ଦର୍ଶକ ବନ୍ଧୁ ଆପଣ ମାନେ ଭାଇରାଲ ଗାର୍ଲ୍ ରୀତିକା ଙ୍କ ଗୀତ ଆପଣ ମାନେ ନିଶ୍ଚିନ୍ତ ଶୁନିଥିବେ । ତେବେ କୁନି କଣ୍ଠ ରେ ଜବରଦସ୍ତ ଗୀତ ସହିତ ଜବରଦସ୍ତ ନାଚ ନିଶ୍ଚୟ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି କୁନି ଗାୟିକା ନିଜ କଣ୍ଠ ପାଇଁ ସାରା ଓଡିଶା ରେ ବେଶ୍ ପରିଚିତ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରୀତିକା ଙ୍କ ବୟସ ହେଉଛି ୬ ବର୍ଷ , ତେବେ ବହୁତ କମ ବୟସ ରୁ ତାଙ୍କ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ସାରା ଓଡ଼ିଶା ରୀତିକା ଙ୍କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି , ତେବେ ବନ୍ଧୁଗଣ ରୀତିକା ଆଜି ଏତେ ଲୋକ ପ୍ରିୟ ହୋଇ ପାରିଛନ୍ତି କେବଳ ସଙ୍ଗୀତ ରିଲାଇଟ ସନ ଓଡ଼ିଶା ର ନୂଆ ସ୍ବର । ତେବେ ରିଆଲଟ ସୋ ଟି ବହୁତ୍ କମ୍ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି ।
ତେବେ ଏହି ସୋ ରେ ରୀତିକା ନିଜ ପ୍ରତିଭା ଦେଖାଇ ବେଶ୍ ଲୋକ ପ୍ରିୟ ହେବା ସହ ଏହି ରିଆଲିଟ ସୋ ମଧ୍ୟ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ତାଙ୍କ ଜବରଦସ୍ତ ଗୀତ ସମସ୍ତେ ବହୁ ସାରା ଦ୍ରସକ ମାନେ ବେଶ୍ ପସନ୍ଦ କରୁଛନ୍ତି । ତେବେ ଆପଣ ମାନେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିଥିବେ ।
ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ଅନେକ ଜବରଦସ୍ତ ଗୀତ ଅନେକ ଏପିସୋଡ ରେ ଦେଖିଥିବେ । ତେବେ ରୀତିକା ତାଙ୍କ ଜବରଦସ୍ତ ଗୀତ ଯିଏ ବି ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲା ଟି ତାର ଜଲୱା ଦେଖାଇ ଆସୁଛି । ତେବେ ରୀତିକା ଗୀତ ସହ ଜବରଦସ୍ତ ନାଚ ମଧ୍ୟ କରିଛନ୍ତି
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସିଦ୍ଧାର୍ଥ ଟିଭି ରେ ନାଚ ର ରିଆଲୀଟ ସୋ ଦେବଦାସୀ ଯେଉଁଠି କେବଳ କ୍ଲାସିକାଲ ନୃତ୍ୟ ହଁ କରାଯାଇ ଥାଏ ଓ ଏହି ସୋ ରେ ଜର୍ଜ ଭାବେ ନଜର ଆସୁଛନ୍ତି ଶ୍ରୀତମ ଦାସ, ମାଷ୍ଟର ଶାଶ୍ଵତ ଯୋଶୀ ଓ ଆମେଲି ପଣ୍ଡା । ତେବେ ରିତିକା ଏହି ସୋ ରେ ଭାଗ ନେଇ ଏକ ଲୋକ ପ୍ରିୟ ଭଜନ ଗୁଟ , ମୋର ନାହିଁ ସେଇ ରାଧାରାଣୀ ଭାବ ,
ଏହି ଗୀତ ଟି ରେ ଜବରଦସ୍ତ ନାଚ କରି ଜର୍ଜ ମାନ ଙ୍କୁ ଖୁସି କରାଇ ଛନ୍ତି ଓ ଦର୍ଶକ ମାନ ଙ୍କୁ ମଧ୍ୟ ଏହି ଗୀତ ଟି ବହୁତ୍ ପଶନ୍ଦ ଆସିଛି । ତେବେ ଏହି କୁନି କଳାକାର ଟି ସବୁ କ୍ଷେତ୍ର ରେ ଅଭିନୟ,ନାଚ ଓ ଗୀତ ଗାଇବା ରେ ସବୁଥିରେ ବେଶ୍ ପାରଙ୍ଗମ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।