ଦର୍ଶକ ବନ୍ଧୁ ଆପଣ ମାନେ ଡାକ୍ତର ସୁମିତ ଓ ତପସ୍ଵିନୀ ଙ୍କ ପାରିବାରିକ ବିବାଦ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ବିବାଦ ଟି ଅନେକ ଚର୍ଚ୍ଚା ରେ ରହିବା ପରେ ବର୍ତ୍ତମାନ୍ ପରେ ଏହି ମାମଲା ଶେଷ ରେ ହାଇକୋର୍ଟ ରେ ପହଞ୍ଚିଛି ,ତେବେ ହାଇକୋର୍ଟ ଙ୍କ ମଧ୍ୟସ୍ଥତା ରେ ଉଭୟ ଖୁବ ଶୀଘ୍ର ଏକାଠି ହେବା କୁ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ତେବେ ବନ୍ଧୁଗଣ ଦିନ ଥିଲା ତପସ୍ଵିନୀ ଙ୍କୁ ନ ଦେଖି ସୁମିତ ରହି ପାରୁ ନ ଥିଲେ , କଥା ନ ହୋଇଥିଲେ ନିଦ ଆସୁ ନ ଥିଲା , ତପସ୍ଵିନୀ ଙ୍କ ସହ ନ ବୁଲିଲେ ସୁମିତ ଙ୍କୁ ଭଲ ଲାଗୁ ନ ଥିଲା । କିନ୍ତୁ ବର୍ତ୍ତମାନ୍ ସମୟ ରେ ସେହି ଲୋକ ଟି ପର ହୋଇ ଯାଇଛି । ତେବେ ବିବାହ ପରେ ଅନେକ କିଛି ଭାବି ଥିଲେ ଓ ତାଙ୍କ ପ୍ରେମ କୁ ସମସ୍ତେ ସ୍ଵୀକୃତି ଦେଇଥିଲେ ।
ତେବେ ଉଭୟ ଙ୍କୁ ନେଇ କଲେଜ୍ ରେ ସମସ୍ତେ ତପସ୍ଵିନୀ ଓ ସୁମିତ ଙ୍କୁ ନେଇ ଗର୍ବ କରୁଥିଲେ ।ତେବେ ବର୍ତ୍ତମାନ୍ ସମୟ ରେ ଦେଖ ତପସ୍ଵିନୀ ଙ୍କ ଠାରୁ ଅଲଗା ରହୁଛନ୍ତି ସୁମିତ । ତେବେ ସୁମିତ ତପସ୍ଵିନୀ ଙ୍କୁ ଯେତିକି ଭଲ ପାଇବା ଦେଇଛନ୍ତି ହୁଏ ତ ତପସ୍ଵିନୀ ତାଙ୍କ ଜୀବନ ରେ ଭୁଲି ପାରିବେ ନାହିଁ ।
ତେବେ ବନ୍ଧୁଗଣ କଣ ପାଇଁ ଏହି ଭଲ ପାଇବା ରେ ଏତେ ପରିବର୍ତ୍ତନ , ତେବେ ଯିଏ ସାତ ଜନ୍ମ ର ସାଥୀ ପାଇଁ କଥା ଦେଉଥିଲା ସେ ଆଜି ଏହି ଜନ୍ମ ରେ ହାତ ଛାଡି ଦେଉଛି ।ତେବେ ତପସ୍ଵିନୀ ଙ୍କ ସମସ୍ତ ସ୍ବପ୍ନ ସ୍ବପ୍ନ ରେ ରହିଗଲା । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଉଭୟ ଭଲ ରେ ଥିଲେ ସଂସାର ଆରମ୍ଭ କରି ଥାଆନ୍ତେ କିନ୍ତୁ କିଛି ଭୁଲ ଯୋଗୁଁ ଉଭୟ କୋର୍ଟ କଚେରୀ ବୁଲୁଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ। ସୋସିଆଲମିଡିଆରେ ଦେଖି ଆସୁଥିବେ ଏବଂ ସୁଣି ଆସୁଥିବେ ଉଭୟ ବହୁତ୍ ଶୀଘ୍ର ଏକାଠି ହେବା କୁ ଯାଉଛନ୍ତି କିନ୍ତୁ କେବେ ତାହା ବର୍ତ୍ତମାନ ମଧ୍ୟ ଜଣା ପଡି ନାହିଁ । ତେବେ ଉଭୟ ଙ୍କ ମଝି ରେ ହୋଇଥିବେ ମନାନ୍ତର କୁ ଭୁଲି ଉଭୟ ଏକାଠି ହୋଇ ଯାଆନ୍ତୁ ବୋଲି ସମସ୍ତେ ଚାହୁଁ ଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।