ଓଡିଶା ର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା (Aseema Panda) ଙ୍କ ଜୀବନ କାହାଣୀ, ସ୍ଵାମୀଙ୍କ ଫଟୋ, କଲେଜ ଲାଇଫ, ବୟସ ପ୍ରଥମ ଥର ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ତେବେ ବନ୍ଧୁଗଣ ଆଜିକା ସମୟ ରେ ମ୍ୟୁଜିକ୍ ଏକ ସମସ୍ତ ଙ୍କ ଜୀବନ ର କିଛି ଅଂଶ ହେଇଯାଇଛି । ଯାହାକି ସମସ୍ତେ ବହୁତ ଭଲ ପାଆନ୍ତି ମ୍ୟୁଜିକ୍ କୁ । ତେବେ ଓଡ଼ିଆ ସଂଗୀତ ଶୁଣିବାକୁ ଲୋକମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହାକୁ ନେଇ ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ ଅଧିକ ଗ୍ରେସ ଦେଖିବାକୁ ମିଳୁଛି । ଖାସ କରି ୟୁଟ୍ୟୁବ୍ ରେ ଅଧିକ ମାତ୍ରା ଦର୍ଶକ ମାନେ ଦେଖିବାକୁ ଆଉ ଶୁଣିବାକୁ ପସନ୍ଦ କରୁଛନ୍ତି ।

ବନ୍ଧୁ ମାନେ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ସଂଗୀତକାର ମାନଂକୁ ବେସ ପସନ୍ଦ କରିବା ସହ ତାଙ୍କୁ ବହୁତ ଭଲ ଭାବରେ ଜାଣିଥିବେ କାରଣ ଏବେ ଯେହେତୁ ସଂଗୀତ କୁ ଏତେ ଭଲ ପାଉଛନ୍ତି ତେବେ ସେହି ଗୀତ କୁ ଯିଏ ଗାଉଛି ତାଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ।

ସେଇ ସଂଗୀତକାର ମାନଙ୍କ ମଧ୍ୟ ଜଣେ ହେଉଛନ୍ତି ଅସୀମା ପଣ୍ଡା । ଅସୀମା ପଣ୍ଡା ଙ୍କ ଗୀତ ଦର୍ଶକ ମାନଙ୍କୁ କେତେ ମନଲୋଭା କରିଛି ଯାହାକୁ ଶୁଣିବାକୁ ଦର୍ଶକ ମାନେ ବେସ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଆଜି ଆମେ ମାନେ ଜାଣିବ ପ୍ରସିଦ୍ଧିଲାଭ କରିଥିବା ଅସୀମା ଙ୍କ ବିଷୟ ରେ । ଅସୀମା ପଣ୍ଡା କେବେ ଜନ୍ମ ହୋଇଥିଲେ ଆଉ ସେ କିପରି ଜୀବନ ଜାପାନ କରନ୍ତି ଆଉ ତାଙ୍କର ମହତ୍ତ୍ବପୁର୍ଣ୍ଣ ଘଟଣା ବିଷୟ ରେ ।

ଲୋକପ୍ରୀୟ ଅଭିନେତ୍ରୀ ଅସୀମା ପଣ୍ଡା ୧୯୮୯ ମସିହା ଆଗଷ୍ଟ୍ ମାସ ୮ତରିଖ ରେ ଜନ୍ମ ହୋଇଥିଲେ । ଆଉ ତାଙ୍କ ର ଜନ୍ମ ଢେଙ୍କାନାଳ ଠା ରେ ହୋଇଥିଲା । ତେବେ ଅସୀମା ପଣ୍ଡା ଙ୍କ ବୟସ ୟୁଟ୍ୟୁବ୍ ରେ ୩୯ ବୟସ ଦେଖାଉଚି ଯାହା କି ଏହ ସମ୍ପୁର୍ଣ୍ଣ ରୂପେ ଭୁଲ ଅଟେ । ଅସୀମା ପଣ୍ଡା ଙ୍କ ବୟସ ବର୍ତ୍ତମାନ ସମୟ ରେ କେବଳ ୩୨ ବୟସ । ଅସୀମା ପଣ୍ଡା ୪ରୁ ୫ ବୟସ ଭିତ ରେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ ।

ଆଉ ଗୌରବ ର କଥା ଏହି ଯେ କି ଅସୀମା ପଣ୍ଡା ପିଲା ଦିନରୁ ନିଜ ବାପା ଓ ମାଆ ଙ୍କ ପ୍ରେରଣା କ୍ରମେ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ । ଆଉ ସେ ବହୁତ ମଞ୍ଚ୍ ରେ ସେ ନିଜର କଳା ର ପ୍ରତିଭା ର ପ୍ରଦର୍ଶନ କରିଛନ୍ତି । ତେବେ ଅସୀମା ପଣ୍ଡା ତାଙ୍କ ର କଳା ଓ ପ୍ରତିଭା କୁ ଦେଖେଇ ଅନେକ ପୁରସ୍କାର ମଧ୍ୟ ଅର୍ଜନ କରିଥିଲେ ।

ଅସୀମା ପଣ୍ଡା ବହୁତ ପିଲା ଦିନରୁ ତାଙ୍କ ଗୀତ ପାଇଁ ପସନ୍ଦନିୟ ହୋଇ ପାରିଛନ୍ତି ଆଉ ନିଜ ପରିବାର ପାଇଁ ସେ ଗର୍ବ ର ବିଷୟ ପାଲଟି ଯାଇଛନ୍ତି । ଅସୀମା ପଣ୍ଡା ଙ୍କ ମାଆ ଙ୍କ ନାଁ ହେଉଛି ସୁଜାତା ପଣ୍ଡା ଆଉ ତାଙ୍କ ଭାଇ ଙ୍କ ନାଁ ହେଉଛି ଆକାଶ ପଣ୍ଡା ଆଉ ତାଙ୍କ ବାପା ଅସୀମା ପଣ୍ଡା ଙ୍କୁ ବହୁତ ଭଲ ପାଆନ୍ତି ।

ଅସୀମା ପଣ୍ଡା ୨୦୧୪ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତାଙ୍କ ସ୍ବାମି ଙ୍କ ନାଁ ହେଉଛି ମାନସ । ବିବାହ କରିବା ର କିଛି ଦିନ ପରେ କିଛି ପାରିବାରିକ କାରଣ ପାଇଁ ସେ ଅଲଗା ହୋଇ ଯାଇଥିଲେ । ତେବେ ଏଇ କିଛି ଦିନ ହେଲାଣି ଅସୀମା ପଣ୍ଡା ଙ୍କ ର ଦ୍ବତୀୟ ବିବାହ ହେବାକୁ ଯାଉଛି କିନ୍ତୁ ଏହା ମିଥ୍ୟା ଖବର ସେ ଦ୍ବତୀୟ ବିବାହ କରୁ ନାହାନ୍ତି ସେ ତାଙ୍କ ଦୁନିଆ ରେ ଏବେ ବହୁତ ଖୁସି ରେ ଅଛନ୍ତି । ତେବେ ଅସୀମା ପଣ୍ଡା ଏବେ କଟକ ଠାରେ ବହୁତ ଖୁସି ରେ ଅଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.