ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ସୁପରଷ୍ଟାର ବାବୁଶାନ (Babushan) ଙ୍କ ପୁଅର ଷ୍ଟାଇଲିସ ଅନ୍ଦାଜ, ଅବିକଳ ବାପା ପରି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ବିଷୟରେ । ତେବେ ଅଭିନେତା ବାବୁଶାନ୍ ମହାନ୍ତି ସମସ୍ତ ଙ୍କ ବହୁତ ପ୍ରିୟ ହିରୋ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଅଟନ୍ତି ତାହା ସହ ବହୁତ ଲୋକପ୍ରିୟ ମଧ୍ୟ ଅଟନ୍ତି । ତେବେ ବାବୁଶାନ୍ ମହାନ୍ତି ତାଙ୍କ ଅଭିନୟ ରେ ସମସ୍ତ ଙ୍କ ମନ ଜିତି କି ରଖି ଛନ୍ତି ଯାହା ଦ୍ବାରା କି ଦର୍ଶକ ମାନେ ବହୁତ ଭଲ ପାଅନ୍ତି ବାବୁଶାନ୍ ମହାନ୍ତି ଙ୍କ ଅଭିନୟ କୁ ।

ତେବେ ବାବୁଶାନ୍ ମହାନ୍ତି ଙ୍କ ପ୍ରତ୍ୟେକ ସିନେମା ବହୁତ ସୁପରହିଟ ହେଇଚି । ତାଙ୍କ ସିନେମା ଏକ ଅଲଗା ଢଙ୍ଗ ଓ ଅଲଗା ଆନ୍ଦାଜ୍ ରେ ହୋଇଥାଏ ଯାହା ଦ୍ବାରା ଦର୍ଶକ ମାନେ ଅଧିକ ଭଲ ପାଆନ୍ତି ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ । ସେ ତାଙ୍କ ର ଅଭିନୟ ରେ ପ୍ରତ୍ୟେକ ସିନେମା ରେ କମେଡି ସହ ଇମୋସନ୍ କୁ ବହୁତ ଭଲ ଭାବରେ ସୋ କରିଥାନ୍ତି । ତାଙ୍କ ର ରୋମାନ୍ସ ସିନ ହେଉ କିମ୍ବା ଆକସନ୍ କିମ୍ବା କୌଣସି ସ୍ୟାଡ୍ ସିନ ହେଲେ ମଧ୍ୟ ସେ ଅଭିନୟ ରେ ସବୁ ଅଭିନୟ ବହୁତ ସୁନ୍ଦର ଭାବରେ କରିଥାନ୍ତି ।

ତେବେ ବାବୁଶାନ୍ ମହାନ୍ତି ଙ୍କ ବାପା ମାଆ ଙ୍କ ବିଷୟ ରେ କହିଲେ ମଧ୍ୟ କମ ହେବନି । ତାଙ୍କ ବାପା ଉତ୍ତମ ମହାନ୍ତି ଓ ତାଙ୍କ ମାଆ ଅପରାଜିତା ତାଙ୍କ ବେଳ ରେ ମଧ୍ୟ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ର ପ୍ରିୟ ଭାଜନ ହୋଇ ପାରିଛନ୍ତି । ତେବେ ସେ ମଧ୍ୟ ସୁନ୍ଦର ସିନେମା ବହୁତ କରିଛନ୍ତି । ତାଙ୍କ ଅଭିନୟ ଅଭୁଲା ଅଟେ । ତେବେ ଏବେ ତାଙ୍କ ର କିଛି ସିନ ରେ ମଧ୍ୟ୍ ତାଙ୍କ ର ପୂର୍ବ ସ୍ମୁତି ଦେଖି ବାକୁ ମିଳେ ।

ତେବେ ଆପଣ ମାନେ ଜାଣିଥିବେ ତାଙ୍କ ପୁଅ ବାବୁଶାନ୍ ମହାନ୍ତି ତାଙ୍କ ଭଳି ଅଭିନୟ ଜଗତ ରେ ପାଦ ଦେଇ ସେ ବି ଅଭିନେତା ଭାବରେ ସମସ୍ତ ଙ୍କ ନଜରେ ଆସିଛନ୍ତି । ତେବେ ବାବୁଶାନ୍ ମହାନ୍ତି ଭଲ ଆକ୍ଟର୍ ହେବା ସହ ବହୁତ ଭଲ ଗୀତ ଗାଇ ଥାନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଅଭିନେତା ବାବୁଶାନ୍ ମହାନ୍ତି ବହୁ ଆଗରୁ ସେ ଜଣେ ଝିଅ କୁ ଭଲ ପାଇ ବିବାହ କରି ସାରିଛନ୍ତି ।

ତେବେ ସେ ବହୁତ ଦିନ ପରେ ତାଙ୍କ ର ଏକ ପୁତ୍ର ସନ୍ତାନ ପ୍ରାପ୍ତ କରିଛନ୍ତି । ତେବେ ସେ ତାଙ୍କ ପୁତ୍ର ସନ୍ତାନ ସହ ବହୁତ ଖୁସି ଅଛନ୍ତି । ଯାହା କି ଶୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ୍ ହେଉଛି । ତେବେ ବାବୁଶାନ୍ ମହାନ୍ତି ତାଙ୍କ ସ୍ତ୍ରୀ ଓ ତାଙ୍କ ବାପା ଉତ୍ତମ ମହାନ୍ତି ଓ ତାଙ୍କ ମାଆ ଅପରାଜିତା ମହାନ୍ତି ବହୁତ ସମୟ ବିତେଉଛନ୍ତି କୁନି ପିଲା ସହ । ତେବେ ବାବୁଶାନ୍ ମହାନ୍ତି ଙ୍କ ବାପା ମାଆ ବହୁତ ସମୟ ବିତେଇ ବହୁତ ଖୁସି ହେଉଛନ୍ତି ବାବୁଶାନ୍ ଙ୍କ ପୁଅ ସହ ।

ଯାହା କି ଏ ଭିଡିଓ ଟି ବହୁତ ଭାଇରାଲ ହେବାକୁ ଲାଗୁଚି ସୋସିଆଲ ମିଡ଼ିଆ ରେ । ତେବେ ଏହି କିଛି ଫଟୋ ବାବୁଶାନ୍ ମହାନ୍ତି ତାଙ୍କ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଆଉ ବହୁତ ଖୁସି ଅଛନ୍ତି ବୋଲି ସୋସିଆଲ ମିଡ଼ିଆ ରେ ଜଣାଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.