ଆ ହାଃ କି ମନଲୋଭା ଦୃଶ୍ୟ, ମହାପ୍ରଭୁଙ୍କ ଦର୍ଶନ ପାଇଁ ନେଉଳ ଧାଇଁ ଧାଇଁ ଆସିଛି, ଦୃଶ୍ୟ ଦେଖିଲେ ମନ ଉଲ୍ଲସିତ ହୋଇଯିବ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଜଗତ ର ଜଗନ୍ନାଥ ଙ୍କ ନାଁ ଶୁଣି ଦେଲେ କେତେ ପାପ କ୍ଷୟ ହୋଇ ଯାଏ । ଆଉ ତାଙ୍କୁ ଥରେ ଦେଖି ଦେଲେ କେତେ ଜନ୍ମ ର ପାପ କ୍ଷୟ ହେଇ ଯାଏ ତାହା ଅନୁମାନ କରି ହେବ ହିଁ ନାହିଁ । ସେ ଜଗତ ର ନାଥ ସେଇ ସେଇଠି ପାଇଁ ତ ତାଙ୍କ ନାଁ ଜଗନ୍ନାଥ ରଖାଯାଇଛି ସେ ଭକ୍ତ ର ଦୁଃଖ କୁ ସହି ପାରନ୍ତିନି ସେଇଠି ପାଇଁ ତ ତାଙ୍କୁ ଭାବ ର ଠାକୁର ବୋଲି କୁହା ଯାଇଛି । ସେ ସମସ୍ତ ଙ୍କ ଦୁଃଖ କୁ ହରାନ୍ତି ସେ ଛୋଟ ବଡ଼ କିଛି ବି ଦେଖନ୍ତି ନାହିଁ ସମସ୍ତ ଙ୍କ ପାଇଁ ସମାନ ନ୍ୟାୟ୍ ।

ତେବେ ମଣିଷ ମାନଙ୍କ୍ ପଦ ପାଦ କୁ ତିଳେ ହେଲେ ଡର ନାହିଁ ଏହି ନେଉଳ ର । ନେଉଳ ଟି ନିର୍ଭୟ ରେ ବୁଲୁଛି ଶ୍ରୀ ମନ୍ଦିର ଦ୍ବାର ମୁହଁ ରେ । ଆଉ ନିଜ ମୁଣ୍ଡ ଟୁଙ୍ଗାରି କି କହୁଛି ସେ ଜଗତ ର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ । ସେ ମଣିଷ ହେଉ କି ଦେବତା କି ଜୀବ ଜନ୍ତୁ କିମ୍ବା ସେ ଦାନବ ହଉ ସେ ବାସ ଟିକେ ତ ଭକ୍ତି ଓ ଶ୍ରଦ୍ଧା ଡାକି ଦେଲେ ସେ କଳା ଠାକୁର ଦୌଡି ଆସନ୍ତି ଭକ୍ତ ପାଖକୁ । ତାଙ୍କ ଦ୍ବାର କୁ କାହାକୁ ବି ମନା ନାହିଁ । ସେ ହେଉଛନ୍ତି ପରା ଭାବର ଠାକୁର । ଆମ କଳା ଠାକୁର ।

ଏତେ ଭିଡ଼ ଭିତରେ ମଧ୍ୟ ନେଉଳ ଟି ଧାଇଁ ଆସିଛି କଳା ଠାକୁର କୁ ଦେଖା କରିବା ପାଇଁ । ତାର ଭକ୍ତି ଓ ଶ୍ରଦ୍ଧାପୂର୍ଣ୍ଣ ରେ ଠାକୁର ର ଙ୍କୁ ଟିକେ ଦେଖା କରିବା ପାଇଁ । ସେଇଠି ପାଇଁ ତ ସେ ନିର୍ଭୟ ରେ ଚାଲି ଆସିଛି ଶ୍ରୀ ମନ୍ଦିର କୁ । ପତିତ ପାବନ କୁମଟ କୁ ଟିକେ ଚାହିଁ ଥକା ମନକୁ ନିଜ ର ଲୟ ରଖିବାକୁ ଚେଷ୍ଟା କରୁଛି କଳା ଠାକୁର ଉପରେ । ଏତେ ଦିନ ପରେ ଆଜି ଦେଉଳ ଫିଟିଛି ବୋଲି ତା ପାଖରେ ମଧ୍ୟ ଖବର ପହଁଞ୍ଚିଛି । ଆଉ ସେ କେତେ ଆଶା ରଖି ଧାଇଁ ଆସିଛି ଦେଖା କରିବା ପାଇଁ ।

କାଳିଆ କୁ ଦେଖିବ ବୋଲି ଶ୍ରୀ ମନ୍ଦିର ଆସିଛି । କୋଭିଡ୍ କଟକଣା ରେ ବହୁଦିନ ଧରି ମନ୍ଦିର୍ ବନ୍ଦ ଥିଲା ଆଉ ଶ୍ରଦ୍ଧାଳୁ ଯିବା ଆସିବ ମନା ଥିଲା ଆଉ ଭକ୍ତ କିପରି ରହି ପାରିବ ଭଗବାନ ଙ୍କୁ ଛାଡି । ଆଉ ଏତେ ଦିନ ପରେ ଯାଇ ଆଜି ଶ୍ରୀ ମନ୍ଦିର ଖୋଲିଲା ଆଉ ଭକ୍ତ ଆଶା ପୂରଣ ହେଲା । ଭାବ ର ଠାକୁର ସେ ଭାବ ଭୁଝି ଖୋଲିଚି ତା ଶ୍ରୀ ମନ୍ଦିର ର ଦ୍ବାର ।

ଆଉ ଭକ୍ତ ଙ୍କ ପାଇଁ ସିଂହ ଦ୍ବାର ଖୋଲିଛି । ଶ୍ରୀ ଜଗନ୍ନାଥ ଙ୍କ ପାଇଁ ଭିଡ଼ ଲଗାଇଛନ୍ତି ଭକ୍ତ ମାନେ ହେଲେ ଏତେ ଭିଡ଼ ଭିତରେ କ୍ୟାମେରା କଏଦ୍ ହେଲା ଏହି ନେଉଳ ର ଦୃଶ୍ୟ ଟି । ସିଂହ ଦ୍ବାର ଚଉ କାଠ ଥେ ଚାରି ଆଡ଼େ ବୋଲୁଛି ନେଉଳ ଛୁଆ । କେତେବେଳେ ସେ ସିଂହ ଭୀତ ରେ ଲୁଛୁଛି ତ କେତେବେଳେ ପତିତ ପବନ ବାନାକୁ ଚାହିଁ ରହୁଚି ଆଉ କେତେବେଳେ ସେ ଚମ୍ପ କିଣା ଚମ୍ପଟ୍ ମାରୁଚି ମନ୍ଦିର ଭିତରକୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.