ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ହିରୋଇନ କୋଏଲ ବାନାର୍ଜୀ (Koyel Banerjee) ଓ ତାଙ୍କ ପୁଅର ମସ୍ତି ଭିଡିଓ ଦେଖନ୍ତୁ

ମନୋରଞ୍ଜନ

କୋଏଲ୍ ବାନାର୍ଜୀ ଙ୍କୁ ଆପଣ ମାନେ ବହୁତ ଭାବ ରେ ଜାଣିଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଆଉ ସମସ୍ତ ଙ୍କ ର ପ୍ରିୟ ଅଭିନେତ୍ରୀ ମଧ୍ୟ୍ ଅଟନ୍ତି ଯାହା ଦ୍ବାରା ସେ ସବୁ ଦର୍ଶକ ମାନଙ୍କ ଘରେ ଘରେ ପରିଚିତ ଅଛନ୍ତି । ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଓଡ଼ିଆ ଚଳଚିତ୍ର କରି ସାରିଛନ୍ତି । ତେବେ ତାଙ୍କ ର ସୁନ୍ଦର ଅଭିନୟ ପାଇଁ ସବୁ ଦର୍ଶକ ମାନେ ତାଙ୍କୁ ବହୁତ ଅସନ୍ଦ କାରନ୍ତି । ତେବେ ସେ ଓଡିଆ ସୁପରଷ୍ଟାର ମାନଙ୍କ ସହ ନିଜର ସୁନ୍ଦର ଅଭିନୟ କରି ସାରିଛନ୍ତି ।

ତେବେ କୋଏଲ୍ ବାନାର୍ଜୀ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବା ସହ ସେ ବଙ୍ଗାଳି ଇଣ୍ଡଷ୍ଟ୍ରୀ ରେ ନିଜ ର ଅଭିନୟ କରି ମଧ୍ୟ ସେ ଲୋକପ୍ରିୟ ହୋଇଛନ୍ତି । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବା ପରେ ପରେ ସେ ବବିମିଶ୍ର ଙ୍କ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ସେମାନେ ଦୁଇଜଣ ମିଶି ବହୁତ ଚଳଚିତ୍ର ମଧ୍ୟ କରିଛନ୍ତି ଯାହା କି ସବୁ ସିନେମା ସୁପରହିଟ ହେଇ ସାରିଛି ।

ତେବେ ଓଲିଓଡ଼ ର୍ ଇଣ୍ଡଷ୍ଟ୍ରୀ ରେ କୋଏଲ୍ ଓ ବବିମିଶ୍ର ଙ୍କ ଯୋଡିକୁ ମଧ୍ୟ ସମସ୍ତେ ବହୁତ ଭଲ ପାଉଥିଲେ । କିନ୍ତୁ ଏହି ଯୋଡି ବେଶୀ ଦିନ ଏକାଠି ରହି ପାରିଲା ନାହିଁ । ତେବେ କୋଏଲ୍ ବାନାର୍ଜୀ ବବିମିଶ୍ର ଙ୍କ ଠାରୁ ବହୁତ ଦିନ ଅଲଗା ହୋଇ ରହିଲେ ପରେ ସେ ତାଙ୍କ ଠାରୁ ଛାଡ଼ପତ୍ର ନେଇ ସେ ପୁରା କାଲକାତା ରେ ସେଟଲ୍ ହେଇଗଲେ ।

ତେବେ ସେ ସେଠାରେ ରହିଲା ପରେ ସେ ଆଉ ଓଡିଶା କୁ ଆସି ନଥିଲେ । ପରେ ସେ ସେଠାରେ ଏକ ଅଭିନେତା ସହ ଦେଖାହେଲା ଏବଂ ଦୁହେଁ ଦୁହିଁ ଙ୍କ ସହ ଭଲର୍ର୍ ମିଶିଲା ପରେ ତାଙ୍କ ଭୀତ ରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପରେ ଏକାଠି ରହିବା ଆରମ୍ଭ କରିଥିଲେ ଆଉ ପରସ୍ପର କୁ ଭଲ ଭାବ ରେ ଜନିଲା ପରେ ସେ ଦୁଇଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ ତାଙ୍କ ର ବିବାହ ଫଟୋ ସବୋ କୋଏଲ୍ ବାନାର୍ଜୀ ତାଙ୍କ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ ମଧ୍ୟ ହେଇଥିଲା ଆଉ ସବୁ ଦର୍ଶକ ମାନକୁ ଝଟକା ମଧ୍ୟ ଲାଗିଥିଲା । ତେବେ ଏହି ପୋଷ୍ଟ୍ ଦ୍ବାରା ସବୁ ଜାଣି ପାରିଲେ କି କୋଏଲ୍ ବାନାର୍ଜୀ ଆଉ ଜଣ ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆଉ ଏବେ ସେ ବହୁ ଖୁସି ରେ ଅଛନ୍ତି ତାଙ୍କ ଦ୍ବତୀୟ ସ୍ବାମି ଙ୍କ ସହ ।

ତେବେ ବିବାହ ପରେ କୋଏଲ୍ ବାନାର୍ଜୀ ଏବେ ମାଆ ହେବା ଖବର ତୁ ଆସିଛି ତେବେ କୋଏଲ୍ ବାନାର୍ଜୀ ଓ ତାଙ୍କ ସନ୍ତାନ ଓ ତାଙ୍କ ଦ୍ବତୀୟ ସ୍ବାମି ଏକାଠି ଫଟୋ ଓଠାଇ ଛନ୍ତି ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ଲାଗୁଚି । ତେବେ ସେ କୋଏଲ୍ ବାନାର୍ଜି ଏବେ ମାଆ ହୋଇ ସାରିଛନ୍ତି ଯାହା ପାଇଁ କି ସେ ବହୁତ ଖୁସି ରେ ଅଛନ୍ତି ।

ତେବେ ବହୁତ ଦିନ ହେବ ସେ ମା ହୋଇ ସାରିଛନ୍ତି।ଏବଂ ତାଙ୍କର ଗୋଟେ ପୁତ୍ର ସନ୍ତାନ ହେଇଛନ୍ତି ମଧ୍ୟ କିନ୍ତୁ ଦୀର୍ଘ 6 ମାସ ପୂର୍ବରୁ ଆଉ ଏହି କଥା ଟିକୁ କୋଏଲ୍ ଵାନାର୍ଜି ନିଜ ଫ୍ୟାନ ମାନଙ୍କ ପାଖରେ ଲୁଚେଇ ରଖିବାରେ ସଫଳ ହୋଇଛନ୍ତି । ତେବେ ସେ ତ ଏବେ ସୋସିଆଲ୍ ମିଡ଼ିଆ ରେ ନିଜର ମାଆ ହେବା କଥା ସେ କହି ସାରିଛନ୍ତି ଆଉ ସେ ତାଙ୍କ ସନ୍ତାନ ର ଫୋଟ ସେୟାର ମଧ୍ୟ କରିଛନ୍ତି ଯେଉଁ ଥିରେ ସେ ବହୁତ ଖୁସି ଥିବାର ଜଣା ପଡୁଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.