ଖୁବଶୀଘ୍ର ତରଙ୍ଗ ର ଏହି ସିରିଏଲ ବନ୍ଦ ହେବ, ନିଲାଖିଙ୍କ ନୂଆ ସିରିଏଲ ଆରମ୍ଭ ହେଲା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଓଡ଼ିଆ ଚଳଚିତ୍ର ଆଉ ଧାରାବାହିକ ପ୍ରସାରିତ୍ ହେଉଛି । ତେବେ ଏବେ ତରଙ୍ଗ ଚ୍ୟାନେଲ୍ ଆଉ କିଛି ଦିନ ଭିତରେ ଏକ ଧାରାବାହିକ ପ୍ରସାରିତ୍ ହେବାକୁ ଯାଉଛି ଯାହା କି ଏକ ଭିନ୍ନ କାହାଣୀ ଆଉ ଭିନ୍ନ ଢଙ୍ଗ ରେ ଆପଣ ଙ୍କ ସାମ୍ନା କୁ ଆସୁଛି । ଯେଉଁ ସିରିଏଲ କୁ ଦେଖିଲେ ଆପଣ ମାନେ ମଧ୍ୟ ପସନ୍ଦ କରିବେ ଆଉ ଏହି ସିରିଏଲ ଆପଣ ଙ୍କ ପସନ୍ଦନିୟ ହେଇଯିବ ।

ତେବେ ଆପଣ ମାନେ ଜାଣିଲେ କି କାଲି ସୁଚନା ଦିଆ ଯାଇଛି ଯେ ତରଙ୍ଗ ଚ୍ୟାନେଲ୍ ରେ ଏକ ନୂଆ ମେଘା ଧାରାବାହିକ ପ୍ରସାରିତ୍ କରିବାକୁ ଯାଉଛି ଆଉ କିଛି ଦିନ ଭିତରେ । ତେବେ ଏହି ମେଘା ଧାରାବାହିକ ନାଁ ହେଉଛି ଏହି ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବାକୁ ଯାଉଛନ୍ତି ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ନିଲଖି ପାତ୍ର ।

କିନ୍ତୁ ଏହି ସିରିଏଲ ଟି ଆରମ୍ଭ ହେବା ପୂର୍ବ ରୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା 6 ଟି ସିରିଏଲ ମଧ୍ୟରୁ ଗୋଟିଏ ସିରିଏଲ ସମ୍ପୁର୍ଣ୍ଣ ଭାବରେ ବନ୍ଦ ହେଇ ଯିବ । ତେବେ ଏହି ସିରିଏଲ ର ନାମ କଣ ଆଉ ଏହି ସିରିଏଲ ଟି କେବେ ଠାରୁ ଆରମ୍ଭ ହେବ ଆପଣ ମାନେ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ର ଏହି ଆଟିକିଲ୍ ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତେବେ ଯାଇ ଆପଣ ମାନେ ଜାଣି ପାରିବେ କି ଏହାର ସମ୍ପୁର୍ଣ୍ଣ ତଥ୍ୟ ଟି କ’ଣ ଅଟେ ।

ତେବେ ଆପଣ ମାନେ ଜାଣି ରଖନ୍ତୁ କି ରଜ ପରେ ରେ ରିଲିଜ ହେବା ପାଇଁ ଯାଉଛି ଆପଣ ମାନଙ୍କ ର ଅତି ପ୍ରିୟ ଅଭିନେତ୍ରୀ ନିଲାଖି ପାତ୍ର ଙ୍କ ନୂଆ ଧାରାବାହିକ ଗୌରୀ । ଏହି ସିରିଏଲ୍ ଟି ଆସନ୍ତା ରଜ ଠାରୁ ଆରମ୍ଭ ହେବାକୁ ଯାଉଛି ତରଙ୍ଗ ଚ୍ୟାନେଲ୍ ରେ ହେଲେ ଏହା ପୂର୍ବ ରୁ ଗୋଟିଏ ସିରିଏଲ ବନ୍ଦ ହେବାକୁ ଯାଉଛି ତରଙ୍ଗ ଚ୍ୟାନେଲ୍ ର ।

ଆଉ ଏହି ସିରିଏଲ ଟି ର ନାମ ହେଉଛି ମଙ୍ଗଳା ଚରଣ । ତେବେ ଏହି ସିରିଏଲ ଟିକୁ ବହୁତ ଦିନ ହେଲା ବିତି ଯାଇଥିଲେ ମଧ୍ୟ ଏହି ସିରିଏଲ ରେ ଭଲ ରେନ୍ସପନ୍ସ୍ ଆସୁ ନାହିଁ ଦର୍ଶକ ମାନଙ୍କ ର । ଏଇଠି ଲାଗି ଏହି ସିରିଏଲ ଟିକୁ ସିରିଏଲ ନିର୍ଦ୍ଦେଶକ ବନ୍ଦ କରି ଦେବା ପାଇଁ ଚାହୁଁ ଛନ୍ତି । ଆଉ ଏହା ବଦଳ ରେ ପ୍ରସାରିତ ହେବାକୁ ଯାଉଛି ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ନିଲଖି ପାତ୍ର ଙ୍କ ସିରିଏଲ ଗୌରୀ ।

ତେବେ ଏହି ସିରିଏଲ ଟି 9:30 ରେ ପ୍ରସାରିତ୍ ହେବାକୁ ଯାଉଛି । ବହୁତ ଦିନ ଧରି ସବୁ ଦର୍ଶକ ମାନେ ଚାହୁଁ ଥିଲେ କି ତାଙ୍କର ପ୍ରିୟ ନିଲଖି ପାତ୍ର ଫେରି ଆସନ୍ତୁ ଏହି ଧାରବାହିକ କୁ ଆଉ ସେହି ଦିନଟି ବହୁତ ଜଲଦି ଫେରି ଆସିଛି ଆଉ ଆପଣ ମାନେ ଦେଖି ପାରିବେ ଆପଣ ମାନଙ୍କ ର ପ୍ରିୟ ଅଭିନେତ୍ରୀ ଙ୍କୁ ଏହି ଗୌରୀ ସିରିଏଲ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.