ଖୁବଶୀଘ୍ର କଂଗ୍ରେସ ର ନୂଆ ସଭାପତି ଚୟନ ହେବ, ସଚିନ ପାଇଲଟ କଂଗ୍ରେସର ନୂଆ ସଭାପତି ହେବେ!

ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି , ହଁ ବନ୍ଧୁ ପ୍ରଶାନ୍ତ କିଶୋର ଙ୍କ କଂଗ୍ରେସ ର କମିଙ୍ଗ ପ୍ଳାନ ବର୍ତ୍ତମାନ ଠାରୁ ଯୋଜନା ଆରମ୍ଭ କରି ବୋଲି ଜାତୀୟ ଗଣ ମାଧ୍ୟମ ରେ ବେସ ଚର୍ଚ୍ଚା ହେଉଛି । ତେବେ ବନ୍ଧୁଗଣ ସଚ୍ଚିନ ପାଇଲଟ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ଭେଟିଥିଲେ ଓ ଯାହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା ।

ତେବେ ଉପଦେଷ୍ଟା ହେବେ ସିନିୟର୍ ଯୁବକ ଙ୍କୁ ମିଳିବ ପାଟି ଦାୟିତ୍ବ । ତେବେ ପ୍ରଶାନ୍ତ କିଶୋର ଦୁଇ ଟି ପ୍ରସ୍ତାବ ଦେଇଥିଲେ କଂଗ୍ରେସ ହାଇ କମାଣ୍ଡ ଙ୍କୁ ନେଇ ।ତେବେ ୧ ନମ୍ୱର୍ ହେଉଛି ଯେ ସୋନିଆ ଗାନ୍ଧୀ ଦଳ ର ହାଇ କମାଣ୍ଡ ରହିବେ କିନ୍ତୁ ସଭାପତି ଗାନ୍ଧୀ ପାରିବାର ରୁ କେହି ହେବେ ନାହିଁ ବାହାରୁ ଜଣ ଙ୍କୁ କାର୍ଯ୍ୟକାରୀ କରାଯିବ ।

ଏବଂ ୨ ନମ୍ୱର୍ ରେ ୟୁପିଏ ଅଧ୍ୟକ୍ଷ ହେବେ ସୋନିଆ ଗାନ୍ଧୀ ଏବଂ ଗାନ୍ଧୀ ପରିବାର ବାହାରୁ ଜଣେ କଂଗ୍ରେସ ସଭାପତି ହେବେ , ତେବେ ଏହି ପ୍ରସ୍ତାବ ଟି ସମସ୍ତ ଙ୍କୁ ପ୍ରଭାବିତ କରିବ ବୋଲି ଯୁକ୍ତି ବଢିଥିବା ବେଳେ ନୁଈ ଏଆଇସିସି ଅଧ୍ୟକ୍ଷ କିଏ ହେବ ସେ ନେଇ ଚର୍ଚ୍ଚା ଚାଲିଛି । ତେବେ ବନ୍ଧୁଗଣ ରାଜସ୍ଥାନ ର ପୂର୍ବତନ ଡେପୁଟି ଚିଫ ମିନିଷ୍ଟର ଚର୍ଚ୍ଚା ରେ ଅଛନ୍ତି ଏହି ଏଆଇସିସି ଅଧ୍ୟକ୍ଷ କୁ ନେଇ ।


ତେବେ ପ୍ରଶାନ କିଶୋର କଂଗ୍ରେସ ସହ ଆଲୋଚନା କରିଥିବା ସମୟ ରେ ସଚ୍ଚିନ ରାହୁଲ ଓ ସୋନିଆ ଗାନ୍ଧୀ ଙ୍କୁ ଭେଟଟି ସାରିଛନ୍ତି । ତେବେ ବନ୍ଧୁଗଣ କିଛି ଜାତୀୟ ଗଣ ମାଧ୍ୟମ ରେ ଆଲୋଚନା ହେଉଛି ଯେ ସେ ରାଜସ୍ଥାନ ର ପିପିସି ସଭାପତି କୁ ନେଇ । ତେବେ ଯଦି ଯୁବ ସଚ୍ଚିନ ପାଇଲଟ କଂଗ୍ରେସ ର ସଭାପତି ହୁଅନ୍ତି ତେବେ ଜ୍ୟୋତିରଦିତ୍ୟ ଶିନ୍ଧ୍ୟା ପୁଣି ଆଉ ଠାରେ ଫେରିବାର ସମ୍ଭାବନା ରହିଛି । ଉଭୟ କଂଗ୍ରେସ ନେତା ହୋଇଥିବା ବେଳେ ଉଭୟ ଙ୍କ ର ବନ୍ଧୁତା ସମ୍ପର୍କ ଭଲ ଅଛି । ,

ତେବେ ବନ୍ଧୁଗଣ ଯେତେବେଲେ ସିନ୍ଧିଆ ବିଜେପି ର ଯୋଗ ଦେଲେ ସେତେବେଳେ ସଚ୍ଚିନ ବିଜେପି ରେ ଯୋଗ ଦେବେ ବୋଲି ବେସ ଚର୍ଚ୍ଚା ହେଉଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ସଚ୍ଚିନ କଂଗ୍ରେସ କୁ ଆସିବା ପରେ ଶିନ୍ଧ୍ୟା କଂଗ୍ରେସ କୁ ଆସିବେ ବୋଲି ଚର୍ଚ୍ଚା ଧରୁଛି । ତେବେ ବନ୍ଧୁଗଣ ଆଗାମୀ ଦିନ ମାନ ଙ୍କ ରେ କଣ ହେବ ତାହା ଆମେ ଆପଣ ଙ୍କୁ ନିଶ୍ଚୟ ଜଣାଇବୁ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.