ଭଉଣୀର ଧ-ର୍ମ ପରିବର୍ତ୍ତନ ସହିପାରିଲାନି ଭାଇ, ଭାଇ ସାଜିଲା ଭକ୍ଷକ…ଭୁଲି ପାରୁ ନାହାନ୍ତି ସୂଲତାନା

ଖବର

ଦର୍ଶକ ବନ୍ଧୁ ସ୍ତ୍ରୀ ଆଗ ରେ ସ୍ବାମୀ ଙ୍କୁ ନିଜ ଲୋକ ମାନେ ଯେଉଁ ଭଳି ଭାବେ ନୃଂ-ଶ-ସ୍ ଭାବେ ପି-ଟି ଯାଉଥିଲେ ଓ ଯାହାକୁ ବର୍ତ୍ତମାନ୍ ମଧ୍ୟ ଭୁଲି ନାହାନ୍ତି ସୁଲତାନ । ତେବେ ନୃଂଶସ ପ୍ରହାର ଓ ସ୍ବାମୀ ର ଆକୁଲ ଚିତ୍କାର କୁ ଆଦୌମ ଭୁଲି ନାହାଁନ୍ତି ହୁଏ ତ ଜୀବନ ଥିବା ଯାଏ ଏ ଚିହ୍ନ ଲିଭବନି । ତେବେ ସ୍ତ୍ରୀ ସାମ୍ନା ରେ ସ୍ବାମୀ ଛଟପଟ ହୋଇ ଚାଲିଯିବା ର ଦୁଃ-ଖ ସୁଲତାନ ଯେତେବେଳେ ବଖାନୁ ଥିଲେ ।


ତେବେ ସୁଲତାନ ଙ୍କ ସ୍ବାମୀ ମୃତ୍ୟୁ ର ଦୁଇ ଦିନ ପରେ କ୍ୟାମେରା ସାମ୍ନା ରେ ସୁଲତାନ କହିଥିଲେ ଯେ ସୁଲତାନ ତାଙ୍କ ସ୍ବାମୀ ଙ୍କ ସହ ବାଇକ୍ ରେ ଯାଉଥିବା ସମୟ ରେ ମୋର ସ୍ବାମୀ ରୋଡ କ୍ରସ କରିବା ପାଇଁ ବାଇକ ଟି କୁ ଧୀରେ କଲେ । ତେବେ ତା ପରେ ବାଇକ୍ ରେ ଦୁଇ ଜଣ ବାଇକ୍ ଆସିଲେ ଓ ସେହି ଦୁଇ ଜଣ ସୁଲତାନ ଙ୍କ ଭାଇ ବୋଲି ଜାଣି ନ ଥିଲେ ।

ତେବେ ସୁଲତାନ ଏଥିପାଇଁ ଜାଣି ପାରି ନ ଥିଲେ ଯେ ସେମାନେ ହେଲମେଟ ବ୍ୟବହାର କରୁ ଥିବାରୁ । ତେବେ ଉଭୟ ଆସି ମୋ ସ୍ବାମୀ ଙ୍କୁ ଧକ୍କା ଦେଲେ ଓ ତଳେ ପଡ଼ି ଯିବା ପରେ ଉଭୟ ରଡ ମାଧ୍ୟମ ରେ ତାଙ୍କୁ ମାରିଥିଲେ । ସୁଲତାନ ନିଜ ସ୍ବାମୀ ଙ୍କୁ ବଞ୍ଚେଇବା ପାଇଁ ସମସ୍ତ ଙ୍କୁ ନେହୁରା ହୋଇ ଥିଲେ ।

କିନ୍ତୁ ବଡ ର ଦୁଃଖ ର ଖବର ଯେ କେହି ବି ସାହାର୍ଯ୍ୟ କରି ନ ଥିଲେ ନିଜ ମୋବାଇଲ୍ ବାହାର୍ କରି ଭିଡିଓ ସୁଟ କରୁଥଲେ । ତେବେ ଉଭୟ ର-ଡ ମାଧ୍ୟମ ରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ବା-ଡେ-ଇ ଚାଲି ଥିଲେ । ତେବେ ତାଙ୍କ ମୁଣ୍ଡ କୁ ବା-ଡେ-ଇ ଖଣ୍ଡ ବିଖଣ୍ଡ କରି ଦେଇଥିଲେ
କାରଣ ସେମାନେ ହେଲମେଟ ପିନ୍ଧି ଥିଲେ। ଉଭୟେ ମୋ ସ୍ୱାମୀଙ୍କୁ ଧକ୍କା ଦେଲେ।

ସ୍ୱାମୀ ତଳେ ପଡ଼ିଗଲା ପରେ ଦୁଇ ଜଣ ର-ଡ଼ ଧରି ପିଟିବାକୁ ଲାଗିଲେ। ମୁଁ ମୋ ସ୍ୱାମୀଙ୍କୁ ବଞ୍ଚାଇବାକୁ ସମସ୍ତଙ୍କୁ ନେହୁରା ହେଉଥିଲି। କିନ୍ତୁ କେହି ସାହାଯ୍ୟ ପାଇଁ ଆସିନଥିଲେ। କିନ୍ତୁ ସମସ୍ତେ ଭିଡିଓ ସୁଟ୍‌ କରୁଥିଲେ। ତାଙ୍କୁ ବଞ୍ଚାଇବାକୁ ସୁଯୋଗ ଥିଲା। ମୋ ସ୍ୱାମୀଙ୍କୁ ସେମାନେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ର-ଡ଼ରେ ନିର୍ଦ୍ଦୟ ଭାବେ ପି-ଟି-ଥି-ଲେ। ତାଙ୍କ ମୁଣ୍ଡକୁ ଛେ-ଛି ଖଣ୍ଡବିଖଣ୍ଡିତ କରିଦେଇଥିଲେ। ସୁଲତାନା କହିଛନ୍ତି ଯେ, ଧର୍ମକୁ ନେଇ ଆମ ଦୁହିଙ୍କ ମଧ୍ୟରେ କେବେ କ-ଳ-ହ ନଥିଲା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.