ଭଗବାନଙ୍କ ଅଲୌକିକ ଲୀଳା – ପାହାଡ ଉପରେ ଫୁଟିଲା ପଦ୍ମ ଫୁଲ, ସତ ହେଲା ମାଳିକା ବଚନ.. ଦେଖନ୍ତୁ ଭିଡିଓ

ମାଳିକା

ଗଞ୍ଜାମ ଜିଲ୍ଲା ର ଚମ୍ପେଇତପୁର ଗ୍ରାମ ର ପର୍ବତ ଶିଖର ରେ ପାହାଡ ଟି ଅଟେ । ତେବେ ଏହି ପାହାଡ଼ ଟି ଗ୍ରାମ ରେ ଥିବା ବୁଢା ଆମ୍ବଗଛ ଠାରୁ 1 କିଲୋମିଟର ଦୂରରେ ଏହି ପର୍ବତ ମାଳା ରେ ଅବସ୍ଥିତ । ତେବେ ଏହି ପାହାଡ ଉପରେ ଦୁଇଟି ଗୁମ୍ଫା ରହିଛି । ଏହୁ ଗୁମ୍ଫା ସହିତ ବଡ ବଡ ପଥର ଦେହ ରେ ବାବା ଭୋଲନାଥ , ଜଗନ୍ନାଥ କସ୍ୟପ ଭୋଳାନାଥ ଙ୍କ ପଦ ଚିହ୍ନ୍ ଓ ପର୍ବତ ଶିଖର ରେ ପଦ୍ମ ମଧ୍ୟ ଫୁଟିବା ର ଦେଖିବାର ମିଳିଛି । ଏହି ଦୃଶ୍ୟ ଦେଖିଲେ ମନେପଡେ ମହାପୁରୁଷ ଅଚ୍ୟୁତଙ୍କ ର ମାଳିକା କଥା ।

ମାଳିକା ବହିରେ ଲେଖା ଥିଲା କି ପର୍ବତ ସିଖରେ ଫୁଟିଲା କଇଁ ମସ୍ତକେ ମୋହର ଲଗାଇ ଦିଅ ହେ ସାଇଁ । ସର୍ବମ୍ ଶିବ ମେ ଜଗତ ପାହାଡ଼ ର ପଥର ରେ ରହିଛି ଦୈବି ଚିହ୍ନ୍ ଆଉ ରହି ଯାଇଛି ଦୈବି କୁଣ୍ଡ । ଏହି କୁଣ୍ଡ ମାନଙ୍କ ମଧ୍ୟ ରୁ ଗୋଟିଏ କୁଣ୍ଡ ରେ ଫୁଟିଛି କଇଁ ଫୁଲ । ବର୍ଷ ଯାକ ଏ କୁଣ୍ଡ ରେ ବାବା ଙ୍କ ହିସାବ ରେ ପାଣି ସବୁବେଳେ ଏପରି ଭାରି ରହେ ।

ଏହି ପାହାଡ ରେ ରହୁଛି ଭଗବାନ ଙ୍କ ପଦ ଚିହ୍ନ । ବାବା ଙ୍କ ହିସାବ ରେ ଏ ପର୍ବତ ରେ ଏ ପଦ ଚିହ୍ନ ଭଗବାନ ଶିବଙ୍କ ର ପାଦ ଚିହ୍ନ ଅଟେ । ଯାହା ପାହାଡ଼ ର ଅନେକ ଜାଗାରେ ଦେଖିବାକୁ ମିଳେ । ବାବାଙ୍କ କହନ୍ତି ଏହି ପାହାଡ ର ଏହି ପଥର କୁ ଭାଙ୍ଗିବାକୁ ଆସିଥିଲେ ଜଣେ ପଥରୁଆ ହେଲେ ତାଙ୍କ ର ଦୁଇଜଣ ସନ୍ତାନ ଙ୍କ ମୃତ୍ଯୁ ପରେ ସେ ଆଉ ପଥର ନ ଭାଙ୍ଗି ଜାଗା ଛାଡି ଚାଲିଗଲେ ।

ଏହି ଦୁର୍ଗମ ପାହାଡ ରେ ଏହି ଠାକୁର ଙ୍କ ଦର୍ଶନ ପାଇଛନ୍ତି କାଳିଆ ବାବା । ପାହାଡ଼ ରେ ରହିଛି ଦୁଇଟି ଗୁମ୍ଫା । ଗୋଟିଏ ହେଉଛି ଜମ୍ବେଶ୍ଵର ଗୁମ୍ଫା ଓ ଆଉ ଗୋଟିଏ ହେଉଛି ଭବାନି ଶଙ୍କର ଗୁମ୍ଫା । ଆଜିଠୁ ପ୍ରାୟ 10 ବର୍ଷ ତଳେ ସ୍ବପ୍ନ ରେ ବାବା ଙ୍କୁ ଏହି ସ୍ଥାନ ର ସନ୍ଧାନ ମିଳିଥିଲା । ଆଉ କାଳିଆ ବାବା ପଳେଇ ଆସିଥିଲେ ଏହୁ ଭଗବାନ ପାଖ କୁ । ଏହି ପାହାଡ ରେ ଶିବ ପାର୍ବତୀ ଗଣେଶ ଙ୍କୁ ସେ ଦର୍ଶନ କରିଥିଲେ ଆଉ ରାମଜି ଙ୍କୁ ଦର୍ଶନ କରିଥିଲେ ତାହା ସହିତ ଜଗନ୍ନାଥ ଙ୍କୁ ମଧ୍ୟ ଦର୍ଶନ କରିଥିଲେ ।

ତଳୁ ପାଣି ଆଣି ପୂଜା କରିବା ପାଇଁ ଲୋକ ମାନେ ମନା କରୁଥିବାରୁ ଉପରେ ପାଣି ମଧ୍ୟ ବାହାରିଥିଲା । ଏ ସବୁ ଭଗବାନ ଙ୍କ କୃପା ବୋଲି ସେ କହୁଛନ୍ତି । ତେବେ ବାବା ଙ୍କ କହିବା ଅନୁସାରେ 5 ଟି କୁଣ୍ଡ ରହିଛି କିନ୍ତୁ 3 ତୁ କୁଣ୍ଡ ର ସନ୍ଧାନ ମିଳିଛି ଯାହା ଦ୍ବାରା ସେ ଭଗବାନ ଙ୍କୁ ପୂଜା କରୁଛନ୍ତି ସେଇଠୁ ପାଣି ଆଣି । ତେବେ ସମୟ ଆସିଲେ ଏବଂ ଭଗବାନ ଙ୍କ କୃପା ହେଲେ ସେ 2ଟା କୁଣ୍ଡ ମଧ୍ୟ ବାହାରକୁ ଆସିବ ।

ତେବେ ଗଣମାଧ୍ୟମ ସାମ୍ନା ରେ ଏ ସ୍ଥାନ ର ଉଦ୍ଧାର ଓ ରକ୍ଷ୍ୟଣ୍ ବେକ୍ଷଣ ପାଇଁ ଗଣ ମାଧ୍ୟମ ଜରିଆରେ ଜନାଇଛନ୍ତି କାଳିଆ ବାବା । ସବୁ ମୋହ ମାୟା ଛାଡି ଏହି ପାହାଡ଼ ରେ କାଳିଆ ବାବା ନିଜର ବାସ ସ୍ଥାନ ରୂପେ ତିଆରି କରିଛନ୍ତି । ଏହି ପାହାଡ଼ ର ଗୁମ୍ଫା ମଧ୍ୟରେ ଧ୍ୟାନ ରତ ହୋଇ ନିଜ ଭିତରେ ଥିବା ସେହି ଅଦୃଶ୍ୟ ଶକ୍ତା କୁ ସେ ଖୋଜୁଛନ୍ତି ।

ସେ ଏହା ସହ ସମସ୍ତ ମାନବ ଜାତି ସହ ସେ ଏ ସ୍ଥାନ ଓ ଏ ସ୍ଥାନ ର ଅଲୌକିକତା ଓ ଦୈବତା କୁ ବାଣ୍ଟିବା ପାଇ ବାବା ଆମ ପାଇଁ ମାଧ୍ୟମ ହୋଇଛନ୍ତି । ତେବେ ବାବା ଙ୍କ ହିସାବରେ ମାନିବ ଯଦି ଠାକୁର ସେ ନ ମାନିଲେ ସେ ପଥର । ତେବେ ଏହି ସ୍ଥାନ ପୁରା ପ୍ରାକୃତ ସୌନ୍ଦଜରେ ଅଧାରିତ ରହିଛି । ଏହାକୁ ଦୂର ଦୁରାନ୍ତର ଦର୍ଶକ ମାନେ ଆସନ୍ତି ଥରେ ଦେଖିବାକୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.