ollywood ହିରୋ ଅର୍ଦ୍ଧେନ୍ଦୁ (Ardhendu) ତାଙ୍କ ପ୍ରେମ କାହାଣୀକୁ ନେଇ ଏମିତି କିଛି କହିଲେ… – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତ ଅଭିନେତା ମାନ ଙ୍କ ମଧ୍ୟ ରୁ କିଛି ଅଭିନେତା ମାନ ଙ୍କ ବ୍ୟକ୍ତିଗତ ଜୀବନ ବିଷୟ ରେ ଆପଣ ମାନେ ଜାଣିଥିବେ , ତେବେ ବନ୍ଧୁଗଣ ଆଜି ଆମେ ଆଉ ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା


ତେବେ ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅର୍ଦ୍ଦେନ୍ଦୁ ॰ ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅର୍ଦ୍ଦେନ୍ଦୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା । ତେବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହେବା ସହିତ ଓଡିଶା ର ଘର ଘରେ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ


ଅଭିନେତା ଅର୍ଦ୍ଧେନ୍ଦୁ ବାସ୍ତବିକ ଜୀବନ ରେ ସ୍ଵର୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ଏକ ମାତ୍ର ଝିଅ ପଲ୍ଲବୀ ମହାରଥୀ ଙ୍କୁ ବିବାହ କରିଛନ୍ତି , ରାଜକୀୟ ଢଙ୍ଗ ରେ ଉଭୟ ବିବାହ ଟି ବେସ ଧୁମଧାମ ରେ ହୋଇଥିଲା , ତେବେ ଉଭୟ ବିବାହ ପରେ ସୋସିସଲା ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ଉଭୟ ବହୁତ ଖୁସି ରେ ମଧ୍ୟ ଅଛନ୍ତି , ତାହେଲେ ବନ୍ଧୁଗଣ ଆପଣ ଜାଣିଥିବେ ଯେ ବିବାହ ପରେ ଅଭିନେତା ଅର୍ଦ୍ଦେନ୍ଦୁ ଓ ତାଙ୍କ ପତ୍ନୀ ପଲ୍ଲବୀ ବହୁ ସ୍ଥାନ କୁ ବୁଲିବା ପାଇଁ ଯାଇଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଅର୍ଦ୍ଦେନ୍ଦୁ ଙ୍କୁ କିଛି ହାତ ଗଣତି ଚଳଚିତ୍ର ରେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ , ତେବେ ତାଙ୍କ ପ୍ରଥମ ଚଳଚିତ୍ର ଟି ହେଉଛି ଅ ଆ ଇ , ତେବେ ଏହି ଚଳଚିତ୍ର ଟି କୁ ଦର୍ଶକ ମାନେ ପସନ୍ଦ କରିଥିଲେ ଓ ଏହି ଚଳଚିତ୍ର ଅର୍ଦ୍ଦେନ୍ଦୁ ବେସ ଲୋକ ପ୍ରିୟ ହେବା ପରେ ଆଉ କିଛି ଚଳଚିତ୍ର ରେ ନଜର ଆସିଥିଲେ ।

ତେବେ ବର୍ତ୍ତମାନ ସମୟ ରେ ଅର୍ଦ୍ଦେନ୍ଦୁ ଙ୍କ ରିଅଲ ଲାଇଫ ରେ ନିଜ ସାଥି ପଲ୍ଲବୀ ଙ୍କୁ ନେଇ ବେସ ଖୁସି ରେ ଅଛନ୍ତି , ତେବେ ଉଭୟ ଙ୍କ ଯୋଡି କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି , ତେବେ ଏହି ଯୋଡି ଏକ ସାକ୍ଷାତ୍କାର କହିଛନ୍ତି ଯେ ସେମାନେ ବିବାହ ପୂର୍ବ ରୁ ଭଲ ସାଙ୍ଗ ଥିଲେ ଓ ବିବାହ ପରେ ବେସୀ କିଛି ପରିବର୍ତ୍ତନ ହୋଇ ନହିଁ । ତେବେ ଭଗବାନ ଆମ କୁ ଏମିତି ଖୁସି ରେ ରଖନ୍ତୁ ବୋଲୁ ସେମାନେ କହିଛନ୍ତି , ତେବେ ପଲ୍ଲବୀ କହିଛନ୍ତି ଯେ ମୋ ବାପା ଙ୍କ କିଛି ଗୁଣ ମୁଁ ମୋସ୍ଵାମୀ ଙ୍କ ପାଖ ରେ ପାଇଛି , ତେବେ ଏହି ଭଳି ଭାବେ ଅନେକ କଥା କହିଛନ୍ତି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.