ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ ରହିଛି ତେବେ ଆପଣ ଲକ୍ଷପତି ହୋଇଯିବେ, ଜାଣିବା ପାଇଁ ଦେଖନ୍ତୁ ଭିଡିଓ

ବିଶେଷ

ଆପଣ ମାନେ ଜାଣିଛନ୍ତି କି ଆପଣ ଙ୍କ ପାଖ ରେ ପୁରୁଣା ନୋଟ ଥିଲେ ଆପଣ ହେଇଯିବେ ମାଲାମାଲ । ଏହି ପୁରୁଣା ନୋଟ ଥିଲେ ଆପଣ ପାଇବେ ଲକ୍ଷେ ଲକ୍ଷେ ଟଙ୍କା । ଏହାକୁ ଆପଣ ମାନେ ମିଛ ବୋଲି କେବେ ହେଲେ ଭାବନ୍ତୁ ନାହିଁ ଏହା ଏକ ସତ କଥା ଯାହାକୁ ଆପଣ ମାନେ ବିଶ୍ୱାସ କଲେ ମଧ୍ୟ ଏହା ସତ କଥା । ଚଳିତ ବର୍ଷ ଦୀପାବଳି ରେ କିଛି ପୁରୁଣା ନୋଟ ଆଉ କିଛି ମୁଦ୍ରା ଆପଣ ଙ୍କ ଭାଗ୍ୟ କୁ ନିହତି ଭାବରେ ବଦଳାଇ ଦେଇ ପାରେ ।

ଏହି ନୋଟ ପାଇଁ ଓ ମୁଦ୍ରା ପାଇଁ ଆପଣ ମାନେ ଲକ୍ଷପତି ହେବାରେ ସୁଯୋଗ ରହିଛି । ତେବେ ଆଉ ଆପଣ ମାନେ ଡେରି ନକରି ଏବେଠୁ ଆପଣ ମାନେ ଏମିତି ଏକ ନୋଟ ଖୋଜିବା ଆରମ୍ଭ କରି ଦିଆନ୍ତୁ । ଯଦି ଆପଣ ମାନଙ୍କ ପାଖରେ ଏମିତି ଏକ ନୋଟ ଅଛି ତେବେ ଆପଣ ମାନେ ଲକ୍ଷପତି ହେବା ନିହାତି ଭାବରେ ନିଶ୍ଚିତ ଅଟେ ।

ତେବେ ଯଦି ପୁରୁଣା ନୋଟ ରେ ଏତେ ଲାଭ ତେବେ ଆପଣ ମାନେ ଜଣାନ୍ତୁ ପୁରୁଣା ନୋଟ କୁ କ’ଣ କଲେ ଯାଇ ଲକ୍ଷପତି ହୋଇ ପାରିବେ । ଆପଣ ଙ୍କୁ କେବଳ ebay ୱବେ ସାଇଟ୍ କୁ ଯିବାକୁ ପଡିବ । ସେଠାରେ ଆପଣ ମାନେ ଆପଣ ଙ୍କ ନୋଟ ଉପରେ ବଲି ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରିବେ ।

ତେବେ ବର୍ତ୍ତମାନ ଆପଣ ମାନେ ଜଣାନ୍ତୁ ଆପଣ ମାନେ ଏଠି ପାଇଁ କେଉଁ ନୋଟ ସବୁ ନେବାକୁ ହେବ । ଭାରତୀୟ ମୁଦ୍ରା ରେ କଣ ଦେଖିବାକୁ ମିଳୁଥିବା ନୋଟ ଗୁଡାକ ନିଲାମ ebay ରେ ଡକାଜାଏ । ebay ରେ ସବୁବେଳେ ବୋଲି ଡକାଇ ଥାଏ । ebay ରେ ଯେ କୌଣସି ସାଧାରଣତ ବ୍ୟକ୍ତି ଅଂଶ ଗ୍ରହଣ କରି ପାରିବେ ।

786 କ୍ରମିକ୍ ନୋଟ ଉପରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲି ରେ ଡକାଇ ପାରିବେ ଗ୍ରାହକ । ଏହା ପରେ ଯଦି ଆପଣ ଙ୍କ ପାଖରେ 786 କ୍ରମିକ ନୋଟ ନାହିଁ ତେବେ ଆପଣ ମାନେ ସମାନ ନମ୍ବର ଥିବା ନୋଟ ରୁ ମଧ୍ୟ ରୋଜଗାର କରି ପାରିବେ । ନିକଟ ରେ ଏକ 10 ଟଙ୍କିଆ ନୋଟ ମିଳିଥିଲା ଯେଉଁ ଥିରେ କ୍ରମିକ ନମ୍ବର ସମାନ ଥିଲା ଏହି ସବୁ ନୋଟ ବଦଳ ରେ ବୋଲି ଲଗାଇ ଥିବା ଗ୍ରାହକ ଙ୍କୁ 3ହଜାର 300 ଟଙ୍କା ମିଳିଥିଲା ।

ତେଣୁ ଆପଣ ମାନେ ମଧ୍ୟ ସେହିପରି କିଛି ବିଶେଷ ନୋଟ ରୁ ରୋଜଗାର କରିବାକୁ ସକ୍ଷମ ହୋଇ ପାରିବେ । ତେବେ ଏହି ପରି ଆପଣ ଙ୍କ ପାଖରେ 1 ଟଙ୍କିଆ ନୋଟ ଅଛି ଆଉ ତାଙ୍କୁ 1917 ମସିହା ରେ ଛପା ଯାଇଛି ତାହେଲେ ଏହି ନୋଟ ର ମୂଲ୍ୟ ବର୍ତ୍ତମାନ 10,250 ଟଙ୍କା ରହିଛି । ଯଦି ଆପଣ ମାନଙ୍କ ପାଖ ରେ ଏପରି ନୋଟ ରହିଛି ତେବେ ଏହାର ବୋଲି ଲଗାଇ ବାରେ ଆପଣ ଙ୍କୁ 10,250 ଟଙ୍କା ମିଳି ପାରିବ ।

ତେବେ ଆପଣ ଙ୍କ ପାଖ ରେ ପୁରୁଣା 10 ଟଙ୍କିଆ ନୋଟ ଯଦି ଥିବ ଆଉ ଏହାକୁ 1951 ମସିହା ଛପା ଯାଇ ଥାଏ ଆଉ ତାହା ଧଳା ଓ ହାଲକା ନୀଳ ରଙ୍ଗ ର ହୋଇ ଥାଏ ତେବେ ଏଥିରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ । ତେବେ ବହୁ ବର୍ଷ ପୁରୁଣା ପାଇଁ ଏହି ନୋଟ ଗୁଡିକୁ ବହୁତ କମ ଦେଖିବାକୁ ମିଳିଥାଏ ।

ତେବେ ବୈଷ୍ଣବ ମାଆ ଙ୍କ ର 5 ଓ 10 ଟଙ୍କିଆ କଏନ୍ ସମ୍ପର୍କ ରେ । ତେବେ ଆପଣ ଙ୍କ ପାଖ ରେ ଯଦି ମାତା ବୈଷ୍ଣବୀ ଙ୍କ ର 5 ଓ 10 ଟଙ୍କିଆ ମୁଦ୍ରା ଅଛି ତେବେ ଆପଣ ମାନେ ଏହାକୁ ବିକ୍ରି କରି ବହୁତ ଟଙ୍କା ରୋଜଗାର କରି ପାରିବେ । ଯଦି ଏହି ମୁଦ୍ରା ଗୁଡିକ 2002 ମସିହା ରେ କରାଯାଇଛି ।

ବୈଷ୍ଣବୀ ମାଆ ଙ୍କୁ ସମସ୍ତେ ଶ୍ରଦ୍ଧା ର ସହ ସମସ୍ତେ ପୂଜା କରି ଥିବାରୁ ଏହି ମୁଦ୍ରା କୁ ବହୁତ ଭାଗ୍ୟବାନ ବୋଲି ସମସ୍ତେ ଭାବିଥାନ୍ତି ମଧ୍ୟ। ତେଣୁ ଏହି ପରି ମୁଦ୍ରା କୁ ଲକ୍ଷ ଲକ୍ଷ ଟଙ୍କା ରେ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.