ଯାତ୍ରା ସୁପର ଷ୍ଟାର ବିନୋଦଙ୍କ (Binod) ବଡ ଖୁଲାସା, କହିଲେ ଦର୍ଶକ କ୍ଷମା କରିବେ, ଯାତ୍ରାରେ ଅଭିନୟ କରିବେ ନାହିଁ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ଅଭିନେତା ମାନେ ତାଙ୍କ ଅଭିନୟ ସିନେମା ହଉ କି ଧାରାବାହିକ ହଉ କିମ୍ବା ଯାତ୍ରା ହଉ ସେ ତାଙ୍କ ଅଭିନୟ ଜମଦାର କରନ୍ତି । ତେବେ ଅଭିନେତା ହଉ କି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଯାତ୍ରା ଦୁନିଆ ରେ ଅଭିନୟ ଆରମ୍ଭ କରିଛନ୍ତି । ତେବେ ଆମେ ମାନେ ଅଭିନେତା ବିନୋଦଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।

ନିଜର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ ।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରିଥାଏ ଆଉ ସମସ୍ତେ ମଧ୍ୟ ପସନ୍ଦ କରିଛନ୍ତି ।ଏହା ସହିତ ଅଭିନୟ ଦୁନିଆରେ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରିଥାଏ।

ସେ ଜଣେ ବହୁତ ଭଲ ଅଭିନେତା ହେବା ସହ ନିଜର ଅଭିନୟ ମାଧ୍ୟମ ରେ ସମସ୍ତ ଙ୍କ ପ୍ରିୟ ଭାଜନ ହୋଇ ପରିଛନ୍ତି । ତେବେ ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ। ସେ ଜଣେ ବହୁତ ଭଲ ଅଭିନେତା ମଧ୍ୟ ଅଟନ୍ତି। ନିଜର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।

ତେବେ ଏହି ଅଭିନେତା ଜଣକ ଅନେକ ଯାତ୍ରାରେ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ତେବେ ଏହି ଅଭିନେତା ଜଣକ ଅନେକ ଯାତ୍ରାରେ ଅଭିନୟ କରି ସାରିଛନ୍ତି। ଏହା ସହିତ ଅନେକ ଲୋକଙ୍କ ପ୍ରିୟ ଅଭିନେତା ସେ ଅଟନ୍ତି ଆଉ ସେ ତାଙ୍କ ଅଭିନୟ ପାଇଁ ସେ ଯାତ୍ରା ଦୁନିଆ ରେ ଏକ ଜଣା ଶୁଣା ଅଭିନେତା ।

ତେବେ ସେ ଅନେକ ଦିନ ଧରି ଯାତ୍ରା ଦୁନିଆରେ ଅଭିନୟ କରି ଆସୁଛନ୍ତି।ଏହା ସହିତ ଅଭିନୟ ଦୁନିଆରେ ସେ ନିଜର ଏକ ବହୁତ ବଡ଼ ପରିଚୟ ସୃଷ୍ଟି କରି ପାରି ଥିଲେ। ଏହା ସହିତ ଏହି ଅଭିନେତା ବାସ୍ତବରେ ଜଣେ ବହୁତ ବଡ଼ ଅଭିନେତା ଅଟନ୍ତି ଯାହା ପାଇଁ ସେ ଆଜି ଲୋକପ୍ରିୟ ହୋଇ ପରିଛନ୍ତି ।

ଏହା ସହିତ ସେ ଜଣେ ବହୁତ ପ୍ରତିଷ୍ଠିତ ଅଭିନେତା ଭାବରେ ନିଜକୁ ପରିଚିତ କରିବାରେ ମଧ୍ୟ ସଫଳ ହୋଇ ପାରିଥିଲେ।ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା ଥିଲେ । ତେବେ ଅନେକ ଯାତ୍ରାରେ ଅଭିନୟ କରି ସେ ଅନେକ ଲୋକପ୍ରିୟ ହୋଇ ଯାଇ ଥିଲେ।ପ୍ରାୟ ୨୫ ବର୍ଷ ଧରି ଯାତ୍ରା ଦୁନିଆରେ ସେ ଅଭିନୟ କରି ଆସୁ ଅଛନ୍ତି । ତେବେ ଏହି ଅଭିନେତା ଜଣକ ବାସ୍ତବରେ ଜଣେ ବହୁ ପ୍ରତିଭା ସମ୍ପର୍ଣ୍ଣ ଅଭିନେତା ଅଟନ୍ତି।

ତେବେ ଏବେ ଏପରି ଏକ ଘଟଣା ଘତିବାକୁ ଯାଉଛି ଯାହା କି ଶୁଣିଲେ ନିଶ୍ଚିତ ଭାବରେ ଦୁଃଖ ଲାଗିବ। ସେ ନିଜର ପୁରୁଣା ଗଣନାଟ୍ୟ ଛାଡ଼ି ବର୍ତ୍ତମାନ ନୂଆ ଗଣନାଟ୍ୟ ଆସିଛନ୍ତି। ଏହା ସହିତ ତାଙ୍କୁ ଏହାର କାରଣ ପଚାରିବା ସମୟରେ ସେ କହିଥିଲେ କି ସେ ଆଉ ଅଧିକ ଦିନ ଅଭିନୟ କରିବେ ନାହିଁ।ଏହା ସହିତ ସେ ଅଭିନୟ ଜୀବନରୁ ସବୁଦିନ ପାଇଁ ସନ୍ନ୍ୟାସ ନେବାକୁ ଯାଉଛନ୍ତି।ସେହି କାରଣ ପାଇଁ କିଛି ନୂଆ ଅନୁଭବ ପାଇବା ପାଇଁ ସେ ନୂଆ ଗଣନାଟ୍ୟ ଆସିଛନ୍ତି ବୋଲି କହିଥିଲେ ଯାହାକି ଆବେ ସୋସିଆଲ୍ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ଅଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.