ଓଡିଆ ଧାରାବାହିକର ଜଣାଶୁଣା ଅଭିନେତା ମିଲନ ମହାରଣାଙ୍କ (Milan Maharana) ବିରୋଧରେ ତାଙ୍କ ପ୍ରେମିକା ଆଣିଲେ ସାଙ୍ଘାତିକ ଅଭିଯୋଗ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ ଆପଣ ମାନେ ନିଶ୍ଚୟ ଦେଖିଥିବେ , ତେବେ ବନ୍ଧୁଗଣ ଏହି ଧାରାବାହିକ ରେ ଅଭିଆନୟ କରୁଥିବା ସାଇ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ତାଙ୍କ ପ୍ରକୃତ ନାମ ହେଉଛି ସୁମନ ,, ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଜେଲ ରେ ଅଛନ୍ତି ।


ଏହା କେଉଁ ଶୁଟିଙ୍ଗ ସେଟ ର ଖବର ନୁହେଁ ବରଂ ଏହା ବାସ୍ତବିକ ଜୀବନ ର ଖବର ଯେ ବର୍ତ୍ତମାନ ଆପଣ ମାନ ଙ୍କ ପ୍ରିୟ ଅଭିନେତା ସାଇ ଜେଲ ରେ । ହଁ ବନ୍ଧୁ ଜଣେ ଅଭିନେତ୍ରୀ ତାଙ୍କ ନାମ ରେ ଅଭିଯୋଗ ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ବନ୍ଧୁଗଣ ଅଭିନେତା ସାଇ ସେହି ଅଭିନେତ୍ରୀ ଙ୍କ ସହ ଦୁଇ ବର୍ଷ ଲିଭ ଇନ ରିଲେଶନଶୀପ ସମ୍ପର୍କ ରଖିଥିଲେ ଓ ବର୍ତ୍ତମାନ ସମୟ ରେ ତାଙ୍କୁ ବିବାହ କରିବେ ନହିଁ ବୋଲି ମନା କରି ଦେଇଛନ୍ତି ।


ତେବେ ଏ ନେଇ ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି ଓ ପୋଲିସ ମଧ୍ୟ ତାଙ୍କୁ ଗିରଫ କରି ନେଇଛନ୍ତି । ତେବେ ବନ୍ଧୁଗଣ ଅଭିନେତ୍ରୀ ଜଣକ ପାହାଲ ଥାନା ରେ ଅଭିଯୋଗ କରିଛନ୍ତି ସୁମନ ତାଙ୍କ ସହ ଦୁଇ ବର୍ଷ ଲିଭ ଇନ ରିଲେଶନଶୀପ ରଖିବା ପରେ ବିବାହ କରିବା ପାଇଁ ମନା କରି ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ଓ ତାଙ୍କ ଅଭିଯୋଗ କୁ ପୋଲିସ ଆଧାର କରି ଅଭିନେତା ସୁମନ ଙ୍କୁ ଗିରଫ କରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ଓ ଅଭିନୟ ପାଇଁ ସାରା ଓଡିଶା ରେ ବେସ ଲୋକ ପରିଚିତ ହୋଇ ପାରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଦୁଇ ଟି ଦଫା ଲାଗିଛି ଅଭିଯୋଗ ଅନୁଯାୟୀ ତେବେ 320 ଓ 326 ଦଫା ରେ ମାମଲା ରୁଜ୍ଜୁ ହୋଇଛି ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.