁ ବନ୍ଧୁ ଶୋଭାନା ଙ୍କ ଦିଅର ବିବାହ ବନ୍ଧନ ରେ ଶୋଭନା ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।