ଭଲପପାଇ ବାହା ହୋଇଥିଲେ, ଫେସବୁକ ପ୍ରେମ କରିଲା ବାୟା ୫ ବର୍ଷ ପୁଅକୁ ଛାଡି ପ-ର ପୁରୁଷ ସହ ଫେରାର ହେଇଗଲା ମା – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆରେ ଆମେ ଅନେକ ଭିଡିଓ ଦେଖିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିଥିବେ ଯେ ଅଧିକାଂଶ ମହିଳା ନିଜ ପ୍ରେମ ପାଇଁ ନିଜ ସ୍ବାମୀ ଓ ପିଲା ଛୁଆ ଙ୍କୁ ଭୁଲି ପର ପୁରୁଷ ଙ୍କ ସହିତ ଫେରାର ହୋଇ ଯାଆନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛି ଏମିତି ଏକ ଖବର ଯେଉଁ।ଖବର ଟି ହେଉଛି ଲଭ୍ ପରେ ବିବାହ ଏବଂ ଧୋକା । ତେବେ ସାତ ଜନ୍ମ ର ସାଥୀ ହେବା ର ପ୍ରତିଶୃତି ଦେଇ ନିଜ ସ୍ବାମୀ ଓ ୫ ବର୍ଷ ର ପୁଅ କୁ ଛାଡି ପର ପୁରୁଷ ସହ ଫେରାର ହୋଇ ଯାଇଛନ୍ତି ମହିଳା ।

ତେବେ ମହିଳା ଯିବା ପରେ ୫ ବର୍ଷ ପୁଅ କହୁଛି ମାଆ ବୁଲିବାକୁ ଯାଇଛି ଗାଁ କୁ ଓ ଖୁବ୍ ଶୀଘ୍ର ଆସିବା ପାଇଁ ମଧ୍ୟ କହୁଛି ।ତେବେ ଦିନ ରାତି ନିଜ ମା କୁ ଖୋଜୁଛି ୫ ବର୍ଷ ର ପୁଅ ।ତେବେ ମା ଜଣକ ଦେଢ଼ ମାସ କେଉଁ ଆଡ଼େ ଯାଇଛି ଯେ ଆଉ ଫେରୁ ନାହାଁନ୍ତି ।

ତେବେ ଫେରାର ହୋଇଥିବା ମହିଳା ଜଣକ ଫେସବୁକ୍ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି । ତେବେ ବନ୍ଧୁଗଣ ଘଟଣା ଟି ଘଟିଛି ବଲାଙ୍ଗୀର ସହର ର ରାମେଶ୍ବର ନଗର ରେ । ତେବେ ରାମେଶ୍ବର ନଗର ରେ ରାଜସ୍ମିତ ନାଏକ ଓ ବିଶ୍ୱଜିତ ନାଏକ ସ୍ବାମୀ ସ୍ତ୍ରୀ । ତେବେ ଉଭୟ ପ୍ରେମ୍ ବିବାହ କରିଥିଲେ ।

ବିବାହ ପରେ ଉଭୟ ଙ୍କ ଏକ ପୁତ୍ର ସନ୍ତାନ ର ପିତା ମାତା ହୋଇଥିଲେ ,ତେବେ ବିବାହ ପରେ ଉଭୟ ବେଶ୍ ଖୁସି ରେ ଥିଲେ ନିଜ ପୁଅ ଓ ବିଧବା ମା କୁ ନେଇ । ତେବେ ବିଶ୍ୱଜିତ୍ ଙ୍କ ଦରମା ବହୁତ୍ କମ୍ ହୋଇଥିଲେ ମଧ୍ୟ ଘର ଭରଣ ପୋଷଣ ହେଉ ଯାଉଥିଲା । ତେବେ ରାଜସ୍ମିତା ଫେସବୁକ୍ ପ୍ରେମ୍ ରେ ପଡି ଯାଇଥିଲେ ଓ ପରେ ନିଜ ଫେସବୁକ୍ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ ।

ତେବେ ବଜାର ଯିବା କୁ ଯାଇଛନ୍ତି ଯେ ଆଉ ଆସି ନାହିଁ । ତେବେ ଯିବା ର ଅନେକ ଦିନ ହୋଇଥିଲେ ମଧ୍ୟ ସ୍ବାମୀ ଜଣକ ଅନୁରୋଧ କରି କହିଛନ୍ତି ଯେଉଁଠି ଅଛୁ ପଳାଇ ଆସେ , ତେବେ ସେପଟେ ଶାଶୁ ମଧ୍ୟ କିଛି କରି ପାରୁ ନାହାଁନ୍ତି ତଥାପି ରୋଷେଇ କରି ୫ ବର୍ଷ ପିଲା ଟି r ଦାୟିତ୍ବ ନେଇଛନ୍ତି । ତେବେ ବନ୍ଧୁଗଣ ଏହି କୁ ଚରିତ୍ର ର ମହିଳା ମାନ ଙ୍କୁ ଯେତେ କହିଲେ ବି କମ ହେବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.