ଧିରେ ଧିରେ ବାତ୍ୟା ପାଇଁ ପାଗ ଅନୁକୂଳ ହେଉଛି, ବାତ୍ୟା ହେଲେ ବାତ୍ୟା ର ଗତିପଥ କେଉଁ ଆଡକୁ ରହିବ ? – ଦେଖନ୍ତୁ ଭିଡିଓ

ରାଜ୍ୟ

ସମସ୍ତେ ବାତ୍ୟା ର ନାଁ ଶୁଣିଲେ ଡରି ଯାଆନ୍ତି ତେବେ ବାତ୍ୟା ନାଁ ଶୁଣି ଲୋକମାନେ ତା ବିଷୟ ରେ କଣ ଭାବୁ ନଥିବେ । ତେବେ ବାତ୍ୟା ପାଇଁ ପାଗ ହେଲାଣି ଅନୁକୂଳ । ତେବେ ସୃଷ୍ଟି ହେଇଯିବ କି ବାତ୍ୟା । ତେବେ ଯଦି ହେବ ବାତ୍ୟା ତେବେ ତାହାର ଗତିପଥ କଣ ରହିବ । ତେବେ ଲଘୁଚାପ ସୃଷ୍ଟି ନହୋଇ ଥିବାରୁ ଆକଳନ ନିରନ୍ତର ବଦଳୁଛି । ଭାରତୀୟ ପାଣିପାଗ ବିଭାଗ ର ଅନୁମାନ ରହୁଛି କି ମେ 4 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ଆଖ ପାଖ ଆଞ୍ଚଳ୍ ରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ।

ତାପରେ 6 ତାରିଖ ବେଳକୁ ସୃତ୍ଯୁ ହେବ ଲଘୁଚାପ ।ତେବେ ବାତ୍ୟା କଥା ତ ଏମିତି ରେ ଅନୁମାନ କରେ ନାହିଁ ଆଇ ଏମ ଡ଼ି । ପାଣିପାଗ ସଂସ୍ଥା ଓ ଇୟୁରୋପ୍ ଓ ଆମେରିକା ଭିନ୍ନ ଭିନ୍ନ କଥା କହୁଛନ୍ତି ଆଉ ଉଭୟ ମଡେଲ ରେ ରହିଛି ବାତ୍ୟା ର ଗତିପଥ ଓ ତିବ୍ରତା ଅଲଗା ଅଲଗା । ଆଜି ସଂନ୍ଧ୍ୟା ରେ ରହିଛି ଇୟୁରୋପିୟ ମଡେଲ ଓ ECMWF ର ଆକଳନ ଓ 10 ତାରିଖ ରେ ପାରାଦୀପ ଓ ଭଦ୍ରକ ଭିତ ରେ ଲ୍ୟାଣ୍ଡ ଫଲ୍ ହେବାରେ ସମ୍ଭାବନା ରହିଛି ।

ଗତକାଲି ମଧ୍ୟ ଏହି ସ୍ଥିତି ରହିଥିଲା । କିନ୍ତୁ ଆଜି ସକାଳେ ଗତି ପଥ ଥିଲା ପଶ୍ଚିମ ବଙ୍ଗ ଉପକୂଳ ଆଡ଼େ । ସେପଟ ଆମେରିକା ମଡେଲ ରେ GFC ସମ୍ଭାବ୍ୟ ବାର୍ତ୍ତା ଆସନ୍ତା 10 ତାରିଖ ରେ ଆନ୍ଧ୍ରପ୍ରଦେଶ ଉପକୂଳ ରେ ମାଡ ହେବ ବୋଲି ଦର୍ସାଉଛି । କେତେବେଳେ ସିତାକୋଲମ୍ ପାଖ ରେ ତ କେତେବେଳେ ବିସାଖା ପାଟଣା ପାଖ ରେ ଲ୍ୟାଣ୍ଡ୍ ଫଲ୍ ଦେଖାଉଚି ।

ତେବେ ଯଦି ବାତ୍ୟା ଆସେ ତେବେ ଏହା ଶ୍ରୀକାକୁଲମ୍ ରୁ ଆରମ୍ଭ କରି ବାଙ୍ଗଲାଦେଶ ମଧ୍ୟ ରେ କେଉଁଠି ମଧ୍ୟ ହିଟ ହୋଇ ପାରେ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଯାଇ ସ୍ପଷ୍ଟ୍ ହୋଇ ପାରିବ । GFC ମଡେଲ ଭୟଙ୍କର ବାତ୍ୟା ର ଅନୁମାନ୍ କରୁ ପାରିଥିବା ବେଳେ ଇୟୁରୋପ୍ ବାର୍ତ୍ତା ର ଅନୁମାନ କରୁଛି ।

ତେବେ ସେପଟେ ଜାସନ ନିକୋଲସଙ୍କ ଅନୁମାନ୍ ଯେ ତେବେ ଚଳିତ ସପ୍ତାହ ଶେଷ ଆଡକୁ ଆଣ୍ଡାମାନ ଦ୍ବୀପ ନିକଟ ରେ ଲଘୁଚାପ କ୍ଷେତ୍ର୍ ସୃଷ୍ଟି ହେବ । ଏହା ସମ୍ପୁର୍ଣ୍ଣ ରୂପେ ବଙ୍ଗୋପ ସାଗର ରେ ଘନିଭୁତ ହୋଇ ଅବପାତ କିମ୍ବା ବାତ୍ୟା ର ରୂପ ନେଇ ପାରେ । ତେଣୁ ଆସନ୍ତା ସପ୍ତାହ ରେ ପୂର୍ବ ଭାରତ ଉପକୂଳ ରୁ ବାଙ୍ଗାଲାଦେଶ ଉପକୂଳ ଅଞ୍ଚଳ ମଧ୍ୟ ରେ କଣ ପ୍ରଭାବ ପକାଇବ ତାହା ନେଇ ଲକ୍ଷ ରଖିବାକୁ ପଡିବ ।

ତେବେ ଏତେ ଖରା କାଳ ବୈସାଖୀ ଭିତ ରେ ଆଉ ଆଗକୁ ବଡ଼ ଝଡ଼ ଆଶଙ୍କା ଫନି ଅମ୍ଫାନି ପରେ ମେ ରେ ବାତ୍ୟା ଆଶଙ୍କା ସବୁବେଳେ ରହୁଛି । ବି ଏମ ସି ପ୍ରସ୍ତୁତି ବୈଠକ କରିଛି ତଳି ଅଞ୍ଚଳ ବାସି ଙ୍କୁ ଆଶ୍ରୟ ସ୍ଥାନ କୁ ସ୍ଥନାନ୍ତର 72 ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ ରଖିବା ଆଉ ବର୍ଷା ସମୟ ରେ ଜଳବନ୍ଦୀ ଏ ନେଇ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ନିଆଜାଇଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.