ଦିନେ ସେ ଅଭାବ ରେ ରହି ଦାରିଦ୍ର ସହ ଲଢୁଥିଲେ, ଏବେ KGF ସିନେମାରେ ମ୍ୟୁଜିକ୍ ଦେଇ ଲୋକପ୍ରିୟ, କିଏ ଏହି ବ୍ୟକ୍ତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନଙ୍କୁ ଆଜି ଆମେ ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟ ରେ ଜାଣେଇ ବାକୁ ଯାଉଛୁ । ତେବେ ଯେଉଁ ବ୍ୟକ୍ତି ଦିନେ ଆର୍ଥିକ ଅନଟନ ପାଇଁ ନିଜ କି-ଡ-ନୀ ବିକିବାକୁ ଯାଇଥାନ୍ତେ , ଦିନେ ଖାଇ ଦିନେ ଉପବାସ ରେ ରହୁଥିଲେ ଓ ହସ୍ପିଟାଲ ରେ ଥିଲେ ଜଣେ ସିକ୍ଯୁରିଟି ଗାର୍ଡ । , ତେବେ ସେ କେଜିଏଫ ରେ ମ୍ୟୁଜିକ କମ୍ପୋଜ କରି ଲୋକ ପ୍ରିୟ ହେଲେ କିପରି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପ୍ରତ୍ଯେକ କ୍ଷେତ୍ର ସଫଳତା ପାଇବା ଏତେ ବି ସହଜ ହୋଇ ନଥାଏ । ତେବେ ସଫଳତା ପାଇବାକୁ ମଣିଷ ଅନେକ ସଂଘର୍ଷ କରିଥାଏ ଓ ସଂଘର୍ଷ କରିବା ସହିତ ସଫଳତା ମଧ୍ୟ ପାଇଥାଏ । ତେବେ ବନ୍ଧୁଗଣ ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ରବି , ଯିଏ ସୁପର ହିଟ ଚଳଚିତ୍ର ରେ ମ୍ୟୁଜିକ କମ୍ପୋଜ କରିଛନ୍ତି ଯାହାର ନାମ ହେଉଛି ରବି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲୋକ ମାନ ଙ୍କୁ ବହୁତ ଭଲ ଲାଗେ ଚଳଚିତ୍ର ପସନ୍ଦ ଆସିଥାଏ ତେବେ ଯେତିକି ଚଳଚିତ୍ର ଦେଖିବାକୁ ଭଲ ଲାଗେ ସେତିକି ମ୍ୟୁଜିକ କମ୍ପୋଜ ମଧ୍ୟ ବହୁତ ପସନ୍ଦ ଆସିଥାଏ । ତେବେ ବନ୍ଧୁଗଣ ମ୍ୟୁଜିକ କମ୍ପୋଜ କରିଥିବା ରବି ତାଙ୍କ ଜୀବନ ରେ ସେ ଅନେକ ପରିଶ୍ରମ ଓ ସଂଘର୍ଷ କରିଛନ୍ତି ଯାହା ପାଇଁ ଦେ ଆଜି ବହୁତ ଜଣା ଶୁଣା ।

ହଁ ବନ୍ଧୁ ଦିନେ ଆର୍ଥିକ ଅନଟନ ପାଇଁ ସେ ନିଜ ର କି-ଡ-ନୀ ବିକି ଥାନ୍ତେ କିନ୍ତୁ ଆଜି ତାଙ୍କ ସାଉଣ୍ଡ ରେ ବେସ ଲୋକ ପ୍ରିୟତା ହାସଲ କରି ପାରି ଛନ୍ତି । ତେବେ ସେ ବହୁତ ଗରିବ ଘର ତାଙ୍କର ଓ ଘର ଲୋକ ତାଙ୍କୁ କିରଣ ବୋଲି ଡାକୁଥିଲେ । ତେବେ ରବି ଙ୍କ ଚାରି ଭାଇ ଭଉଣୀ । ତେବେ ତାଙ୍କ ପରିବାର ମୂର୍ତ୍ତି କାମ କରୁଥିଲେ ଆଉ ସେଇଥିରୁ ତାଙ୍କର ଘର ଚଳେ। , ତେବେ ପିଲା ଟି ଦିନ ରୁ ଗୀତ ପ୍ରତି ତାଙ୍କ ଦୁର୍ବଳତା ଥିଲା ଯାହାକି ତାଙ୍କ ର ଜୀବନ କହିଲେ ଚଳେ।

ତେବେ ପାଠ ନ ହେବା ରୁ ସେ ଅଷ୍ଟମ ଫେଲ ହୋଇ ଯାଇଥିଲେ ଓ ବହୁତ ପରିଶ୍ରମ ପରେ ସେ ଦଶମ ଶ୍ରେଣୀ ପାସ କରିଲେ ଓ ସେ 14 ବର୍ଷ ବୟସ ରେ ମୂର୍ତ୍ତି ଶିଖିବା ପାଇଁ ଓ କନ୍ନଡ ଚଳଚିତ୍ର ରେ ଯୋଡି ରହିବା ପାଇଁ ବାଙ୍ଗାଲୋର ଆସିଥିଲେ ତେବେ ସକାଳ ସମୟ ରେ ମୂର୍ତ୍ତି କରି ସନ୍ଧ୍ୟା ସମୟ ରେ ମ୍ୟୁଜିକ କମ୍ପୋଜ କରିବା ରେ ଲାଗି ପଡୁଥିଲେ ଆଉ ନିଜର ଏକ ସ୍ବତନ୍ତ୍ର୍ ପରିଚିୟ ସୃଷ୍ଟି କରିବା ପାଇଁ ଲାଗି ପଡ଼ିଥିଲେ । ତେବେ ସେ ସମୟ ରେ ସେ ଯେତିକି ରୋଜଗାର କରୁଥିଲେ ସେତିକି ରେ ସେ ଚାଲି ଯାଉଥିଲେ ଓ ସେ ଘର କୁ ଆର୍ଥିକ ସହଯୋଗ କରିବା ପାଇଁ ମଧ୍ୟ ସକ୍ଷମ ନ ଥିଲେ ।

ତେବେ ସେ ଭାବିଲେ ଓ ନିଷ୍ପତ୍ତି ନେଇଥିଲେ ଯେ ସେ ବାଙ୍ଗାଲୋର ରେ ଏକ ହସ୍ପିଟାଲ କୁ ଯାଇ ସେ ତାଙ୍କ ର କିଡନୀ କୁ ବିକିବେ ବୋଲି ତେବେ ଯେତେବଳେ କିଡନୀ କାଢିବା ଓଟି ଭିତର କୁ ଯାନ୍ତି ତାଙ୍କ ମନ ରେ ସନ୍ଧେହ ସୃଷ୍ଟି ହେଲା ଯେ କାଲେ ଦୁଇ ଟି କି-ଡ-ନୀ କାଢି ନେବେ ସେଥିପାଇଁ ସେ ଟଏଲେଟ ନାମ କହି ଚାଲି ଆସିଥିଲେ ।

ତେବେ ପରେ ସେ ଡାକ୍ତର ଙ୍କୁ ସବୁ କିଛି କହିବା ପରେ ତାଙ୍କୁ ମେଡିକାଲ ରେ ସିକ୍ଯୁରିଟି ଚାକିରି ଟିଏ ଦିଆଗଲା ଓ ପରେ ତାଙ୍କର ଜଣେ ବନ୍ଧୁ ତାଙ୍କ ପାଇଁ ଏକ ଚାକିରି ଖୋଜିଥିଲେ ଯାହାକି ରେଡିଓ ଷ୍ଟେସନ ରେ ଚାକିରୀ ମଧ୍ୟ କରିଥିଲେ ଓ ସେଠାରେ ତାଙ୍କୁ ମାସିକ 15 ହଜାର ଟଙ୍କା ମିଳିଲା । ତେବେ ବନ୍ଧୁଗଣ ସେ ଏପରି ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ଚଢି ଆଜି ବର୍ତ୍ତମାନ ସମୟ ରେ ରବି 64 ଟି ରୁ ଅଧିକ ଚଳଚିତ୍ର ରେ କାମ କରି ସାରିଛନ୍ତି , ତେବେ ବର୍ତ୍ତମାନ ସମୟ ରେ ସେ ବେସ ଲୋକ ପରିଚିତ ଓ ଜଣାଶୁଣା ହୋଇ ସାରିଛନ୍ତି ସମସ୍ତ ଙ୍କ ଅଗରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.