ସୁପର ଷ୍ଟାର ଅନୁଭବ ମହାନ୍ତି (Anubhav) ଙ୍କ ଠାରୁ ଟଙ୍କା ଲୁ-ଟ ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲେ ଅନୁଭବ ଆଉ ତାପରେ… – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଅନୁଭବ ଙ୍କୁ ମାଗୁଥିଲେ ଟଙ୍କା 19 ହଜାର ରୁ ଊର୍ଧ୍ୱ ପ୍ରି ଆକ୍ଟିଭିଟେଡ ସିମ ଗୁଡିକ ଜବତ କରାଯିବା ପରେ ଯେତେ ବେଳେ ଚର୍ଚ୍ଚା କରାଯିବାର ବା ସୁଚନା ମିଳିଲା । ଯେ ବିଶେଷ କରି କିଭଳି ଭାବରେ ଏହି ସିମ ଗୁଡିକ ବ୍ୟବହାର କରାଯିବା ପରେ ବହୁତ ଲୋକ ଙ୍କୁ ଅସାଧୁ ଉପାୟ ରେ ଟଙ୍କା ମାଗିବାକୁ ଚେ଼ଷ୍ଟା କରାଗଲା । ତାହାରି ଭିତରେ ଲୋକ ସଭା ବାଚସ୍ପତି ଙ୍କ ର ନାଁ ନେଇ ମଧ୍ୟ ଏକ ନମ୍ବର ଜରିଆରେ ଯୋଜନା କରାଯାଇଥିଲା । ସେଭଳି ଏକ ସୁଚନା ମିଳିଲଥିଲା ।


19 ହଜାରରୁ ଊର୍ଧ୍ୱ ପ୍ରି ଆକ୍ଟିଭିଟେଡ ସିମ ଜବତ ମାମଲା ରେ ଆଉ ଦୁଇ ଜଣ ଙ୍କୁ ଗିରଫ କରାଗଲା । ଏହି ମାମଲା ରେ ଢ଼େଙ୍କାନାଳ ମୋଟଙ୍ଗା ଅଞ୍ଚଳର ଜିଓ ଡ଼ିଷ୍ଟିକ୍ ଅମିତାଭ ସାହୁ ଓ କାମାକ୍ଷ୍ୟା ନଗରର ଜିଓ ସେଲରର ଦୋଳ ଗୋବିନ୍ଦ ପରିଡା ଙ୍କୁ ଗିରଫ କରି କ୍ରାଇମ ବ୍ରାଞ୍ଚ ପଚରା ଉଚାରା କରିଛନ୍ତି।


ପୂର୍ବରୁ ଗିରଫ ହୋଇଥିବା 3 ଅଭିଯୁକ୍ତ ଙ୍କୁ ଏବେ 5 ଦିନିଆ ରିମାଣ୍ଡରେ ଆଣି କ୍ରାଇମ ବ୍ରାଞ୍ଚ ଜେରା କରିଛି । ଲୋକ ସଭା ବାଚସ୍ପତି ଓଁ ଭେଳା ଙ୍କ ନାମରେ ଫେକ ସିମ ବାହାର କରି ସାଂସଦ ମାନଙ୍କୁ ଟଙ୍କା ମଧ୍ୟ ମାଗୁଥିବା ର ଅଭିଯୋଗ ଆସିଛି । ସାଂସଦ ନେତା ଅନୁଭବ ମହାନ୍ତି ମଧ୍ୟ ଏହି ସମ୍ପକରେ ଟୁଇଟ କରି ଜଣାଇଛନ୍ତି । ଵାଚସ୍ପତି ଓଁ ଭେଲା ଙ୍କ ନାଁ ରେ ତାଙ୍କୁ ଠକ ଟଙ୍କା ମାଗିଥିଲା ବୋଲି କହିଛନ୍ତି । ଏ ମାମଲା ରେ ମାଷ୍ଟର ମାଇଣ୍ଡି ଦୁସ୍ମନ୍ତ ଅଭିଯୁକ୍ତ ସାଇ ପ୍ରକାଶ ଓ ଅବିନାସ ଙ୍କୁ ଧରି ଆଣି ମୁଁହା ମୁଁହି ଜେରା କରି ବାକୁ କ୍ରାଇମ ବ୍ରାଞ୍ଚ ପଟୁ କୁହା ଯାଇଛି ।

ଯାହା ଫଳରେ ଅନେକ କିଛି ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସେ କହିଛନ୍ତି । ମାଷ୍ଟର ମାଇଣ୍ଡି ଦୁସ୍ମନ୍ତ ବାୟ ସେଲର ଗ୍ରୁପର ମୁଖ୍ୟ ଥିଲା ବୋଲି ଜଣା ପଡିଛି। ।ମାଷ୍ଟର ମାଇଣ୍ଡି ଦୁସ୍ମନ୍ତ ର ଦୁଇଟି ବ୍ୟାଙ୍କ ଆକଉନ୍ତ ମଧ୍ୟ ବନ୍ଦ କରି ଦିଆ ଯାଇଛି। ସେଥିରେ 7 ଲକ୍ଷ 95 ହଜାର ଟଙ୍କାଥିଲା । କେବଳ 1 ଲକ୍ଷ 6ହଜାର ଥିବା ଦୁଇଟି ପେ ଟି ମ୍ ଆକଉନ୍ତ ମଧ୍ୟ ବନ୍ଦ କରି ଦିଆ ଯାଇଛି। ଦୁସ୍ମନ୍ତ ବିଏସନାଲ୍ ରିତେଲର ଠାରୁ ସିମ ପିଛା 20 ଟଙ୍କା ବଦଳ ରେ 120 ଟଙ୍କା ଲେଖାଏଁ ଦେଉଥିଲା ।

ସେହିଭଳି ଭୋଡାଫୋନ୍ 25 ଟଙ୍କା ପଡୁଥିବା ବେଳେ ଭୋଡା ରିତେଲକୁ 130 ଟଙ୍କା ଦେଉଥିବା ର ତଦନ୍ତ ରୁ ଜଣାପଡିଛି ।ଜିଓ ସିମ ବିନା ମୁଲ୍ୟରେ ମିଳୁଥିବା ବେଳେ ସେଥି ପାଇଁ ଦୁସ୍ମନ୍ତ ରିତେଲର କୁ ସିମ ପିଛା 140 ଟଙ୍କା ଦେଉଛି ବୋଲି କ୍ରାଇମ ବ୍ରାଞ୍ଚ ସୂଚନା ଦେଇଛନ୍ତି । ଦୁସ୍ମନ୍ତ ବାୟ ରିଟେଲ୍ ର ବିଷୟରେ ବହୁତ ଅଭିଙ୍ଗ୍ୟତ ଥିଲା ସେ ଆଗରୁ ବିଏସ୍ନାଲ୍ ଓ ଏୟାରସେଲ୍ ରେ ରି ଟେଲର ଭାବରେ କାମ କରି ସାରିଛି ଏବଂ ସେ ଏହି ବିଷୟରେ ଜାଣିବା ପରେ ସେ ଏକ ସ୍ବତନ୍ତ୍ର ଭାବେ ଗ୍ୟାଙ୍ଗ ପ୍ରସ୍ତୁତ କରିଥିଲା ।

ଯାହା ଫଳରେ ଗୋଟେ ବଡ ଗ୍ୟାଙ୍ଗ ପୁରା ଯୋଜନା କରି କାମ କରୁଥିବା ଜଣା ପଡ଼ିଛି ଯେଉଁ ଥିରେ ଲୋକ ସଭା ବାଚସ୍ପତି ଙ୍କ ନାଁ ରେ ବାହାର କରି ସାଂସଦ ବିଧାୟକ ମାନଙ୍କୁ ଟଙ୍କା ମାଗିଥିଲା ବୋଲି ଜଣା ପଡିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ନିଶ୍ଚୟ ତନ୍ଦନ୍ତ କରିଛନ୍ତି। ଫେକ ସିମ ବ୍ୟବହାର କରି ସାଂସଦ ବିଧାୟକ ମାନଙ୍କ ତଥ୍ୟ ହେଉ ବା ସାଧରଣ ଲୋକ ଙ୍କ ତଥ୍ୟ ଗୋପନିୟତା ରହିଛି ।

ତାହା ମାଧ୍ୟମରେ ଡ଼ିଜିଟାଲ୍ ମାର୍କେଟିଙ୍ଗ ଆଧାର ର ରେ ତାଙ୍କ ନମ୍ବର ଓ ବ୍ୟକ୍ତି ବିଷୟରେ ତଥ୍ୟ ଗୁଡିକ ସବୁ ଜାଣନ୍ତି । ସେମାନେ କାହା ସହ ସମ୍ପର୍କରେ ଅଛନ୍ତି ବୋଲି ଜାଣିବା ପରେ ଏବଂ ସେମାନେ ତାହାଙ୍କୁ ନେଇ ବହୁତ ଖରାପ ଉଦେଶ୍ୟରେ ବ୍ୟବହାର କରିଛନ୍ତି । ଏହା କୁ କେମିତି ରୋକାଯାଇ ପାରିବ ତାହା ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.