ଏଇ ଫୁଣି କି କାଣ୍ଡ, ଟ୍ରେନ ଯାତ୍ରା ସମୟରେ ଏହି ମହିଳା ଜଣଙ୍କ ଲାଟିନ ଭିତରେ ଯାହା କରିଦେଲେ ଜାଣିଲେ ହୋସ ଉଡିଯିବ ଦେଖନ୍ତୁ

VIRAL

ଆପଣ ମାନେ ଜାଣିଥିବେ ବହୁତ ସମୟରେ ବହୁତ କିଛି ଘଟଣା ଘଟିଥାଏ କିନ୍ତୁ ଆମେମାନେ ତାହାସବୁ ଜାଣିନଥାଉ । ଆସନ୍ତୁ ଜାଣିବା ଏକ ଘଟଣା ବିଷୟ ରେ ଯାହା କି ହେଉଛି ଜଣେ ମହିଳା ଙ୍କ ର । ଜଣେ ମହିଳା ଚ୍ରାର୍ମିନ ର ଟ୍ରେନ୍ ରେ ଯାତ୍ରା କରୁଥିବା ସମୟରେ ଟୟେଲେଟ ଗଲେ କିନ୍ତୁ ସେ ବହୁତ ସମୟ ପରେ ମଧ୍ୟ ବାହାରକୁ ଆସିଲେ ନାହିଁ । ଏହାର କିଛି ସମୟ ପରେ ତାଙ୍କର ଜୋର ଜୋର ସେ ଚିତ୍କାର ବାହାରକୁ ଶୁଣାଗଲା । ଏହି ଶବ୍ଦ ଶୁଣିଲା ପରେ ସେଠାରେ ଥିବା ଲୋକମାନେ ମଧ୍ୟ ଖୁବ ଶୀଘ୍ର ତାଙ୍କ ପାଖକୁ ଗଲେ ।

ଆଉ ଟୟେଲେଟ କବାଟ କୁ ବାଡାଇବାକୁ ଲାଗିଲେ ଆଉ ମହିଳା ସହିତ ଟୟେଲେଟ ଭୀତ ରେ ଏମିତି କ’ଣ ହେଲା ଯେ ସେ ଏତେ ଜୋ ରେ ଚିତ୍କାର କରଛି ଆଉ ତା ସହ ମୋତେ ବଞ୍ଚାଅ ବଞ୍ଚାଅ କହୁଛି ଆଉ କାନ୍ଦୁଛି ମଧ୍ୟ ।ଆଉ କିଛି ସମୟ ପରେ ଲୋକମାନେ ମିଳି ମିଶି କି କବାଟ କୁ ଭାଙ୍ଗି ଦେଲେ । ଆଉ କବାଟ ଖୋଲିଲା ପରେ ସେମାନେ ସେଥି ଯାହା ଦେଖିଲେ ତାକୁ ଦେଖି ସମସ୍ତେ ଆଶ୍ଚର୍ୟ୍ଯ ହେଇ ଗଲେ ।
ସେମାନେ ଦେଖିଲେ କି ସେହି ମହିଳା ର ଗୋଡ଼ ଟ୍ରେନ ର ଲାଟିନ ରେ ପଶି ଯାଇଛି ।

ଆଉ ଏଠି ପାଇଁ ସେ ମହିଳା ଜଣକ ବହୁତ ଜୋ ରେ ପାଟି କରି ଚିତ୍କାର କରୁଥିଲା । ଲୋକମାନେ ସେହି ମହିଳା ର ଗୋଡ଼ କୁ ବାହାର କରିବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ସେହି ସମୟ ରେ ଟ୍ରେନ ଟି ଚାଲୁ ଥିବାର କାରଣ ପାଇଁ ସେମାନେ ସେହି ମହିଳା ର ଗୋଡ଼ କୁ ବାହାର କରି ପାରିଲେ ନାହିଁ ଯେ କୌଣସି ଉପାୟ ରେ ହଉ ପଛେ ।


ଆଉ ଏହା ପରେ କିଛି ଲୋକ ଏହି ଘଟଣା କୁ ରେଳ ଅଧିକାର ଙ୍କୁ ଜଣାଇ ସାହାଯ୍ୟ ମାଗିଲେ । ପରେ ଏହି ମାମଲା କୁ ଟ୍ରେନ ରେ ଥିବା କର୍ମଚାରି ମାନେ ଏହି ଘଟଣା କୁ ହାତ କୁ ନେଲେ ବହୁତ ଚେଷ୍ଟା ପରେ ମଧ୍ୟ ରେଲୱେ କର୍ମଚାରି ମାନେ ମଧ୍ୟ ସେହି ମହିଳା ର ଗୋଡ଼ କୁ କାଢି ପାରିଲେ ନାହିଁ ।

ଆଉ ଏଇଠି ପାଇଁ ସେମାନେ ଏହି ମହିଳା ଙ୍କୁ ଉପାଡିଦେଲେ କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ସେହି ମହିଳା ର ଗୋଡ଼ ଟି ସେଥାରେ ଫସି ରହିଥିଲା । ଏହା ପରେ ଟ୍ରେନ ଟି ଷ୍ଟେସନ ରେ ରଖା ଯାଇଥିଲା ଆଉ ଏତେ ବଡ଼ ଘଟଣା କୁ ଶୁଣି ରେଲୱେ ର ଅନ୍ୟ କର୍ମଚାରି ଓ ପୋଲିସ ମାନେ ସେଠାକୁ ଆସିଥିଲେ ।

ଆଉ କିଛି ସମୟ ପରେ କଟର ରେ ଯତ୍ନ ର ସହ ଲାଟିନ କୁ ଦୁଇ ଖଣ୍ଡ କରି ସେ ଯାତ୍ରୀ ର ଗୋଡ଼ କୁ ବାହାର କରାଗଲା । ଆଉ ତୁରନ୍ତ ତାର ଚିକିତ୍ସା ପାଇଁ ସେହି ମହିଳା କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଆଶ୍ଚର୍ୟ୍ଯ ର କଥା ଏହା କି ଭଗବାନ ଙ୍କ କୃପା ରୁ ଟ୍ରେନ ଟି ଦ୍ରୁତ ଗତି ଗଲେ ସୁଦ୍ଧା ସେହି ମହିଳା ର କିଛି ହୋଇ ନଥିଲା ।

ତେବେ ଆମେ ଯେବେ ବି କୌଣସି ଯାନବାହାନ ରେ ଯାଉଛେ ସେହିଥାରେ ଆମେ ପୁରା ଧ୍ୟାନ ର ସହ ଯିବା । ତେବେ ଟ୍ରେନ ରେ ଅଧିକ ବିପଦ ଥାଏ ।ତେବେ ଆମେ ଟ୍ରେନ ରେ ଚଢିଲା ବେଳେ ଭଲ ରେ ଧ୍ୟାନ୍ ର ସହ ଚଢିବା ଓ ଧ୍ୟାନ ର ସହ ସେଠାରେ ଯିବା ଆସିବା କରିବା ଏବଂ ଲାଟିନ ଘରେ ବା ଟୟେଲେଟ ରୋମ କୁ ଯିବା ବେଳେ ଧ୍ୟାନ୍ ର ଯିବା କାରଣ ଟ୍ରେନ ଚାଲିଲା ବେଳେ ଟ୍ରେନ ଟି ବହୁତ ହଲିଲା ବେଳେ ଲାଗେ ତେଣୁ ସେହି ଟ୍ରେନ ଟି ହଲିଲା ବେଳେ କେହି ବି ସେହି ଟୟେଲେଟ ରୋମ ରେ ଖସି ପଡିଯିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.