Viral ଭିଡିଓ – ପ୍ରେମିକାର କରୁଣ ଚିତ୍କାର “ମୋ ଧନ କୁ ଛାଡି ଦିଅ”, ପୋଲିସ ଗୋଡ଼ତଳେ ପଡ଼ି କାନ୍ଦିଲା ପ୍ରେମିକା କିନ୍ତୁ ଶୁଣିଲା ନାହିଁ ପୋଲିସ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିଥିବେ ଓ ଏହି ଭିଡିଓ ମଧ୍ୟ ରୁ ଅନେକ ଭିଡିଓ ରହି ଥାଏ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ , ତେବେ ବନ୍ଧୁଗଣ ଆପଣ ମାନେ ଏହି ପ୍ରେମୀ ଯୁଗଳ ଙ୍କୁ ନେଇ ଅନେକ ଖବର ଶୁଣିବାକୁ ପାଉଥିବେ , ତେବେ ଆଜି ଆମେ ଆପଣ ଙ୍କୁ ଜଣାଇବାକୁ ଯାଉଥିବା ଖବର ଟି ସବୁ ଖବର ଠାରୁ ଟିକେ ଭିନ୍ନ ଅଟେ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ ଯୁବତୀ କାନ୍ଦି କାନ୍ଦି କହୁଛନ୍ତି ମୋର୍ ପ୍ରେମିକ କୁ ଛଡି ଦିଆ ମୁଁ ତାଙ୍କୁ ବିବାହ କରିବି ।

ମୁଁ ତା ସହିତ ସମ୍ପର୍କ ରଖିଛି କିନ୍ତୁ ନଛୋଡ ବନ୍ଧା ଛତିଶଗଡ ପୋଲିସ , ପ୍ରେମିକା ର ପ୍ରେମିକ କୁ ଟାଣି ଟାଣି ନେଇ ଯାଉଛି । ତେବେ ପୋଲିସ କୁ ନକେଦମ୍ କରାଇଛି ପ୍ରେମିକ । ତେବେ ସେଠାରେ ଉଭୟ ପ୍ରେମିକ ଓ ପ୍ରେମିକା ଉପସ୍ଥିତ ଥିଲେ । ତେବେ ଉଭୟ ଫେସବୁକ୍ ରୁ ଭଲ ପାଇ ବିବାହ କରିବା ପାଇଁ କଥା ମଧ୍ୟ ହୋଇଥିଲେ ।


ତେବେ ପରବର୍ତ୍ତୀ ସମୟରେ ରେ ଯୁବତୀ ଜଣକ ପଳାଇ ଆସିଥିଲେ ଯୁବକ ଙ୍କ ପାଖ କୁ ଓ ଉଭୟ ଏକାଠି ରହୁଥିଲେ । ତେବେ ପରବର୍ତ୍ତୀ ସମୟରେ ରେ ଯୁବତୀ ଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ଓ ପରେ ଛତିଶଗଡ ପୋଲିସ ଉଭୟ ଙ୍କୁ ଥାନା କୁ ଆଣିଥିଲା । ତେବେ ପରବର୍ତ୍ତୀ ସମୟରେ ରେ ଯାହା ବି କିଛି ହୋଇଥିଲା ତାହା ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ ।

ପ୍ରେମ୍ ପାଇଁ ମହା ଭାରତ ଆରମ୍ଭ ହୋଇ ଯାଇଥିଲା ଓ ଯୁବକ ଙ୍କୁ ପୋଲିସ ଭିଡ଼ି କି ନେଇ ଯାଉଥିଲା । ତେବେ ପ୍ରେମିକା ମଧ୍ୟ ସମସ୍ତ ଙ୍କ ଗୋଡ଼ ହାତ ଧରୁ ଥିଲା ତାର ପ୍ରେମିକ କୁ ଛାଡ଼ି ଦେବା ପାଇଁ କିନ୍ତୁ ପୋଲିସ ପ୍ରେମିକ କୁ ନେଇ ଯାଉଥିଲା , ତେବେ ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।।

Leave a Reply

Your email address will not be published.