ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଶା ରେ ପେଟ୍ରୋଲ ଦର ରହିଛି ୧୧୯ ଟଙ୍କା ଉପରେ । ଯାହା ଫଳରେ କି ଲୋକ ମାନେ ଗାଗି ଧରିବା ବନ୍ଦ କରି ସାରିଛନ୍ତି । ତେବେ ବନ୍ଧୁଗଣ ଏହାରି ଭିତରେ ପେଟ୍ରୋଲ କୁ ନେଇ ଏକ ଖୁସି ଖବର ଆସିଛି। ହଁ ବନ୍ଧୁ ଖୋର୍ଦ୍ଧା ଜଟଣୀର ଥାନା ଅନ୍ତର୍ଗତ ରାଧା ଚରଣ ପୁର ଗାଆଁ ରେ ଜଣେ ଯୁବକ ଯାହା ଙ୍କ ନାମ ହେଉଛି ଅଜୟ ବେହେରା ।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଜୟ ନାମକ ଯୁବକ ଯାହା ବି କିଛି କରିଛନ୍ତି ତାହା ଆପଣମାନେ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ।ତେବେ ବନ୍ଧୁ ଅଜୟ ପ୍ଲାଷ୍ଟିକ ଆବର୍ଜନା ରୁ ପେଟ୍ରୋଲ ତିଆରି କରୁଛନ୍ତି । ହଁ ବନ୍ଧୁ ଶିକ୍ଷା ଗତ ଯୋଗ୍ୟତା କହିଲେ ସପ୍ତମ ପାସ । ତେବେ ଆବର୍ଜନା ରୁ ପେଟ୍ରୋଲ ବାହାର୍ କରି ସେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ହଁ ବନ୍ଧୁ ସେ ନିଜେ ପେଟ୍ରୋଲ ତିଆରି କରି ଏହାକୁ ଗାଡି ରେ ପକାଇ ପରୀକ୍ଷା କରି ସଫଳ ହୋଇଛନ୍ତି । ତେବେ ଲୋକ ମାନେ ପ୍ଲାଷ୍ଟିକ ଜିନିଷ କୁ ବ୍ୟବହାର ମନ ଇଚ୍ଛା ଫୋପାଡି ଥାନ୍ତି ବିଭିନ୍ନ ସ୍ଥାନ ରେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହି ପ୍ଲାଷ୍ଟିକ ଜିନିଷ କୁ ବ୍ୟବହାର କରି ଅଜୟ ପେଟ୍ରୋଲ ବାହାର୍ କରୁଛନ୍ତି ।
ତେବେ ସେ ଏହାକୁ you tube ଚ୍ୟାନେଲ ରେ ଏକ ଭିଡିଓ ଦେଖିଥିଲେ ଓ ନିଜେ ଇଚ୍ଛା ପ୍ରକାଶ କରି ଥିଲେ ଯେ ସେ ପେଟ୍ରୋଲ ତିଆରି କରିବେ । ତେବେ ସେ ପ୍ରଥମେ ଛୋଟ ଏକ୍ସପେରିମେଣ୍ଟ୍ କରିଥଲେ ଓ ସଫଳ ମଧ୍ୟ ହୋଇଥିଲେ ।
ତେବେ ସେଥିପାଇଁ ସେ ବର୍ତ୍ତମାନ୍ ସମୟ ରେ ନିଜ ଏକ୍ସପେରିମେଣ୍ଟ୍ କୁ ବଡ ଆକାର ରେ କରିଛନ୍ତି । ତେବେ ନିଜ ଏକ୍ସପେରିମେଣ୍ଟ୍ ପାଇଁ ପାଖ ରେ ଅର୍ଥ ନ ଥିବା ରୁ ସେ ନିଜ ବାଇକ୍ ବିକ୍ରୟ କରି ଦେଇଥିଲେ । ତେବେ ସେ ପେଟ୍ରୋଲ ବାହାର୍ କରିବା ପରେ ତାକୁ ଗାଡ଼ି ରେ ପକାଇ ବୁଲୁଥିଲେ । ତେବେ ବନ୍ଧୁଗଣ ତାଙ୍କ ବାପା ହେଉଛନ୍ତି ଜଣେ ଦିନ ମଜୁରୀଆ ଓ ବର୍ତ୍ତମାନ୍ ସମୟ ରେ ସେ ନିଜ ପୁଅ ପାଇଁ ବେଶ୍ ଖୁସି ଅଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।