ଲୋକପ୍ରିୟ ଓଡିଆ ହିରୋଇନ କୋଏଲ ବାନାର୍ଜୀ (Koyel Banerjee) ଦ୍ଵିତୀୟ ବିବାହ ପରେ ପୁତ୍ର ସନ୍ତାନର ମା ହେଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣାମାନେ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଲୋକପ୍ରିୟ ସମସ୍ତ ଅଭିନେତ୍ରୀ ମାନଙ୍କୁ । କାରଣ ସେମାନଙ୍କ ମଧ୍ୟରୁ କେତେକ ହିରୋଇନ ମାନେ ବିବାହ କରିଛନ୍ତି ଆଉ କିଛି ହିରୋଇନ ଏବେ ମଧ୍ୟ ଅଛନ୍ତି ଯେଉଁ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାନ୍ତି । ତେବେ ସେହି ବିବାହ କରିଥିବା ହିରୋଇନ ମାନଙ୍କ ମଧ୍ୟରୁ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ କୋଏଲ୍ ଵାନାର୍ଜି ଯାହାକି ସେ ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି ।

ତେବେ ସେ ପ୍ରଥମେ ଓଡ଼ିଆ ଅଭିନେତା ବବି ମିଶ୍ର କୁ ବିବାହ କରିଥିଲେ ପରେ ତାଙ୍କ ଠାରୁ କିଛି ଅଲଗା ରହିଲେ ପରେ ସେ ତାଙ୍କ ଠାରୁ ଛାଡ଼ପତ୍ର ନେଇ ସେ କାଲକାତା ରେ ରହିଲେ ପରେ ସେ ଅଲଗା ରହି ସେ ଜଣେ ବଙ୍ଗାଳି ହିରୋ କୁ ବାହାହେଲେ । ତେବେ ଆସି ଯାଇଛି ଖୁସି ର ଖବର ତ ମାଆ ହୋଇଛନ୍ତି କୋଏଲ୍ ଵାନାର୍ଜି। ତାହେଲେ ତାଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ନେଇଛନ୍ତି ।

ଆଉ ଏବେ ସେ ମାଆ ହୋଇଗଲେ ଏକ ପୁତ୍ର ସନ୍ତାନ ର । ତେବେ ଗତ ଫେବୃଆରି ମାସରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ କୋଏଲ୍ ବାନାର୍ଜୀ । ଆଉ ବିବାହ ମାତ୍ର 2 ମାସ ପରେ ପୁତ୍ର ସନ୍ତାନ ର ମାଆ ହୋଇଛନ୍ତି କୋଏଲ୍ ବାନାର୍ଜି । ତେବେ ବିବାହ ପୂର୍ବରୁ କୋଏଲ୍ ଓ ତାଙ୍କର ଦ୍ବତୀୟ ସ୍ବାମି ଙ୍କ ସହ ଲିଭିଙ୍ଗ୍ ରିଲେସନ୍ ସିପି ରେ 2020 ଠାରୁ ରହୁଥିଲେ । ଏବଂ ଶେଷରେ ବାହାଘରେ ପରେ ଦୁହିଁ ଙ୍କ ର ଏକ କୁନି ପିଲା ଟିଏ ଏ ଦୁନିଆ କୁ ଆସିଛି ।

ଯାହାକୁ ନେଇ ଦୁହେଁ ବହୁତ ଖୁସି ଥିବାର ନଜର ରେ ଆସିଛନ୍ତି । କୋଏଲ୍ ବାନାର୍ଜି ନିକଟ ରେ ଫେବୃଆରି ମାସରେ ବିବାହ ବନ୍ଧନ ବାନ୍ଧି ହୋଇଥିଲେ । ତେବେ ବବିମିଶ୍ର ଙ୍କୁ ଛାଡ଼ପତ୍ର ଦେବା ପରେ କୋଏଲ୍ ବାନାର୍ଜୀ ଦ୍ବତୀୟ ବିବାହ ରେ ବାନ୍ଧି ହୋଇଥିଲେ । କୋଏଲ୍ ଓ ତାଙ୍କ ସ୍ବାମି 2020 ରୁ ହିଁ ଲିଭିଙ୍ଗ୍ ରିଲେସନ୍ ସିପ୍ ରେ ଏକାଠି ରହୁଥିଲେ । ଯାହା ଫଳ ରେ କି ଦୁହିଁ ଙ୍କ ଭିତରେ ଆନ୍ତରିକତା ସୃଷ୍ଟି ହୋଇଥିଲା ଏବଂ ଶେଷ ରେ ଫେବୃଆରି ମାସରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସରିଲା ପରେ ଏପ୍ରିଲ୍ ମାସ ରେ କୋଏଲ୍ ବାନାର୍ଜୀ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଛନ୍ତି ।

ତେବେ ବର୍ତ୍ତନ ସମୟ ରେ କୋଏଲ୍ ବାନାର୍ଜୀ ଙ୍କ ଏହି ପୁତ୍ର ସନ୍ତାନ କୁ ନେଇ ଖୁବ ଭାଇରାଲ ହେଉଛନ୍ତି ସୋସିଆଲ୍ ମିଡ଼ିଆ ରେ । କାରଣ କୋଏଲ୍ ମାତ୍ର ବିବାହ ର 2 ମାସ ରେ ହିଁ ମାଆ ହୋଇଥିଲେ । କିନ୍ତୁ ସୋସିଆଲ୍ ମିଡ଼ିଆ ରେ ଏବେ ଟ୍ରେଣ୍ଡ ଧରିଛି ସେ ଏତେ ଶୀଘ୍ର କିପରି ମାଆ ହୋଇ ପାରିଲେ । ତେବେ କୋଏଲ୍ ଓ ତାଙ୍କ ଦ୍ବତୀୟ ସ୍ବାମି ପ୍ରାୟ 2020 ରୁ ଏକାଠି ଲିଭିଙ୍ଗ୍ ରିଲେସନ୍ ସିପ୍ ରେ ରହୁଥିଲେ ।

ଏହା ପରେ ଦୁଇଜଣ ଦୁଇଜଣ ଙ୍କୁ ଆଗେ ନିଜ ସମ୍ପର୍କ କୁ ସୁଦୁଢ୍ କଲେ ପରେ ସେମାନେ ବାହାଘର ହେବା ପାଇଁ ମନସ୍ଥ୍ କରିଥିଲେ । ତେବେ ଦୁହେଁ ଦୁହିଁ ଙ୍କୁ ବହୁତ ଭଲ ଭାବରେ ଜାଣିଲ ପରେ ସେ ବାହା ହେଲେ ଆଉ ସେ ଏହି ବାହାଘର ର ସବୁ ଫୋଟ ସେ ସୋସିଆଲ୍ ମିଡ଼ିଆ ରେ ପୋଷ୍ଟ୍ କରି ଜଣାଇ ଥିଲେ ସବୁ ଦର୍ଶକ ମାନଙ୍କୁ ଆଉ ତାଙ୍କ ଫ୍ୟାନ୍ ମାନଙ୍କୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.