ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ କୋଭିଡ଼ ସମୟ ରେ ସରକାର ସମସ୍ତ ଲୋକ ମାନ ଙ୍କ ପାଇଁ ମାଗଣା ରେ ଖାଦ୍ୟ ଶସ୍ୟ ଯୋଗାଇ ଦେଉଥିଲେ । ତେବେ ଏହା କୁ ଲୋକ ମାନେ ରାସନ୍ କାର୍ଡ ମାଧ୍ୟମ ରେ ପାଇଥିଲେ । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରାସନ୍ କାର୍ଡ କୁ ନେଇ ଆସି ଯାଇଛି ଏକ ବଡ ଖବର ।
ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ରାସନ୍ ତାଲିକା ରୁ ହଟିବ କିଛି ଲୋକ ଙ୍କ ନାମ , ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଏହି ଖବର ଟି ବିଷୟ ରେ ଜାଣିବା ଓ କେଉଁ ମାନ ଙ୍କ ନାମ କଟା ଯିବ ଜାଣିବା । ତେବେ ବର୍ତ୍ତମାନ୍ ସମୟ ରେ ରାସନ୍ କାର୍ଡ ହିତାଧିକାରୀ ମାନ ଙ୍କ ପାଇଁ ସାମ୍ନା କୁ ଆସିଛି ଏକ ଗୁରୁତ୍ଵ ପୂର୍ଣ୍ଣ ଖବର ।
ତେବେ ବର୍ତ୍ତମାନ୍ ସମୟ ରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରାସନ୍ କାର୍ଡ ନିୟମ ରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସରକାର କହିଛନ୍ତି ମାଗଣା ରାସନ୍ ଥିବା ଅବଧି ଆହୁରି ବଢ଼ା ଯିବ । ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ଲାଭ ଉଠାଉଛନ୍ତି ।
ତେବେ ଆର୍ଥିକ ଦୃଷ୍ଟି ରୁ ସମୃଦ୍ଧ ଥିବା ଅନେକ ଲୋକ ସେମାନ ଙ୍କ ମଧ୍ୟ ରେ ଅଛନ୍ତି ଓ ଏଥିପାଇଁ ବର୍ତ୍ତମାନ୍ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନ ଦଣ୍ଡ ରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏହା କୁ ନେଇ ପରିବର୍ତ୍ତନ ପାଇଁ ରାଜ୍ୟ ମାନ ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ରାଜ୍ୟ ମାନ ଙ୍କ ଦ୍ବାରା ଦିଆ ଯାଇଥିବା ପରାମର୍ଶ ଦ୍ଵାରା ଯୋଗ୍ୟ ବ୍ୟକ୍ତି ଙ୍କ ପାଇଁ ନୂତନ ମାନ ପ୍ରସ୍ତୁତ କରା ଯାଉଛି । ଏହି ନୂତନ ମାନ କାର୍ଯ୍ୟକାରୀ ହେଲେ କେବଳ ଯୋଗୁ ବ୍ୟକ୍ତି ମାନେ ହିଁ ଏହି ସୁବିଧା ପାଈ ପାରିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।