ଆଶ୍ଚର୍ଯ୍ୟ ହେଲେ ବି ସତ – ହନୁମାନ ଚାଳିଶାରେ ଶୁଆ ମଣିଷ ପରି ଅବିକଳ ଗୀତ ଗାଉଛି ଓ ଡ୍ୟାନ୍ସ କରୁଛି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଅଧିକାଂଶ ଲୋକ ମାନେ ଶୁଆ ରଖି ଥାନ୍ତି ଓ ତାହା ସହିତ ଖେଳିବାକୁ ବେଶ୍ ପସନ୍ଦ କରି ଥାଆନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଶୁଆ କୁ ନେଇ ଏମିତି ଏକ ଖବର ଜଣାଇବୁ ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖୁଥିବେ , ତେବେ ବର୍ତ୍ତମାନ୍ ସମୟ ରେ ସୋସିଆଲମିଡିଆରେ ରେ ଏକ ଦୃଶ୍ୟ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।


ତେବେ ଏହି ଭିଡିଓ ସ୍ପଷ୍ଟ ଭାବେ ଜଣା ପଡ଼ୁଛି ପକ୍ଷୀ ପ୍ରତି ମଣିଷ ର ଭଲ ପାଇବା । ତେବେ ମଣିଷ , ପକ୍ଷୀ ,ପଶୁ ମାନ ଙ୍କ ସହିତ ସୁସମ୍ପର୍କ ରଖିବା ସମ୍ଭବ କାରଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ଏକ ବଡ ଉଦାହରଣ । ତେବେ ପଶୁ ପ୍ରତି ମଣିଷ ର ଭଲ ପାଇବା ର ଦୃଶ୍ୟ ଆପଣ ମାନେ ନିଶ୍ଚୟ ଦେଖି ଥିବେ ।

ତେବେ ମଣିଷ ପ୍ରାଣୀ ମାନ ଙ୍କୁ ଯେତିକି ଭଲ ପାଇବା , ସ୍ନେହ କରୁଣା ରହିଛି ଠିକ୍ ସେମିତି ପ୍ରାଣୀ ମାନ ଙ୍କ ର ମଧ୍ୟ ସ୍ନେହ, କରୁଣା ଓ ଭଲ ପାଇବା ରହିଛି । ତେବେ ଆପଣ ମାନେ ଦେଖିଥିବେ ଯେ ଅଧିକାଂଶ ଲୋକ ନିଜ ଇଚ୍ଛା ଅନୁଯାୟୀ ନିଜ ପସନ୍ଦ ର ପ୍ରାଣୀ ନିଜ ଘରେ ରଖିଥାଏ I ତାର ଖାଇବା ଠାରୁ ତାର ସମସ୍ତ ଯତ୍ନ ନେଇଥାଏ ।


ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଯେଉଁ ଭିଡିଓ ରେ ଜଣେ ବ୍ୟକ୍ତି ନିଜ ପୋଷା ଶୁଆ କୁ ହନୁମାନ ଚାଳିଶା ଶୁଣାଇଛନ୍ତି ଓ ଶୁଆ ମଧ୍ୟ ତାର ପ୍ରତିକ୍ରିୟା ରଖୁଛୁ । ହଁ ବନ୍ଧୁ ମଣିଷ ଟି ଶୁଆ କୁ ପଚାରୁଛି ମିଟୁ ହନୁମାନ ଚାଳିଶା ଶୁଣିବୁ ,ତେବେ ଶୁଆ ଟି ମୁଣ୍ଡ ହଲାଇ ହଁ କରୁଛି ।

ତେବେ ବନ୍ଧୁଗଣ ମାଲିକ ହନୁମାନ ଚାଳିଶା ପଢ଼ିଲେ ଓ ଶୁଆ ଟି ନୃତ୍ୟ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.