ଯାତ୍ରାରେ ଅଭିନେତ୍ରୀ ମାନଙ୍କର କିପରି ମେକଅପ କରାଯାଏ, ଏହା ପଛର ଅସଲି ସତ କେବେବି ଦର୍ଶକ ଜାଣି ପାରନ୍ତି ନାହିଁ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ଓ ବର୍ତ୍ତମାନ ଯାତ୍ରା ଜଗତ ର ଲୋକ ପ୍ରିୟତା ମଧ୍ୟ ବେସ ଅଧିକ ଅଛି , ତେବେ ଯାତ୍ରା ଜଗତ ରେ ଅନେକ ଲୋକ ପ୍ରିୟ କଳାକାର ଅଛନ୍ତି ଯେଉଁ ମାନେ କି ନିଜ ଜବରଦସ୍ତ ଅଭିନୟ ଯାତ୍ରା ଜଗତ ରେ ଦେଖାଇ ବେସ ଲୋକ ପରିଚିତ ହୋଇ ପାରିଛନ୍ତି । କହିବାକୁ ଗଲେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଓଡିଶା ର ଘର ଘରେ ପରିଚିତ ।


ତେବେ ବନ୍ଧୁଗଣ ଓଡିଶା ରେ ଯାତ୍ରା ଜଗତ ର ଅନେକ ଲୋକ ପ୍ରିୟତା ଅଛି ବୋଲି ଆମ ଓଡିଶା ରେ ଅନେକ ଯାତ୍ରା ପାର୍ଟି ରହିଛି ଓ ଏହି ସମସ୍ତ ଯାତ୍ରା ପାର୍ଟି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଏହି ସମସ୍ତ ଯାତ୍ରା ପାର୍ଟି ରେ ଥିବା କଳାକାର ମାନେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ରେ ବେସ ପାରଙ୍ଗମ ଅଟନ୍ତି ।

ତେବେ ବନ୍ଧୁଗଣ ଏହି ସମସ୍ତ ପାର୍ଟି ଲୋକ ଙ୍କ ପାଖ କୁ ଯାଇଥାର ସେମାନ ଙ୍କ ପାଖ କୁ ଯାଇଥାଏ ଓ ଦର୍ଶକ ମାନେ ମଧ୍ୟ ଯାତ୍ରା ଦେଖିବାକୁ ଆସି ଥାନ୍ତି ଓ ବହୁ ମନୋରଞ୍ଜନ କରି ଚାଲି ଯାଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଅଭିନୟ କରିବା ପୂର୍ବ ରୁ ପ୍ରଥମେ ମେକପ ନେଇଥାନ୍ତି ଓ ଏହି ମେକପ ତାଙ୍କୁ ସୁନ୍ଦର କରାଇ ଦେଇଥାଏ ।

ତେବେ ବନ୍ଧୁଗଣ ଅଭିନୟ କରିବା ପୂର୍ବ ରୁ ଅଭିନେତ୍ରୀ ମାନେ ମେକପ ନେଇଥାନ୍ତି , ତେବେ ମେକପ ନେବା ପରେ ସେମାନେ ସୁନ୍ଦର ଦେଖା ଯାଇଥାନ୍ତି ଓ ଦର୍ଶକ ମାନେ ମଧ୍ୟ ବହୁତ ସାରା ଭଲ ପିଆବା ଦେଇଥାନ୍ତି , ତେବେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ଏହି ଅଭିନେତ୍ରୀ ମାନେ ବେସ ଲୋକ ପ୍ରିୟ ହେବା ସହ ସ୍ଵତନ୍ତ୍ର ପରିଚୟ ପାଇଥାନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଯାତ୍ରା ଜଗତ ରେ ସମସ୍ତ ଲୋକ ପ୍ରିୟ ନାଟକ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ରହି ଥାନ୍ତି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.