ରାହୁଲ ଗାନ୍ଧୀଙ୍କ (Rahul Gandhi) ସହ ନାଇଟ କ୍ଲବରେ ପାଖରେ ଠିଆ ହୋଇଥିବା ଏହି ଝିଅ କିଏ? – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ରାହୁଲ୍ ଗାନ୍ଧୀ ଙ୍କ ବିଷୟ ରେ । ତେବେ ସେ ରାଷ୍ଟ୍ରୀୟ କଂଗ୍ରେସ ର ଅଧକ୍ଷ ଅଟନ୍ତି ରାହୁଲ ଗାନ୍ଧୀ । ତେବେ ରାହୁଲ ଗାନ୍ଧୀ 1970 ମସିହା 19 ଜୁନ ରେ ଦିଲ୍ଲୀ ଜନ୍ମ ହୋଇଥିଲେ । ତେବେ ତାଙ୍କ ପିତା ରାଜୀବ ଗାନ୍ଧୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ । ତେବେ ତାଙ୍କ ମାଆ ଙ୍କ ନାମ ହେଉଛି ସୋନିଆ ଗାନ୍ଧୀ । ଯିଏ ଭାରତ ର ରାଷ୍ଟ୍ରୀୟ କଂଗ୍ରେସ ର ପୂର୍ବତନ ଅଧକ୍ଷ ଥିଲେ । ତାଙ୍କ ର ମଧ୍ୟ ଜଣେ ଭଉଣୀ ଅଛନ୍ତି ଯାହାର ନାମ ହେଉଛି ପ୍ରିୟଙ୍କା ଗାନ୍ଧୀ ।

ରାହୁଲ ଗାନ୍ଧୀ ହେଉଛନ୍ତି ଇନ୍ଦିରା ଗାନ୍ଧୀ ଓ ଫିରୋଜ୍ ଗାନ୍ଧୀ ଙ୍କର ନାତି । ତେବେ ରାହୁଲ ଗାନ୍ଧୀ 2004 ମସିହା ରେ ରାଜନୀତି ରେ ଯୋଗ ଦେଇଥିଲେ । ରାଜନୀତି ରେ ପାଦ ଦେଲା ପରେ ସେ ତାଙ୍କର ବାପା ଙ୍କ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶ ରେ ଆମେଥୁ ରୁ ଲୋକସଭା ପଦ ପାଇଁ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଥିଲେ । ତେବେ ରାହୁଲ ଗାନ୍ଧୀ ଙ୍କ ନେତୃତ୍ବ ରେ 2014 ରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସବୁଠାରୁ ଖରାପ ପ୍ରଦର୍ଶନ ହେଲା । ତେବେ ବର୍ତ୍ତମାନ ମଧ୍ୟ ରାହୁଲ ଗାନ୍ଧୀ ଙ୍କ ଏକ ଭିଡିଓ ଭାଇରାଲ ହେଉଛି ଏପରି ଏକ ଘଟଣା କୁ ନେଇ ।

ତେବେ କଥା ନାଇଟ କ୍ଲବ ର ନୁହଁ କିମ୍ବା କଥା କାଠ ମାଣ୍ଡୁ ର ବାହାଘର ରେ ଯୋଗ ଦେବାରେ ନାହିଁ । କଥା ଏବେ ଭିଡିଓ ରେ ଥିବା ଏହି ଝିଅ କୁ ନେଇ କଥା ଉଠିଛି । ନାଇଟ କ୍ଲବ ରେ ରାହୁଲ ଗାନ୍ଧୀ ଠିଆ ହୋଇଛନ୍ତି ଆଉ ତାଙ୍କ ପାଖ ରେ ଥିବା ସେହି ଝିଅ ଟି କିଏ ଏଠି ପ୍ରଶ୍ନ ଉଠିଛି । ଯଦି ସେ ଝିଅ ଟି କିଏ ସେ ଜାଣି ନାହାନ୍ତି କିମ୍ବା ଭିଡ଼ କାରଣ ରୁ ବାସ ପାଖ ରେ ଛିଡା ହେଇଛନ୍ତି ତାହେଲେ ସେ ଝିଅ ସହ କ’ଣ କଥା ହଉଛନ୍ତି । ତେଣୁ ସେ ରାହୁଲ ଗାନ୍ଧୀ ଙ୍କ ଚିହ୍ନା ପରିଚୟ ହୋଇଥିବେ ନିଶ୍ଚୟ । ଏମିତି କିଛି ବହୁତ ଅନୁମାନ ମଧ୍ୟ କରୁଛନ୍ତି ।

ତେଣୁ ସେ ଝିଅ କିଏ ଏହାକୁ ନେଇ ବହୁତ ବଡ଼ ପ୍ରଶ୍ନ ଉଠିଲାଣି । କେହି ଅନ୍ଦାଜ୍ ନେଇ ଭାବୁଛନ୍ତି କି ସେ ଝିଅ ଟି କୁଆଡେ ଚିନ୍ ର ଝିଅ । ଏମିତି ମଧ୍ୟ କହୁଛନ୍ତି କି ଯେ ସେ ଝିଅ ଚିନ୍ ର ଗୁପ୍ତଚର ହୋଇନଥିବ କାହିଁକି । ସେହି ପରି ସେ ଝିଅ ଙ୍କୁ କାଠ ମାଣ୍ଡୁ ରେ ଅବସ୍ଥାପିତ୍ ଚିନ୍ ର ରାଷ୍ଟ୍ର ଦୂତ ମଧ୍ୟ ଅନୁମାନ କରାଯାଉଛି । ଆଉ କେହି କହୁଛନ୍ତି ସେ ରାଷ୍ଟ୍ର ଦୂତ ହଉଆଙ୍କି ସେତେବେଳ ର ନେପାଳ ର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଙ୍କୁ ହନି ଟ୍ରାଫ ରେ ଫସାଇ ଦେଇଥିଲେ । କିନ୍ତୁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ୍ ହୋଇ ନାହିଁ ।

ଯେ ରାହୁଲ ଗାନ୍ଧୀ ଙ୍କ ସହ ଥିବା ସେ ଝିଅ ହଉଆଙ୍କି ବୋଲି କିନ୍ତୁ ରାହୁଲ ଙ୍କ ର ନାଇଟ କ୍ଲବ ଭିଡିଓ ଟି ଭାଇରାଲ ହେବା ସହିତ ଏହାକୁ ନେଇ ରାଜନୀତି ଚଢିବାରେ ଲାଗିଛି । ତେବେ କଥା ଆରମ୍ଭ ହୋଇଥିଲା କଂଗ୍ରେସ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିଶେଷ ଗ୍ରସ୍ଥ୍ କୁ କଟାକ୍ଷର କରିଥିଲା ଆଉ ଏହାର ମାତ୍ର କିଛି ମିନିଟ ଭିତରେ ବିଜେପି ନେତା ରାହୁଲ ଗାନ୍ଧୀ ଙ୍କ ଏହି ନାଇଟ କ୍ଲବ ଭିଜ୍ୟୁଆଲ୍ କୁ ସେୟାର କରିଥିଲେ ।

ଆଉ ଏହା ପରେ ବିଜେପି ଓ କଂଗ୍ରେସ ପରସ୍ପର କୁ ଟାର୍ଗେଟ କରିବା ରେ ଲାଗିଛନ୍ତି । ଆଉ ଏ ସବୁ ଭିତରେ ନାଇଟ କ୍ଳବ କୁନେଇ ନୁହେଁ ବରଂ ରାହୁଲ ଙ୍କ ସହ ଥିବା ସେହି ଝିଅ ଟି କିଏ ବୋଲି ପ୍ରଶ୍ନ ଉଠିଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.