ବାହାଘର ଦିନ ଭିଣୋଇ ସହ ଫେରାର ହୋଇଗଲା ଶା-ଳୀ, ତାପରେ ଏମିତି କିଛି ଘଟିଲା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଖବର

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୋସିଆଲ ମିଡିଆ ରେ ଅନେକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହୋଇଥାଏ । ତେବେ ବନ୍ଧୁଗଣ ଅଧିକାଂଶ ଭିଡିଓ ରହିଛି ଯାହାକି ଦେଖିବା ପରେ ବା ଶୁଣିବା ପରେ ଆମ କୁ ଆଶ୍ଚର୍ଯ୍ୟ ଓ ଚକିତ ଲାଗିଥାଏ ।

ତେବେ ଏହି ଭଳି କଥା ଆମ କୁ ମିଥ୍ୟା ଲାଗୁଥିଲେ ମଧ୍ୟ କଥା ଟି ସତ୍ୟ ଅଟେ ଯେ ଜଣେ ବ୍ୟକ୍ତି ବିବାହ କରିବା କୁ ଯାଉଥିବା ସମୟ ରେ ଜଣେ ମହିଳା ତାଙ୍କର ସବୁକିଛି ଲୁଟି ନେଇଛନ୍ତି । ତେବେ ବନ୍ଧୁଗଣ ସୂଚନ ଅନୁସାରେ ଜଣେ ବ୍ୟକ୍ତି ଙ୍କ ବିବାହ କୌଣସି କାରଣ ରୁ ହୋଇ ପାରୁ ନ ଥିଲା ଓ ଯାହା ଫଳ ରେ କି ତାଙ୍କ ବୟସ ବଢି ଯାଇଥିଲା ।

ସେ ଶୀଘ୍ର ବିବାହ କରିବା ପାଇଁ ଚାହୁଁ ଥିଲେ ତେବେ ସେହି ସମୟ ରେ ତାଙ୍କ ସହିତ ଯାହା ବି କିଛି ହେଲା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେହି ବ୍ୟକ୍ତି ଙ୍କ ପାଇଁ ଏକ ଝିଅ ଠିକ ହୋଇଥିଲା ଓ ବିବାହ କରିବା ପାଇଁ ସେ ତାଙ୍କର ସମସ୍ତ ଖର୍ଚ୍ଚ ଉଠେଇବା ପାଇଁ ପଡିବ ବୋଲି ସେ କହିଥିଲେ ।

ତେବେ ଝିଅ ଙ୍କ ପରିବାର କୁ ଅଢେଇ ଲକ୍ଷ ଟଙ୍କା ଦେବେ ବୋଲି ସେ କହିଥିଲେ । ତେବେ ସେଥିପାଇଁ ସେ ଝିଅ ଦେଖିବା ପାଇଁ ଦିଲ୍ଲୀ ଯାଇଥିଲେ ଓ ତାଙ୍କର ପ୍ରଥମ ଦେଖା ରେ ଝିଅ ପସନ୍ଦ ଆସି ଯାଇଥିଲା ଓ ସେ ଝିଅ ର ପରିବାର କୁ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ଏବଂ ବିବାହ କରିଥିଲେ , ତେବେ ବିବାହ ପରେ ନିଜ ଘର କୁ ଯିବା ପରେ ସେମାନ ଙ୍କ ଚଉଠି ରାତି ରେ ଏପରି କିଛି ଘଟିଥିଲା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ବନ୍ଧୁଗଣ ସେହି ଦିନ ରାତି ରେ କ୍ଷୀର ରେ କିଛି ମିଶାଇ ତାଙ୍କୁ ପିଇବା କୁ ଦେଇଥିଲେ ଓ ଯାହାକୁ ପିଇବା ପରେ ସେହି ବ୍ୟକ୍ତି ଜଣକ ଅଚେତ ହୋଇଗଲେ ଓ ପରେ ତାଙ୍କ ଘରେ ଥିବା ସମସ୍ତ ଟଙ୍କା ଙ୍କୁ ନେଇଯାଇଥିଲେ । ତେବେ ବିଷୟ ରେ ବର ଘର ପରିବାର ଲୋକ ଜାଣିବା ପରେ ଥାନା ରେ ଅଭିଯୋଗ କରିଥିଲେ , ତେବେ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସମୟ ରେ ପୋଲିସ ସେହି ଯୁବତୀ କିମ୍ବା ତାଙ୍କର କୌଣସି ପରିବାର କୁ ପାଇ ନହିଁ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.