ଯାତ୍ରା ହିରୋଇନ ବେବିନା ଜେନା (Bebina Jena) କହିଲେ ଭିଲିୟାନ ମୋର ବହୁତ ପସନ୍ଦ କାରଣ… ଏମିତି କଣ ପାଇଁ କହିଲେ ବେବିନା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଆମର ବହୁତ ଅଭିନେତା ଓ ଅଭିନେତ୍ରି ଅଛନ୍ତି ଯେଉଁଥିରେ ମାନେ ନିଜର ଅଭିନୟ ଦୁନିଆ ରେ ନିଜ କୁ ହଜେଇ ଦେଇଛନ୍ତି ତେବେ ସେ ସିନେମା ହଉ କି ଧାରବାହିକ ହେଉ କିମ୍ବା ଯାତ୍ରା ରେ ହଉ । ତେବେ କଳାକାର ମାନେ ନିଜର ଅଭିନୟ ଦ୍ବା ରା ସେ ସବୁ ଦର୍ଶକ ମାନଙ୍କ ହୃଦୟ ରେ ରାଜ କରିଥାନ୍ତି । ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ନିଜର ଅଭିନୟ କୁ ବହୁତ ସୁନ୍ଦର ଭାବରେ ଲୋକ ନଜର କୁ ନେଇ ଆସିଛନ୍ତି ।

ଅଭିନୟ ଏପରି ଏକ ଶବ୍ଦ ଯାହା ସମସ୍ତ ଦ୍ବାରା ହୋଇ ନଥାଏ । ତେବେ ଅଭିନୟ ଛୋଟ ହଉ କି ବଡ଼ ବା କି ଧନୀ ଗରିବ ର ଫରକ ଦେଖି ନଥାଏ ତେବେ ଅଭିନୟ ଦ୍ବାରା ବାସ ଦର୍ଶକ ମାନଙ୍କ ମନ କୁ ଜିତି ନେବାରେ ଥାଏ । ତେବେ ଆପଣ ମାନେ ଯାତ୍ରା ଦୁନିଆ ର ବେବିନା ଜେନା କୁ ଜାଣିଥିବେ ତେବେ ସେ ବେସ୍ ଲୋକପ୍ରିୟ ହାସଲ କରିଛନ୍ତି ଆଉ ସେ ତାଙ୍କ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଅଛନ୍ତି ।
ବେବିନା ଜେନା ଆଜି କୁ ପ୍ରାୟ 14 ବର୍ଷ ହେଲା ଏ ଅଭିନୟ ର ଯାତ୍ରା ଦୁନିଆ ରେ ଅଛନ୍ତି ।

ବେବିନା ଜେନା ଆଜି ପର୍ଯ୍ୟନ୍ତ 10 ଟା ଯାତ୍ରା ପାଟି ରେ କାମ କରି ସାରିଛନ୍ତି ତେବେ ସେ ଯାତ୍ରା ପାଟି ସାହାଣୀ , ଧଉଳି , ତାରିଣୀ , ସ୍ବର୍ଣ୍ଣ୍ ମନ୍ଦିର ଏପରି ବହୁତ ଯାତ୍ରା ପାଟି ଅଭିନୟ କରି ସାରିଛନ୍ତି ବେବିନା ଜେନା । ତାଙ୍କର ଦମଦାରିଆ ଅଭିନୟ ପାଇଁ ସେ ଆଜିବି ବହୁତ ପସନ୍ଦନିୟ ଅଛନ୍ତି ଦର୍ଶକ ମାନଙ୍କ ଥାରେ । ସେ ବହୁତ ଯାତ୍ରା ମୁଖ୍ୟ ନାୟିକା ଭାବେ ଅଭିନୟ କରନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସେ ନାୟିକା ଓ ଖଳନାୟିକା ଭାବରେ ଅଭିନୟ କରି ଥାଆନ୍ତି ।

ତାଙ୍କୁ ଯାତ୍ରା ରେ ପଜେଟିଭ୍ ଭୂମିକା ଓ ନେଗେଟିଭ ଭୂମିକା ଉଭୟ ଭୂମିକା ବହୁତ ଭଲ ଲାଗେ । ତେବେ ତାଙ୍କ କହିବା ଅନୁସାରେ ସେ ଜଣେ ହେଉଛନ୍ତି କଳା କାର ସେ ଭିନ୍ନ ଭିନ୍ନ ଭୂମିକା ରେ ଅଭିନୟ କରି ପାରିବେ । ବିବେନା ଜେନା ତାଙ୍କ ନିଜ ଇଚ୍ଛା ରେ ଯାତ୍ରା କୁ ଆସିଛନ୍ତି ବୋଲି କହିଲେ ତାଙ୍କୁ ଯାତ୍ରା ବହୁତ ଭଲ ଲାଗେ । ତାଙ୍କ ର ଘରେ କିଛି ଅସୁବିଧା ହୋଇଥିବାରୁ ସେ ଯାତ୍ରା କୁ ଆସିବା ପାଇଁ ମନ ସ୍ଥିର କରିଥିଲେ ।

ତେବେ ବେବିନା ଜେନା କୁ ଯିଏ ଆଣିଥିଲା ଯାତ୍ରା ଦୁନିଆ କୁ ତାଙ୍କୁ ହିଁ ମ୍ୟାରେଜ୍ କଲେ ଯାତ୍ରା କରିବାର 15 ଦିନ ପରେ । ବେବିନା ଜେନା ତାଙ୍କ ସ୍ବାମି ଙ୍କୁ ବହୁତ ଭଲ ପାଆନ୍ତି ସେ ତାଙ୍କ ସ୍ବାମି ଙ୍କ ସହ ବହୁତ ଭଲ ରେ ଅଛନ୍ତି । ବେବିନା ଜେନା ଏମିତି ଅଭିନୟ୍ କରନ୍ତି ଯେ ତାଙ୍କୁ ପ୍ରଥମ ଦିନ ରୁ ହିଁ ସବୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି । ସେ କୁହନ୍ତି କି ମୁଁ ନିଜେ ମୋ ଭଳି ହିଁ ହେବି କାହା ଭଳି ହେବାକୁ ମୟ ଭଲ ଲାଗେନା ଜୀବନ ରେ ନିଜ ଭଳି ହେଲେ ହିଁ ଆଗକୁ ବଢ଼ି ପାରିବ ।

ତେବେ ଯାତ୍ରା ଦୁନିଆ ଏକ ନିଆରା ଢଙ୍ଗ ବହୁତ ବହୁତ ଅଭିନୟ କରୁଥିବା ମାନଙ୍କ ର ଭାଗ୍ୟ ବଦଳେଇ ଦେଇଛି । ଆଉ ଆଗରୁ ଲୋକ ମାନେ ବହୁତ ଭଲ ପାଉଥିଲେ ଯାତ୍ରା ରେ ମିଶିବାକୁ ଆଉ ସମସ୍ତେ ଦେଖିବାକୁ ମଧ୍ୟ ପସନ୍ଦ କରୁଥିଲେ । ଯାହା କି ଯାତ୍ରା ର କାହାଣୀ ଏକ ପାରିବାରିକ କୁ ନେଇ ହେଇଥାଏ ।

ଯାତ୍ରା ଟିକେ ଦେଖିଦେଲେ ଆଖିରୁ ଲୁହ ଯେତେବେଳେ ଆସି ଯାଏ ତ କେତେବେଳେ ଓଠରେ ହସ ଭରି ଯାଏ । କେବଳ ସେତେବେଳେ ହିଁ ସମସ୍ତେ ଯାତ୍ରା କୁ ଦେଖିବାକୁ ଭଲ ପାଉଥିଲେ ତାହା ଭୁଲ ନା ଏବେ ବି ଲୋକ ମାନେ ଦେଖିବାକୁ ବହୁତ ଭଲ ପାଆନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.