ହିରୋଇନ ସୋମାଲିନ (Somalin ) ଓ ଜାଙ୍କଲିନ (janklin) ଛୁଟି ଦିନରେ ସ୍ଵାମୀଙ୍କ ସହ କିପରି ଏଞ୍ଜୟ କରୁଛନ୍ତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ସୋମାଲିନ୍ ଓ ଜାଙ୍କଲିନ୍ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଆଉ ତାଙ୍କ ବିଷୟ ରେ ମଧ୍ୟ ବହୁତ କିଛି ଜାଣିଥିବେ । ତେବେ ଏ ଦୁହେଁ ଦି ଭଉଣୀ ଅଟନ୍ତି । ତେବେ ଏ ଦୁହେଁ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଆସି ତାଙ୍କ ର ଭାଗ୍ୟ ବଦଳି ଯାଇ ଥିବାର ମଧ୍ୟ ନଜର ରେ ଆସିଛନ୍ତି । ତେବେ ଏ ଦୁହେଁ ଗୋଟିଏ ମିଡିଲି ପରିବାର ଆସି ଆଜି ଏକ ବହୁତ ହାଇ ପ୍ରୋଫାଇଲି ର ହେଇ ଯାଇଛନ୍ତି । ଏମାନେ ଦୁଇଜଣ ଦେଖିବାକୁ ଏକଭଳି ଅଟନ୍ତି ।

ତେବେ ସୋମାଲିନ୍ ଓ ଜାଙ୍କଲିନ୍ ଦୁହେଁ ଏକ ରିୟଲିଟ୍ ସୋ ରେ ଆସିଥିଲେ ଆଉ ସେଇଠାରେ ସେ ସବୁ ଜର୍ଜ ମାନକୁ ମଧ୍ୟ ଝଟକା ଦେଇଥିଲେ । ତେବେ ଏ ଦୁହେଁ ଭଉଣୀ ଏହି ରିୟଲିଟ୍ ସୋ ରୁ ହିଁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦୁହେଁ ଭଉଣୀ ବହୁତ ଚଳଚ୍ଚିତ୍ର ରେ ଆଉ ଧାରାବାହିକ ରେ ଅଭିନୟ କରି ଦର୍ଶକ ମାନଙ୍କ ର ଅତି ପ୍ରିୟ ଅଭିନେତ୍ରୀ ବନି ପାରିଛନ୍ତି ।

ତେବେ ଏହି ଦୁଇ ଭଉଣୀ ଏବେ ସମସ୍ତ ଙ୍କ ଘରେ ଘରେ ସୁ ପରିଚିତ ଅଛନ୍ତି । ସୋମାଲିନ୍ ଓ ଜାଙ୍କଲିନ୍ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆଉ ଏ ଦୁହେଁ ଏବେ ବହୁତ ଖୁସି ରେ ମଧ୍ୟ ଅଛନ୍ତି । ତେବେ ଏ ଦୁଇ ଭଉଣୀ ଙ୍କ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ତାଙ୍କୁ ଜାଣନ୍ତି । ଆଉ ତାଙ୍କୁ ବହୁତ ଅଧିକ ଭଲ ପାଇବା ମଧ୍ୟ ମିଳିଛି ।

ତାହେଲେ ଏହି ଦୁଇ ଭଉଣୀ ବହୁତ ସିରିଏଲ ଓ ବହୁତ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଦୁହିଁ ଙ୍କ ବାହାଘର ହେଇ ସାରିଛି । ତେବେ ବାହାଘର ପରେ ଦୁଇ ଭଉଣୀ ନିଜ ସ୍ବାମି ଙ୍କ ସହ ଓଡିଶା ବାହାରେ ରହୁଥିବାର ଓ ଏକାଠି ବୁଲିବାର ନଜର ରେ ଆସିଛନ୍ତି ।

ତାହେଲେ ବାହାଘର ପରେ ସୋମାଲିନ୍ ଓ ଜାଙ୍କଲିନ୍ ଦୁହେଁ ସିରିଏଲ ଓ ସିନେମା ଛାଡି ଦେଇଛନ୍ତି । ତାରି ଭିତରେ ଏ ଦୁଇ ଭଉଣୀ ନିଜ ସ୍ବାମି ଙ୍କ ସହ ଏକାଠି ଦେଖା ଦେଇଛନ୍ତି । ତେବେ ନିଜ ସ୍ବାମି ଓ ପରିବାର ସହ ସମୟ କୁ ଅତିବାହିତ କରିବାର ନଜର ରେ ଆସିଛନ୍ତି । ତେବେ ଏ ଦୁହେଁ ଭଉଣୀ ନିକଟ ରେ ତାଙ୍କ ସାନ ଭଉଣୀ ର ବାହାଘର ରେ ମଧ୍ୟ ଏକାଠି ହେଇଥିଲେ । ତେବେ ସେଠାରେ ମଧ୍ୟ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଥିଲେ ।

ତେବେ ସୋମାଲିନ୍ ଓ ଜାଙ୍କଲିନ୍ ଦୁହେଁ ବହୁତ ଏବେ ଖୁସି ରେ ଅଛନ୍ତି ଯାହା କି ତାଙ୍କର ଭିଡିଓ ପ୍ରତିଦିନ ସୋସିଆଲ୍ ମିଡିଆ ରେ ଖୁବ ଭାଇରାଲ ହେଉଛି । ତେବେ ସୋମାଲିନ୍ ଓ ଜାଙ୍କଲିନ୍ ଦୁହେଁ ମିଶି ନିଜ ନିଜ ସ୍ବାମି ଙ୍କ ସହ ବହୁତ ରିଲ୍ ମଧ୍ୟ ବନେଇ ବହୁତ ଖୁସି ରେ ଅଛନ୍ତି । ଆଉ ନିଜେ ଖୁସି ରେ ନିଜ ଭଲ ପାଇବା କୁ ବଢା଼ଉଛନ୍ତି ।

ସୋମାଲିନ୍ ଓ ଜାଙ୍କଲିନ୍ ଏବେ ଫୁଣି ଥରେ ନଜର ରେ ଆସିଛନ୍ତି । ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି ।
ତେବେ ସୋମାଲିନ୍ ଓ ଜାଙ୍କଲିନ୍ ଦୁହେଁ ଭଉଣୀ ମିଶି ନିଜ ନିଜ ସ୍ବାମି ଙ୍କ ସହ ମିଶି ଏକାଠି ମିଶି ବହୁତ ମସ୍ତି କରୁଛନ୍ତି ଆଉ ଦୁହେଁ ମିଶି ବହୁତ ମଜ୍ଜା କରୁଛନ୍ତି ଆଉ ବାହାରେ ରହି ଏକାଠି ନୂଆ ନୁଆ ଜାଗା ବୋଲି ମଜ୍ଜା ଓ ମସ୍ତି କରୁଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.