ଫୁଣି ଥରେ ରାନୁ ମଣ୍ଡଳ (Ranu Mondal) ଚମକିଲେ, ଏଥର ସେ ହିରୋ Alom ଙ୍କ ସହ ଗୀତ ଗାଇଲେ, ଭାଇରାଲ ଭିଡିଓ ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଗାୟିକା ରାନୁ ମଣ୍ଡଳ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ରାନୁ ଗରିବ ପରିବାର ରୁ ଆସିଥିଲେ ଓ ନିଜ ଭରଣ ପୋଷଣ ପାଇଁ ରାନୁ ମଣ୍ଡଲ ରେ ରେଳ ଷ୍ଟେସନ ରେ ଗୀତ ଗାଉଥିଲେ । ତେବେ ରେଳ ଷ୍ଟେସନ ରେ ଗୀତ ଗଉଥିବା ରାନୁ ମଣ୍ଡଲ ଙ୍କ ଭାଗ୍ୟ ବହୁତ ଶୀଘ୍ର ଫିଟିଗଲା ଓ ରଟା ରାତି ଷ୍ଟାର ପାଲଟି ଯାଇଥିଲେ ରନୁ ମଣ୍ଡଲ ।

ତେବେ ବନ୍ଧୁଗଣ ଯଦି ରାନୁ ମଣ୍ଡଲ ଆଜି ଏତେ ଲୋକ ପ୍ରିୟ ହୋଇ ପରିଛନ୍ତି ତେବେ ତାର ସମସ୍ତ ଶ୍ରେୟ ଗାୟକ ହିମେଶ ରେଶମୀୟାଙ୍କ ଜୀବ । ତେବେ ରାନୁ ଙ୍କ ଙ୍କ ସହ ଏକ ଗୀତ ପବ୍ଲିସ କରି ରାତା ରାତି ଷ୍ଟାର ହୋଇଯାଇଥିଲେ । ତେବେ ରାନୁ ଙ୍କ ସେହି ଗୀତ ଟି କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ ଓ ପରେ ରାନୁ ଷ୍ଟାର ପାଲଟି ଯାଇଥିଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାନୁ ମଣ୍ଡଲ ଙ୍କୁ ନେଇ ବଡ ଖବର ଆସି ଯାଇଛି ଓ ଆଜି ଆମର ଏହି ପେଜ ମାଧ୍ୟମ ରେ ସେହି ଖବର ଟି ବିସଉୟ ରେ ଜାଣିବା । ତେବେ ବନ୍ଧୁଗଣ ଆପଣ ବାଂଲାଦେଶ ର ହିରୋ ଆଲୋମ ଙ୍କ ବିଷୟ ରେ ମଧ୍ୟ ଜାଣିଥିବେ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାନୁ ମଣ୍ଡଳ ରହି ହିରୋ ଆଲୋମ ଙ୍କ ସହ ଗୀତ ଗାଇଛନ୍ତି । ଉଭୟ ଏକ ରୋମାଣ୍ଟିକ ଗୀତ ଗାଇଛନ୍ତି ।

ତେବେ ବନ୍ଧୁଗଣ ଏହି ନୂଆ ଗୀତ ପାଇଁ ରାନୁ ମଣ୍ଡଳ ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ଏହି ଗୀତ ଗାଉଥିବାର ଦୃଶ୍ୟ ସୋସିଆଲ ମିଡିଆ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଯାହାକୁ ଆଲୋମ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଛନ୍ତି । ତେବେ ଏହି ହିରୋ ଦୁଇ ଚଳଚିତ୍ର ରେ ରାନୁ ମଣ୍ଡଲ ଗୀତ ଗାଇବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.