ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବେଳେ ବେଳେ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ । ତେବେ ଉଭୟ ଙ୍କ ଏକ ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅର୍ଚ୍ଚିତା ଓ ସବ୍ୟ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ଏହି ଅଭିନେତ୍ରୀ ଓ ଅଭିନେତା ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଏହି ଯୋଡି ଙ୍କୁ ଆପଣମାନେ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରି ଥିବାର ଆପଣ ମାନେ ଦେଖିଥିବେ ।ତେବେ ଉଭୟ କିଛି ଚଳଚ୍ଚିତ୍ର ରେ ଏକାଠି ନଜର ଆସିଛନ୍ତି ଓ ଆଉ କିଛି ଚଳଚ୍ଚିତ୍ର ରେ ଅଲଗା ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ସହ ନଜର ଆସିଛନ୍ତି ।
ତେବେ ବର୍ତ୍ତମାନ୍ ସମୟ ରେ ଏହି ଦୁଇ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ,ତେବେ ଏହି ଯୋଡି ଗତ କିଛି ଦିନ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ, ତେବେ ବର୍ତ୍ତମାନ ସମୟ ରେ ଉଭୟ ବିବାହ ପରେ ବେସ ଖୁସି ରେ ଅଛନ୍ତି ଓ ବାସ୍ତବିକ୍ ଜୀବନ ରେ ଉଭୟ ସମାଜ ସେବା କରୁଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ସବ୍ୟ ଅର୍ଚ୍ଚିତା ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଏକ ସୋ ରେ ମହାଉତ୍ସବ ୨୦୨୨ ରେ ଉଭୟ ଅତିଥି ଭାବେ ଯୋଗ ଦେଇ ଏକ ସୁନ୍ଦର ଗୀତ ଗାଇଥିଲେ ଓ ଦର୍ଶକ ମାନ ଙ୍କ ବେଶ୍ ମନୋରଂଜନ ମଧ୍ୟ କରାଉ ଥିଲେ । ତେବେ ମୁଁ ଏକା ତୁମର ଚଳଚ୍ଚିତ୍ର ର ଟାଇଟଲ ଗୀତ ଗାଇଥିଲେ ଏହି ମହୋତ୍ସବ ରେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।