ମା ହେବା ଖୁସି ରେ ହିରୋଇନ ଝିଲ୍ଲିକ (Jhilik) ସ୍ଵାମୀଙ୍କ ସହ ରୋମାଣ୍ଟିକ ଫଟୋ ସୁଟ କରିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ସେହି ଭିତରୁ ଆପଣ ମାନଙ୍କର କିଛି ପ୍ରିୟ ଅଭିନେତ୍ରୀ ମଧ୍ୟ ଥିବେ ଯାହାକୁ ଆପଣ ମାନେ ବହୁତ ଭଲ ପାଉଥିବେ । ତେବେ ସେହି ପ୍ରିୟ ହିରୋଇନ ଙ୍କ ଭିତ ରୁ ବହୁତ ହିରୋଇନ ମାନେ ବିବାହ କରିଛନ୍ତି ଆଉ କିଛି ହିରୋଇ ନ ଏବେ ମଧ୍ୟ ଅଛନ୍ତି ଯେଉଁ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାନ୍ତି ।

ତେବେ ସେହି ବିବାହ କରିଥିବା ହିରୋଇନ ମାନଙ୍କ ମଧ୍ୟରୁ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଯିଏ ସମସ୍ତ ଙ୍କ ପ୍ରିୟ ହିରୋଇନ । ତେବେ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଆମ ମାନଙ୍କ ପ୍ରିୟ ହିରୋଇନ ଅଟନ୍ତି । ତେବେ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଙ୍କୁ ତ ଆପଣ ମାନେ ଜାଣିଥିବେ କାରଣ ସେ ଅନେକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି ।

ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଅତି ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଆଉ ସମସ୍ତ ଙ୍କ ଅତିପ୍ରିୟ ମଧ୍ୟ ତେବେ ଆଉ ସମସ୍ତ ଙ୍କ ଘରେ ଘରେ ପରିଚିତ ଅଟନ୍ତି । ତେବେ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଏକ ବଙ୍ଗାଳି ହିରୋଇନ ସେ ବଙ୍ଗାଳି ବହୁତ ସୁପରହିଟ ସିନେମା ଅଭିନୟ କରି ଲୋକ ଚର୍ଚ୍ଚା ରେ ଅଛନ୍ତି । ଆଉ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଙ୍କ ଅଭିନୟ ପାଇଁ ସେ ସବୁବେଳେ ପ୍ରାୟ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହୋଇଥାନ୍ତି ।

ତେବେ ସେ ବଙ୍ଗାଳି ସିନେମା ପରେ ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ନିଜ ର ସୁନ୍ଦର ଅଭିନୟ ଦେଖେଇ ଥିଲେ ଓଡ଼ିଆ ଚଳଚିତ୍ର୍ ରେ । ତେବେ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ସବୁ ସୁପରଷ୍ଟାର ଙ୍କ ସହ ଅଭିନୟ କରିବା ସହ ସେ ଅଭିନୟ କରିଥିବା ପ୍ରତ୍ୟେକ ସିନେମା ସୁପରହିଟ ହେଇଛି । ତେବେ ସେ ଏହି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଆସି ଆଉ ଓଡିଶା ରେ ରହି ତାଙ୍କୁ ବହୁତ ଭଲ ଲାଗିଥିଲା ।

ତେଣୁ ସେ ଓଡିଶା ରେ ରହିବାକୁ ଲଗିଥିଲେ । ଆଉ ଓଡିଶା ର ସବୁ ପର୍ବପର୍ବାଣି ତାଙ୍କୁ ବହୁତ ଉତ୍ସାହିତ୍ କରିଥିଲା ଆଉ ତାଙ୍କୁ ବହୁତ ଭଲ ମଧ୍ୟ ଲାଗିଥିଲା ତେବେ ସେ ଓଡିଶା କୁ ବହୁତ ଭଲ ପାଇବାକୁ ଲାଗିଲେ ଆଉ ଶେଷ ରେ ସେ ଓଡିଶା ପୁଅ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇ ଓଡିଶା ରେ ସବୁଦିନ ପାଇଁ ରହିଲେ ।

ତେବେ ବର୍ତ୍ତମାନ ସମୟରେ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାକୁ ଲାଗିଛି ଯାହା କି ଏବେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି ଆଉ ତାଙ୍କ ର ସବୁ ଫ୍ୟାନ୍ ମାନକୁ ବହୁତ ଖୁସି ଖବର ଦେଇଛନ୍ତି । ଆଉ ସେ ଏବେ ନିଜେ ଏହି ଖୁସି ଖବର ପି ବହୁତ ଖୁସି ମଧ୍ୟ ଅଛନ୍ତି ।

ତେବେ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଏବେ ମାଆ ହେବାକୁ ଯାଉଛନ୍ତି ଯାହା ପାଇଁ କି ସେ ଏବେ ବହୁତ ଖୁସି ରେ ଅଛନ୍ତି । ଆଉ ଏହି ଭିଡିଓ ଟି ଖୁବ ଭାଇରାଲ ହେଉଛି । ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଏବେ ଘରେ ବହୁତ ପୂଜା ପାଠ କରୁଛନ୍ତି କାରଣ ତାଙ୍କ ର ଏହି ସମୟ ରେ ଘରେ ସାକାରାତ୍ମକ ଭାବ ଶକ୍ତି ରହିବା ପାଇଁ ।

ତେବେ ନିକଟ ରେ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ୍ ଭାଇରାଲ ହେବାକୁ ଲାଗୁଛି କାରଣ ସେ ମନ୍ଦିର ରେ ଠାକୁର ଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି ତାଙ୍କ ପରିବାର ସହିତ ତାଙ୍କ ର ଆସୁଥିବା ପିଲା ପାଇଁ ଆଉ ତାଙ୍କର ମଙ୍ଗଳ କାମନା କରିବା ପାଇଁ ଆଉ ତାର ଆଗକୁ ସବୁ ଭଲ ହେବା ପାଇଁ ସେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିବାକୁ ଆସିଛନ୍ତି ତାଙ୍କ ପରିବାର ସ ଆଉ ତାଙ୍କ ସ୍ବାମି ଙ୍କ ସହ ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଘୁରି ବୋଲୁଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.