ଦର୍ଶକ ବନ୍ଧୁ ଆପଣ ମାନେ ଗାୟିକା ରାନୁ ମଣ୍ଡଳ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ରାନୁ ଗରିବ ପରିବାର ରୁ ଆସିଥିଲେ ଓ ନିଜ ଭରଣ ପୋଷଣ ପାଇଁ ରାନୁ ମଣ୍ଡଲ ରେ ରେଳ ଷ୍ଟେସନ ରେ ଗୀତ ଗାଉଥିଲେ । ତେବେ ରେଳ ଷ୍ଟେସନ ରେ ଗୀତ ଗଉଥିବା ରାନୁ ମଣ୍ଡଲ ଙ୍କ ଭାଗ୍ୟ ବହୁତ ଶୀଘ୍ର ଫିଟିଗଲା ଓ ରଟା ରାତି ଷ୍ଟାର ପାଲଟି ଯାଇଥିଲେ ରନୁ ମଣ୍ଡଲ ।
ତେବେ ବନ୍ଧୁଗଣ ଯଦି ରାନୁ ମଣ୍ଡଲ ଆଜି ଏତେ ଲୋକ ପ୍ରିୟ ହୋଇ ପରିଛନ୍ତି ତେବେ ତାର ସମସ୍ତ ଶ୍ରେୟ ଗାୟକ ହିମେଶ ରେଶମୀୟାଙ୍କ ଜୀବ । ତେବେ ରାନୁ ଙ୍କ ଙ୍କ ସହ ଏକ ଗୀତ ପବ୍ଲିସ କରି ରାତା ରାତି ଷ୍ଟାର ହୋଇଯାଇଥିଲେ । ତେବେ ରାନୁ ଙ୍କ ସେହି ଗୀତ ଟି କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ ଓ ପରେ ରାନୁ ଷ୍ଟାର ପାଲଟି ଯାଇଥିଲେ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାନୁ ମଣ୍ଡଲ ଙ୍କୁ ନେଇ ବଡ ଖବର ଆସି ଯାଇଛି ଓ ଆଜି ଆମର ଏହି ପେଜ ମାଧ୍ୟମ ରେ ସେହି ଖବର ଟି ବିସଉୟ ରେ ଜାଣିବା । ତେବେ ବନ୍ଧୁଗଣ ଆପଣ ବାଂଲାଦେଶ ର ହିରୋ ଆଲୋମ ଙ୍କ ବିଷୟ ରେ ମଧ୍ୟ ଜାଣିଥିବେ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାନୁ ମଣ୍ଡଳ ରହି ହିରୋ ଆଲୋମ ଙ୍କ ସହ ଗୀତ ଗାଇଛନ୍ତି । ଉଭୟ ଏକ ରୋମାଣ୍ଟିକ ଗୀତ ଗାଇଛନ୍ତି ।
ତେବେ ବନ୍ଧୁଗଣ ଏହି ନୂଆ ଗୀତ ପାଇଁ ରାନୁ ମଣ୍ଡଳ ବେସ ଚର୍ଚ୍ଚା ରେ ଅଛନ୍ତି , ତେବେ ଏହି ଗୀତ ଗାଉଥିବାର ଦୃଶ୍ୟ ସୋସିଆଲ ମିଡିଆ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଯାହାକୁ ଆଲୋମ ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରି ଛନ୍ତି । ତେବେ ଏହି ହିରୋ ଦୁଇ ଚଳଚିତ୍ର ରେ ରାନୁ ମଣ୍ଡଲ ଗୀତ ଗାଇବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।