ବୁଢୀ ମାଉସୀ ପାଖରେ ହାର ମାନିଛି ବୟସ, ମାଉସୀଙ୍କ ନାଚ ଦିଲ ଚୋରେଇ ନେଲା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ସକ୍ରିୟ ହୋଇ ରହୁଛନ୍ତି । ତେବେ ବନ୍ଧୁଗଣ କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ।

ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ସବୁ କିଛି କରିବା ସମ୍ଭବ , ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅନେକ ପରିଚୟ ପାଇ ପାରିଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ କେତେ ଅଭିନେତା ଓ ଅଭିନେତ୍ରୀ ମାନେ ସୃଷ୍ଟି ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣମାନେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭାଇରାଲ ଭିଡିଓ ନିସ୍ଚୟ ଦେଖିଥିବେ ।


ତେବେ ଏହି ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡିଓ ସବୁ ଦିନ ବେଶ୍ ଭାଇରାଲ ହୋଇଥାଏ । ତେବେ ଏହି ସୋସିଆଲ ମିଡ଼ିଆ ରୁ ଅନେକ ବ୍ୟକ୍ତି ଭଲ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଏମିତି ଏକ ଦୃଶ୍ୟ ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ୟ୍ଯ ହୋଇଯିବେ ,ତେବେ ଆସନ୍ତୁ ଜାଣିବା ।


ତେବେ ବନ୍ଧୁଗଣ ଆମେ କହିବାକୁ ଯାଉଥିବା ଖବର ଟି ହେଉଛି ଜଣେ ବୁଢୀ ମାଉସୀ ଙ୍କ ଓ ଯାହାକୁ ଯିଏ ବା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛି ଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ବ୍ୟାପି ବାରେ ଲାଗିଛି.  ତେବେ ବନ୍ଧୁଗଣ ଏହି ଭିଡିଓ ରେ ଜଣେ ବୟସ୍କ ବୃଦ୍ଧ ମହିଳା ଏମିତି ଜବରଦସ୍ତ ନାଚ କରୁଛନ୍ତି ଯାହାକି ସମସ୍ତ ଙ୍କୁ ବେଶ୍ ପସନ୍ଦ ଆସିଛି ଓ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ନିଶ୍ଚିନ୍ତ ଭାବ ରେ ଦେଖିବାକୁ ପାଉଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.