ଅସଲି ନଟିଆ (Natia) ଅଚାନକ ସ୍କୁଲରେ ପହଞ୍ଚିଗଲେ, ତାପରେ ସ୍କୁଲରେ ଏମିତି ହେଲା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆଜିର ଦିନରେ ସୋସିଆଲ ମିଡିଆରେ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୟସ୍କ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ ଫୋନ ରହୁଛି, ଏବଂ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଏହା କେବଳ ଯେ ମନୋରଞ୍ଜନ ପାଇଁ ନୁହେଁ ଏଥିରେ ଆମେ ନୀତିଦିନ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ ଖବର ମଧ୍ୟ ପାଉଛେ ।

ସୋସିଆଲ ମିଡିଆରୁ ଜ୍ଞାନ ଆରୋହଣ କରି ଆଜିର ଦିନରେ ଅନେକ ବ୍ୟକ୍ତି ମାନେ ବହୁ ସଫଳତା ପାଇବାରେ ଲାଗିଛନ୍ତି । ଆଉ କିଛି ବ୍ୟକ୍ତି ମାନଙ୍କୁ ସୋସିଆଲ ମିଡିଆ ପରିଚୟ ଦେବା ସହ ରୋଜାଗାର ମଧ୍ୟ ଦେଇଛି । ଆଜିର ସୋସିଆଲ ମିଡିଆ ପ୍ରଭାବ ଏତେ ଏହି ଠାରୁ ନୂତନ ଅଭିନେତା ଓ ଅଭିନେତ୍ରୀ ମାନେ ସୃଷ୍ଟି ହେଉଛନ୍ତି। ସୋସିଆଲ ମିଡିଆ ଆପଣ ମାନେ ପ୍ରତି ଦିନ କିଛି ନା କିଛି ଭାଇରାଲ ଖବର ଦେଖିବା ପାଇଁ ପାଉଥିବେ ।


ତେବେ ଏହି ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡିଓ ସବୁ ଦିନ ବେଶ୍ ଭାଇରାଲ ହୋଇଥାଏ । ତେବେ ଏହି ସୋସିଆଲ ମିଡ଼ିଆ ରୁ ଅନେକ ବ୍ୟକ୍ତି ଭଲ ଟଙ୍କା ରୋଜଗାର କରୁଛନ୍ତି , ହଁ ବନ୍ଧୁ ସମସ୍ତେ you tube ଚ୍ୟାନେଲ ଖୋଲି ମନୋରଂଜନ ଓ କିଛି ଜାଣିଲା ଭଳି ଦୃଶ୍ୟ ଅପଲୋଡ଼ କରି ବେଶ୍ ଲୋକ ପ୍ରିୟ ହୋଇ ପାରୁଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିନ୍ତ ସୋସିଆଲ ମିଡ଼ିଆ ରେ ନଟିଆ କମେଡି ଦେଖିଥିବେ । ତେବେ ବର୍ତ୍ତମାନ୍ ସମୟ ରେ ନଟିଆ କମେଡି ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ତେବେ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ପାଇ ସାରିଛି ।ତେବେ ବନ୍ଧୁଗଣ ଆପଣ ଦେଖୁଥିବା ନଟିଆ କମେଡି ର ସ୍ମୁତି ରଞ୍ଜନ ।

ନଟିଆ କମେଡି ଆଜି ଘରେ ଘରେ ପରିଚିତ । ଏହି ଥିରେ ନିଜର ଭଏସ ଦେଇ ସ୍ମୃତି ରଞ୍ଜନ ଆଜି ଲୋକପ୍ରିୟ ହୋଇପାରିଛନ୍ତି । ତେବେ ସ୍ମୃତି ହଠାତ ଏକ ସ୍କୁଲରେ ପହଞ୍ଚି ଯାଇଥିଲେ ଏବଂ ପିଲା ମାନଙ୍କର ମନୋରଞ୍ଜନ କରିଥିଲେ। ଏବେ ସେହି ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବା ଲାଗିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.