ଫୁଣି ମାଳିକାର ଏକ ବଡ ଖୁଲାସା – ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଋଷ କୁ ଏକ ବର ଦେଇଥିଲେ, କଣ ସେହି ବର ? – ଦେଖନ୍ତୁ ଭିଡିଓ

ମାଳିକା

ଦର୍ଶକ ବନ୍ଧୁ ଆଜି ଆମେ ଭଗବାନ ଶ୍ରୀ ଅଚ୍ୟୁତାନନ୍ଦ ଦାସ ଙ୍କ ଦ୍ଵାରା ଲିଖିତ ଏକ ଗ୍ରନ୍ଥ ଯାହାର ନାମ ହେଉଛି ମହଗୁପ୍ତ ପଦ୍ମକାଳ । ତେବେ ବନ୍ଧୁଗଣ ଆଜି ଆମେ ସେହି ବିଷୟ ରେ ଜାଣିବା , ସାତ ଦିନ ଚଢି ପ୍ରଭୁ ବୁଲିବେ ଯେ ଦେଶ , ବାରହାଟ ଖଣ୍ଡା ଧରିଥିବେ ନିଜେ ଜଗନ୍ନାଥ , ମେଳଛ , ସଂହାର କରିବେ ପ୍ରଭୁ ପୀତବାସ ଏହି ବେଳେ କଳିଯୁଗ ହୋଇ ଜୀବ ଯେ ସେସ । ତେବେ ବନ୍ଧୁଗଣ ପ୍ରଭୁ ଅଚ୍ୟୁତ ଏଠାରେ କହିବାକୁ ଯାଉଛନ୍ତି ଯେ


ଭଗବାନ ଶ୍ରୀ ଜଗନ୍ନାଥ ବାର ହାତ ଖ-ଣ୍ଡା ଧରି ପୃଥିବୀ ସାରା ବୁଲିବେ ଓ ସମସ୍ତ ପାପୀ ମାନ ଙ୍କୁ ବିନାଶ କରିବେ । ତେବେ ଯେତେବେଳେ ଏହି ସମାଜ ରୁ ସବୁ ପାପୀ ଙ୍କ ବିନାଶ ହେବ ସେତେବେଳେ ଯାଇ କଳିଯୁଗ ଶେଷ ହେବ । ଆଦ୍ୟ ସତ୍ୟ ଯୁଗ ଆରମ୍ଭ ହେବ । , ତେବେ ବନ୍ଧୁଗଣ ମାଳିକା କୁ ବୁଝିବା ଏତେ ସହଜ କଥା ନୁହେଁ । ଓଡିଶା ରେ 20 ରୁ ବର୍ଷ ଅଧିକ ହୋଇଯିବ ମାଳିକା ଉପରେ ଗବେଷଣା କରିବା ର ।

ତେବେ ଏ ପର୍ଯ୍ୟନ୍ତ ମଧ୍ୟ ମାଳିକା ବିଷୟ ରେ ସଂପୂର୍ଣ୍ଣ ତଥ୍ୟ ଜଣା ପଡି ନହିଁ , ତେବେ ବନ୍ଧୁଗଣ ଯେଉଁ ମାନେ ଆଗ୍ରହୀ ଅଛନ୍ତି ମାଳିକା ବିଷୟ ରେ ଜାଣିବା ପାଇଁ ସେମାନ ଙ୍କୁ 2 ରୁ 3 ବର୍ଷ ମଧ୍ୟ ରେ ସବୁ କିଛି ଜାଣି ପାରିବେ । ତେବେ ବନ୍ଧୁଗଣ ଆଉ ଏକ କଥା ଜାଣିବା ଯାହା ମହା ପୁରୁଷ କହିଛନ୍ତି ଯେ ଯେ ଦ୍ଵାପର ଯୁଗ ରେ ଋଷ ବର ମାଗିଥିଲା ଛେଚା ପହଁରା ଦେବ ହିଁ ମୁହି ଏହି କଲି ଯୁଗ ର , କଲି ରେ ଦାରୁଣ ହୋଇଥିବୁ ମୁ ଜାଣ ନିଳଗିରି ଉପରେ ଥିବି ମୁହିଁ କେପୁଣ ।

ତେବେ ବନ୍ଧୁଗଣ ଏହାର ଅର୍ଥ ହେଲା ଯେ ଯେତେବେଳେ ଦ୍ଵାପର ଚାଲିଥିଲା । ସେତେବେଳେ ଋଷିଆ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପାଖ କୁ ଆସି ମାଗିଥିଲେ ହେ ପ୍ରଭୁ ମୁଁ ଆପଣ ଙ୍କ ର କି ସେବା କରି ପାରିବି ଆଉ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ହସି କହିଥାନ୍ତି ଯେ ତୁମର କାମ ବର୍ତ୍ତମାନ ଦ୍ଵାପର ଯୁଗ ରେ ଉପଯୋଗୀ ହୋଇ ନହିଁ ।

ତେବେ ମୋର ଏକ ବଡ କାର୍ଯ୍ୟ ଅଛି କଳିଯୁଗ ରେ , ରୁଷିଆ ରାଜା ଙ୍କୁ କହିଥିଲେ ଯେତେବେଳେ କଳିଯୁଗ ଚାଲିଥିବ ନିଳଗିରି ଉପରେ ମୁଁ ବୁଦ୍ଧ ରୂପ ନେଇ ଧାରଣ କରିବି । ତେବେ ସେହି ସମୟ ରେ ଜଗନ୍ନାଥ ଙ୍କୁ ରୁଷୀୟ ରାଜା ଜଗନ୍ନାଥ ଙ୍କୁ ନେଇ ଛତିଆ ମଠ ରେ ରାଖୀ ସାତଦିନ ପର୍ଯ୍ୟନ୍ତ ନେଇ ରଖିବେ ଓ ପୂଜାର୍ଚ୍ଚନା କରିବେ ଓ ପୂଜା ଭଗବାନ ସନ୍ତୁଷ୍ଠ ହୋଇ ରୁଷିଆ କୁ ମୋକ୍ଷ ପ୍ରଦାନ କରିବେ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.