ବିବାହ ପରେ ଶାଶୂ ଘରେ ପ୍ରଥମ ଦିନ କେମିତି କାଟିଲେ ଅଭିନେତ୍ରୀ ତୃପ୍ତି (Trupti) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି ଓ ବେଳେ ବେଳେ ନିଜ ବ୍ୟକ୍ତିଗତ ଭିଡିଓ ହେଉ ବା ଶୁଟିଙ୍ଗ ସେଟ ର ଭିଡିଓ କୁ ନେଇ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଥାନ୍ତି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ର ଏ ଠିକ ସେହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତ୍ରୀ ଜଣକ ଓଡିଆ ଧାରାବାହିକ ଜଗତ ଲୋକ ପ୍ରିୟ ଅଭିନେତ୍ରୀ ତୃପ୍ତି। ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଯେ ତୃପ୍ତି ବିବାହ ପରେ ତାଙ୍କ ଶାଶୁଘରେ କେମିତି ଅଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ତୃପ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ମହାଦେବୀ ରେ ନଜର ଆସୁଛନ୍ତି ମୂଖ୍ୟ ଅଭିନେତ୍ରୀ ଚତିତ୍ର ରେ ।

ତେବେ ବନ୍ଧୁଗଣ ଆପଣ ମାନେ ନିସ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖୁଥିବେ । ତେବେ ତୃପ୍ତି ବର୍ତ୍ତମାନ୍ ସମୟ ରେ ନିଜ ଜବରଦସ୍ତ ଅଭିନୟ ବେସ୍ ଲୋକ ପ୍ରିୟ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଅଭିନେତ୍ରୀ ତୃପ୍ତି ।

ତୃପ୍ତି ବିବାହିତ ମହିଳା ବେଶ୍ ରେ ନଜାର ଆସିଛନ୍ତି , ତେବେ ହାତ ରେ ଚୁଡ଼ି , ମଥା ରେ ସିନ୍ଦୂର ଭଳି ଅନେକ ଅଳଙ୍କାର ପିନ୍ଧିଛନ୍ତି । ତେବେ ବନ୍ଧୁଗଣ ଏହା କୁ ଦେଖିବା ପରେ ସମସ୍ତେ ଭାବୁଛନ୍ତି ଯେ ତୃପ୍ତି ବିବାହ ବନ୍ଧନ ରେ ହୋଇଛନ୍ତି ଓ ନିଜ ଶାଶୂଘରେ ବେସ୍ ଖୁସି ରେ ଅଛନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ଏଠି କହି ରଖୁଛୁ ଯେ ସୋସିଆଲ ମିଡ଼ିଆ ରେ ଦେଖାଯାଉଥିବା ତୃପ୍ତି ଙ୍କ ସମସ୍ତ ଭିଡିଓ ସୁଟିଂ ସେଟ ର ଅଟେ ।

ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ରେ ତୃପ୍ତି ନଜର ଆସିବେ ଓ ତାଙ୍କ ସହିତ ହିରୋ ଭୂମିକା ରେ ନଜର ଆସିବେ ଅଭିନେତା ଅମ୍ଳାନ ଦାସ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.