ପାଣିପାଗ ବିଭାଗ ଜାରି କରିଲା ସତର୍କ ସୂଚନା, ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ, ବାତ୍ୟାର ଓଡିଶା ଆଡକୁ ଆସି ପାରେ – ଦେଖନ୍ତୁ ଭିଡିଓ

ରାଜ୍ୟ

ଆପଣ ମାନେ ଜାଣି ଥିବେ କି ବାତ୍ୟା ର ତାଣ୍ଡବ କିପରି ଅଟେ ବାତ୍ୟା ଆସିଲେ ସମସ୍ତ ଙ୍କୁ ଭୟ । ବାତ୍ୟା ସମୟ ରେ ସମସ୍ତେ ବହୁତ ଡରି ଡରି ରହି ଥାନ୍ତି । କେବଳ ଏବର୍ଷ ବାତ୍ୟା ର ତାଣ୍ଡବ ନୁହଁ ସବୁ ବର୍ଷା ଠିକ ଏ ମେ ମାସ ରେ ହିଁ ବାତ୍ୟା ର ତାଣ୍ଡବ ଡରାଉଛି । ଯାହା ଦ୍ବାରା ବହୁତ ଧନ ଜୀବନ କ୍ଷତି କରୁଛି । ବହୁତ ଗରିବ ଲୋକ ମଧ୍ୟ କଷ୍ଟ ପାଉଛନ୍ତି ।

ତେବେ ଏହି ବାତ୍ୟା ଟି ଦକ୍ଷିଣ ଆଣ୍ଡାମାନ ସାଗର ର ଅଞ୍ଚଳ ରେ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଥିଲା ପରେ ଆଜି ଠାରୁ ପ୍ରାୟ ରାଜ୍ୟ ରେ ଲଘୁଚାପ ସୃଷ୍ଟି ମଧ୍ୟ ହୋଇ ସାରିଲାଣି । ତେବେ ବର୍ତ୍ତମାନ ସମୟ ରେ କାଳ ବୈସାଖୀ ପ୍ରଥମେ ତାଣ୍ଡବ କରୁଛି ପରେ ଫୁଣି ବାତ୍ୟା ରେ ଭୟ । ଯାହା ଲୋକ ମାନକୁ ବହୁତ ବହୁତ ଡରାଉଛି ।

ପାଟଣା ଗଡ଼ ରେ ସର୍ବାଧିକ ଏକ 21 ମିଲି ଲିଟର ର ବର୍ଷା ର ରେକର୍ଡ କରା ଯାଇଛି କଟକ ଭୁବନେଶ୍ଵର ର ସୀମିତ ସ୍ଥାନ ରେ ଜୋରେ ପବନ ସହିତ ବର୍ଷା ହୋଇ ଥିଲା । ସଂନ୍ଧ୍ୟା ବେଳ ରେ ପ୍ରାୟ 3 ରୁ 4 ଘଣ୍ଟା ଧରି କାଳ ବୈସାଖୀ ବର୍ଷା ଲାଗି ରହି ଥିଲା । ସେପଟେ ବିଭିନ୍ନ ସ୍ଥାନ ରେ କାଳ ବୈସାଖୀ ବର୍ଷା ହୋଇ ସାରିଲାଣି ଯାହାର କି ଏବେ ତାଣ୍ଡବ ଦେଖିବାକୁ ମିଳୁଛି କାଳ ବୈସାଖୀ ବର୍ଷା ର ।

ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ଘନିଭୁତ ହୋଇ ଆସନ୍ତା କାଲି ଅବପାତ ର ରୂପ ନେବ । 8 ତାରିଖ ସଂନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ର ରୂପ ନେବା ସମ୍ଭାବନା ଅଧିକ ରହିଛି । 10 ତାରିଖ ବେଳକୁ ଉତ୍ତର କୁ ଆନ୍ଧ୍ର ଓଡିଶା ଉପକୂଳ ପଖାପାଖି ପହଞ୍ଚିବା ର ସମ୍ଭାବନା ରହିଛି ।

ଉପକୂଳ ଓଡିଶା ରେ ଏହା ମଧ୍ୟମ ରୁ ହାଲୁକା ବର୍ଷା ହେବାରେ ସମ୍ଭାବନା ରହିଛି । ସେହିପରି 4ଟି ରାଜ୍ୟ ରେ 4 ଜିଲ୍ଲା ରେ ପ୍ରବଳ ବର୍ଷା ହେବାରେ ମଧ୍ୟ ସମ୍ଭାବନା ରହିଛି । ଗଞ୍ଜାମ ଖୋର୍ଦ୍ଧା ପୁରୀ ଓ ଜଗତସିଂପୁର ରେ ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି । ସାମ୍ଭାବ୍ୟ ବର୍ଷା କୁ ରଖି ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ଭିତର କୁ ଯିବା ପାଇଁ ମନା କରାଯାଇଛି । ତେବେ 70 ରୁ 80 କିମି ବେଗ ରେ ପବନ ବହିବା ସମ୍ଭାବନା ରହିଛି ଯାହା ଦ୍ବାରା ସମୁଦ୍ର ନିକଟ କୁ ଯିବା ବିପଦ ଜଣକ ଅଟେ ।

ତେବେ ଭଗବାନ କରନ୍ତୁ କି ଏ ବାତ୍ୟା ରେ ବେଶୀ କିଛି କ୍ଷତି ନହଉ । ତେବେ 4 ଜିଲ୍ଲା ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ଯାହା ଅଧିକ ପବନ ର ବେଗ ମଧ୍ୟ ରହିଛି । ଏହି ବାତ୍ୟା ସମୟ ରେ ସମୁଦ୍ର କୁ ଯିବା ପୁରା ମନା ହେଇଚି । ତେବେ ଯେଉଁ ମତ୍ସ୍ୟଜିବି ମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଜଣା ଯାଇଛି ଫେରି ଆସିବା ପାଇଁ ।

ଆଗକୁ ବାତ୍ୟା ଆସୁଥିବା କାରଣ ରୁ ମଧ୍ୟ ବି ଏମ ସି ବିଭାଗ ରୁ ମଧ୍ୟ ଆୟୋଜନ କର ଯାଉଛି ତାଳି ସ୍ଥଳ ର ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଉ କିପରି ତାଙ୍କ ର କିଛି ଅସୁବିଧା ନେହେବ । ତେବେ ସମସ୍ତ କିଛି ଅସୁବିଧା ନ୍ ହେବା ପାଇଁ ମଧ୍ୟ ଆୟୋଜନ କରୁଛନ୍ତି । ତେବେ ଆଗକୁ ଆସୁଥିବା ରୁ ବାତ୍ୟା ନିଜେ ସଚେତନା ର ରହିବା ଆବଶ୍ୟକ ତାହା ସହ ନିଜ ପାଇଁ ଖାଦ୍ୟ ଆଗରୁ ରଖି ନେବା ଆବଶ୍ୟକ ହେଇ ଥାଏ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *